May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
20

ସମୟର ଛାତ ତଳେ-ରୁଦ୍ର ନାରାୟଣ ଦାଶ,

ସମୟର ଛାତ ତଳେ ସମୟର ଛାତ ତଳେ ଥାକ ଥାକ ରହିଥିବା ଭଙ୍ଗା ଚାଦରକୁଖୋଲିଦେଲେ ପଢିହୁଏ ମାନବ ସଭ୍ଯତାର ଇତିହାସ କେବେ ସେ ଯାଯାବର ଥିଲା ଆଉ ଯାଯାବରରୁ ମନେପଡନ୍ତି ଖୋକା ଭାଇ, ପ୍ରଶ୍ନ ଉଠେ ମନରେ ମୁଁ ଯାଯାବର ନୁହେଁ ତ? ସମୟର ଛାତ ତଳୁ ଚାଦରଗୁଡାକୁ ଖୋଲି ଝାଡିଦେଲେ ଅତୀତ ମାଟିର ବାସ୍ନା ଆସେ ଆସେ

Loading

Jan
2023
20

ବଉଦ ରାଣୀ-ଲକ୍ଷ୍ମୀପ୍ରିୟା ସେଠୀ

ବଉଦ ରାଣୀ ନୀଳ ଆକାଶରେ ନାଚିନାଚି ଯାଏ ସୁନ୍ଦରୀ ବଉଦ ରାଣୀ , କଳାରଙ୍ଗର ସେ ଶାଢୀଟିଏ ପିନ୍ଧି ଦେଇଛି ଓଡଣୀ ଟାଣି ।। ଧରଣୀରାଣୀକୁ ଆଖିଠାର ମାରି ଦିଏ କେତେ ଆଶ୍ବାସନା , ବୃଦ୍ଧ ସୂରୁଜଟା ହୀନିମାନ କରି ଦେଉଛି ତୋତେ ଜାତନା ।। ଆଉ ଚିନ୍ତା ନାହିଁ ଆସିଲିଣି ପରା ଦେବି ତୋ’ଠି ଜଳ ଭରି

Loading

Jan
2023
20

ଯେବେ ତମେ ଆସ-ମମତା ବାରିକ୍

ଯେବେ ତମେ ଆସ ************* ଯେବେ‌ ତମେ ଆସ ଆକାଶ ଛାତିରେ ବାଦଲ ଓଢଣି ଟାଣି, ଦୂର ପାହାଡରେ ନୃତ୍ୟରତା କେକୀ ତୁମ ଆଗମନ ଜାଣି । ନିଗାଡିଲେ ତମେ ଆଖିରୁ ତମର ଟୋପା ଟୋପା ବର୍ଷା ପାଣି, ଅତୀତ ବୋଇତେ ଭାସି ଯାଏ ମନ ପିଲା ଦିନ ଆଡେ ପୁଣି। କାଗଜର ଡଙ୍ଗା ଓଳଛିଆ ପାଣି ବେଙ୍ଗ

Loading

Jan
2023
20

ଚତୁର୍ମାସ୍ଯାର ଅତିଥି-ରୁଦ୍ର ନାରାୟଣ ଦାଶ

ଚତୁର୍ମାସ୍ଯାର ଅତିଥି ଏମାନେ ଚତୁର୍ମାସ୍ଯାର ଅତିଥି! ମୋ ପ୍ରିୟା ଘର ଗାଁରୁ ମୋ ଗାଁକୁ ନେଇଆସେ ପ୍ରେମାଳିଆ ମିଠା କଥା କହିଦିଏ କେତେ କ’ଣ ଯାବତୀୟ ମିଛ ସବୁ ଯୋଖିଦିଏ ଏଇ ଯେମିତି ମୋ ପ୍ରିୟା ଠାରୁ କେ ଅଛି ସୁନ୍ଦର ସେ ଜାଣେନାହିଁ, ଅନାଦି ଯୁଗରୁ ସେ ସମସ୍ତଙ୍କ ପ୍ରେମିକା କହିବାକୁ ଚେଷ୍ଟା କରେ କରୁ କରୁ

Loading

Jan
2023
20

ଭସା ବାଦଲ-ପଦ୍ମାବତୀ ସ୍ବାଇଁ

ଭସା ବାଦଲ ତୁମେ ଆସିଥିଲ ଫଗୁଣ ସଂଜରେ ପୀରତି ବରଷା ନେଇ ସେବେଠୁ ଭିଜୁଛି ପ୍ରେମରେ ତୁମର ଫୁରସତ ମିଳୁ ନାହିଁ.. ମନମୋ ଚୋରେଇ ନେଇଗଲ ତୁମେ ସେବେଠୁ ମୁଁ ଶୋଇ ନାହିଁ ଜାଣେନା ଏ ମନ ଝୁରୁଛୁ କାହିଁକି ଭାରି ଆନମନା ହୋଇ… ଭସା ବାଦଲ ର ବରଷା ବିନ୍ଦୁ କୁ ଦେଇଛି ତୁମ ଖବର ଭିଜେଇ

Loading

Jan
2023
20

ଏଇ ମୋର ଗାଁ-ସୁଭ୍ରାନ୍ତ ବେହେରା

ଏଇ ମୋର ଗାଁ ************* ଏଇ ମୋର ଗାଁ, ଏଇ ମୋର ଗାଁ ମହୁଠାରୁ ମିଠାଲାଗେ ମୋତେ ତା’ର ନାଁ ତା, ମାଟିରେ ପାଦ ଥୋଇ ଶିଖିଲି ମୁଁ ଚାଲି ବାସନା ବି ଭଲଲାଗେ ତା ଦାଣ୍ଡର ଧୂଳି ଅତି ଆପଣାର ସିଏ ଅଟେ ମୋର ମାଆ ଏଇ ମୋର ଗାଁ……… ll ତା’ର ପାଣି ପଵନ ଜୀବନ

Loading

Jan
2023
18

ସମସ୍ୟାର ସମାଧାନ-ଜୟଶ୍ରୀ ଖଟୁଆ

ସମସ୍ୟାର ସମାଧାନ ●●●●●●●●●●●●● ପାଣି କାଦୁଅରେ ରାସ୍ତା ସର ସର, ଭିନ୍ନ ଧାରଣର ଚାଲେ କାରବାର।। ସଡ଼କ ଆମର ଅତ୍ୟନ୍ତ ସୁନ୍ଦର, ବର୍ଷା ଦିନେ ସତେ ଲାଗେ ମୋତେ ଡ଼ର।। ଜନତା ଏଠାରେ ସଚେତନ ନାହିଁ, ଦୁର୍ନୀତି ବଢୁଛି ସତେ କି ତା’ ପାଇଁ।। ହନ୍ତସନ୍ତ ଏଠି ବିଚରା ଜନତା, ନିଜ ସ୍ବାର୍ଥ ପାଇଁ ଲଢେ ରାଜନେତା।। ଦିଶେ

Loading

Jan
2023
18

ମୁଁ ତୁମ ସେବାରେ-ସୁଭ୍ରାନ୍ତ ବେହେରା

ମୁଁ ତୁମ ସେବାରେ **************** ତୁମେ ଜାଣିଅଛ ସମାଜ ଜାଣିଛି ରାସ୍ତା ମୋର ପରିଚୟ କଳିକାଳ ଲୋକ ଅକାଳ ଚଡ଼କ ମୋତେ କରୁଛନ୍ତି ଅପଚୟ ll ସମ୍ମାନ ନାହଁ ସମାଜରେ ମୋର ନିଜ ସ୍ୱାର୍ଥରକ୍ଷା ପାଇଁ କ୍ଷଣଦୂର ରାସ୍ତା ବୋଲିଣ ସମସ୍ତେ ମୋ ଉପରେ ଯାନ୍ତି ଧାଇଁ ll କଣ୍ଟ୍ରାକ୍ଟର ଠାରୁ ନେତା ପରିଜନ୍ତେ ନୀତି ମୋତେ ଠାକୁଥାଇ

Loading

Jan
2023
18

ନେତା ଖାଇ ଗଲେ ଗାଁ ରାସ୍ତା କୁ ମୋର-କୁମାର ସୋନୁ

ନେତା ଖାଇ ଗଲେ ଗାଁ ରାସ୍ତା କୁ ମୋର (ସିନ୍ଦୁର କିଣି ନେଲାରେ ଝିଅ କୁ ମୋର…..ସ୍ୱର ରେ) **************************** ନେତା ଖାଇଗଲେ ଗାଁ ରାସ୍ତା କୁ ମୋର…… କାଗଜ କଲମେ କଲେ ଭ୍ରଷ୍ଟାଚାର….. ଧରି ଗାଁ କୁଜି ଟାଉଟର…. କଲେ କାମ ନିମ୍ନ ମାନର….. ଦୁଃଖ ନ ସରେ ଆମର…… କଣ୍ଟ୍ରାକ୍ଟର ଶୁଣ ଦୁଃଖ ମୋର….. ରାସ୍ତା

Loading

Jan
2023
18

ସେଇମିତି ଅଛି-ପୂଜାରାଣୀ ନାୟକ

ସେଇମିତି ଅଛି ସେଦିନ ଆଉ ଆଜି ଭିତରେ ବାସ୍ ଟିକିଏ ଫରକ ଅଛି ସେଦିନ ତୁମେ ପାଖରେ ଥିଲ ଆଜି ତୁମ ସ୍ମୃତିରେ ବଞ୍ଚିଛି।। ଅଦିନିଆ ଝଡ଼ତୋଫାନ ପରେ କଳାହାଣ୍ଡିଆ ମେଘଖଣ୍ଡ ଦିଶୁଛି ଏବେ ବି ସେ କଳା ଆକାଶରେ ତୁମକୁ ମୁଁ ଖୋଜିଚାଲିଛି।। ଅଷଢାଏ ବରଷାର ଛିଟାରେ ମୁଁ ଏକାଏକା ଏମିତି ଭିଜୁଛି ଆମ ପାଦ ଚିହ୍ନ

Loading

Jan
2023
18

ସ୍ୱର ଉତ୍ତୋଳନ-ଲକ୍ଷ୍ମୀପ୍ରିୟା ସେଠୀ

ସ୍ୱର ଉତ୍ତୋଳନ ************* ଅଦିନରେ ଯେବେ ବରଷା ବରଷେ ରାସ୍ତା ହୋଇଯାଏ ନାଳ , ବର୍ଷା ଛାଡିଗଲେ ହୁଅଇ ପୋଖରୀ ଲୋକଙ୍କ ପାଇଁ ସେ କାଳ ।। ସରକାରଙ୍କର ସଡକ ଯୋଜନା କାଗଜରେ ଚାଲିଅଛି , ପ୍ରତି ପାଦେ ଏଠି ଘଟେ ଅଘଟଣ କିଏ ଏକଥା ବୁଝୁଛି ।। ସଡକ କାମରେ ଅନିୟମିତତା ପ୍ରଶାସନ ଦୁର୍ବଳତା , ଜନତା

Loading

Jan
2023
18

କେବେ ଏମାନଙ୍କୁ ଦେଖିଲେ-ରୁଦ୍ର ନାରାୟଣ ଦାଶ

କେବେ ଏମାନଙ୍କୁ ଦେଖିଲେ କେବେ ଏମାନଙ୍କୁ ଦେଖିଲେ ଦେଖିହୁଏ ରାଜନୀତିର ବିକଟାଳ ଚିତ୍ର ଖାଲି ପ୍ରୋତ୍ସାହନ ଭେଳିକି ଫାଇଲର ନିବୁଜ ପରଦା ଭିତରେ ମାଳ ମାଳ ପଇସା ଯାଉଥିବାର ହିସାବ କଣ୍ଟ୍ରାକ୍ଟରଠୁ ପ୍ରଶାସକ! ଏମାନେ ପାଠୁଆ ଲୋକ! ସେଥିପାଇଁ ନିର୍ବାଚନ ଦୁଇମାସ ପୂର୍ବରୁ ଲେସିଦିଅନ୍ତି ଗୋବର ମାଟି କାନ୍ଥକୁ ଚିକ୍କଣ କରିବା ପରି।। କେବେ ଏମାନଙ୍କୁ ଦେଖିଲେ ମରିଯାଏ

Loading

Jan
2023
18

ରାଜନୀତି ରୂପ-ଶୁଭସ୍ମିତା ମହାନ୍ତି

ରାଜନୀତି ରୂପ ************ ବିଚିତ୍ର ଅଟେ ଏ ରାଜନୀତି ରୂପ ସମସ୍ତେ ପିନ୍ଧନ୍ତି ମୁଖା, ଚିକ୍କଣ କଥା କହି ମନ କିଣନ୍ତି ପରେ ଦିଅନ୍ତିନି ଦେଖା। ନିର୍ବାଚନ ବେଳେ ହାତ ଗୋଡ଼ ଧରି ଭୋଟ୍ କୁ କିଣି ନିଅନ୍ତି, ଦଳ ଜିତିଗଲେ ପ୍ରତିଶ୍ରୁତି କଥା ସବୁ ସେ ଭୁଲି ଯାଆନ୍ତି। ଗାଁ ର ସଡ଼କ ଟି ମରାମତି ପାଇଁ

Loading

Jan
2023
18

ଭିନ୍ନ ନଜର-ପ୍ରୀତିରଞ୍ଜନ ନାୟକ

ଭିନ୍ନ ନଜର ଉଦ୍ଭିଦ ବିଜ୍ଞାନୀ ଟିଏ ଏ ଫଟୋ ଦେଖିଲା ରାସ୍ତା କଡ ଗଛ ମାନ ମନ ବହିନେଲା ସବୁଜ ବନାନୀ ଦେଖି କେତେ ଖୁସି ହେଲା ଭିନ୍ନ ଭିନ୍ନ ଦେଶୀ ବିଦେଶୀ ଗଛ ପ୍ରକାଶିଲା।। ପ୍ରକୃତି ପ୍ରେମୀ ଟେ ଯେବେ ଏ ଫଟୋ ଦେଖିଲା, ମେଘାଚ୍ଛନ୍ନ ଆକାଶରେ ଘଡେ ଅଟକିଲା, ପ୍ରକୃତି ମାଆର ସେ ଯେ ସବୁଜ

Loading

Jan
2023
18

ସତ୍ୟ ପଥ-ନିର୍ମାଲ୍ୟ ବାରିକ୍

ସତ୍ୟ ପଥ ସତ୍ୟର ବାଟ ଯେ କର୍କଶ, ବନ୍ଧୁର ଚାଲିବାକୁ ଲାଗେ କଷ୍ଟ ମିଛ ରାସ୍ତା କିନ୍ତୁ ସରଳ ସୁଗମ ହୋଇଥାଏ ଟି ସିମେଣ୍ଟ । ସତ୍ୟପାଇଁ ରାମ ବନବାସ ଗଲେ ପୁରାଣରେ ଅଛି ରହି ସତ୍ୟକରି ବଳି ପାତାଳକୁ ଗଲେ ମନରେ ଆନନ୍ଦ ହୋଇ । ସତ୍ୟ, ଧର୍ମ,ସତ୍ୟ, ପରମ ଈଶ୍ଵର ସତ୍ୟ ଉପାସନା କରି ଭଗବାନ

Loading

Jan
2023
18

ଅସରା ପଥ-ମମତା ବାରିକ୍

ଅସରା ପଥ ************* କାହିଁ କେତେଦୂର ଲମ୍ବିଛି ଏ ପଥ କାହାକୁ ବା ଅଛି ଜଣା, କେବେ ପାଇଥାଏ ବାଟୋଇ ତା ବାଟ କେବେ ହୁଏ ବାଟବଣା । ଖାଲଢିପ କଚ୍ଚା ଉଠାଣି ଗଡାଣି କେବେ ପାଦ ପଡ଼େ ଝୁଣ୍ଟି , ଥକିଗଲେ ଥରେ ଚାଲି ପାରିବୁନି ଚାଲିବା ସଳଖି ଅଣ୍ଟି । ଆଗରେ କୁହୁଡି ସମସ୍ୟା‌ ପାହାଡ଼

Loading

Jan
2023
17

ରେଖାଖଣ୍ଡ-ପ୍ରଫୁଲ୍ଲ କୁମାର ଷଡଙ୍ଗୀ

ରେଖାଖଣ୍ଡ ================= ବିନ୍ଦୁ ମାନଙ୍କର ସମାହାର ପରା ତଳ ଗଠନ କରଇ । କେବେସେ ବନ୍ଧୁର କେବେବା ମସୃଣ ଜ୍ୟାମିତିର ପାଠ ଏହି ॥(୧) ଏକ ସମତଳେ ଦୁଇ ବିନ୍ଦୁ ମଧ୍ଯେ ଅନେକ ବାଙ୍କୁଲି ଗାର । ଅଙ୍କା ଯାଇପାରେ,ତହିଁର ମଧ୍ଯରୁ ସଳଖ ଏକ ମାତର ॥(୨) ଅସୀମ ସରଳ ରେଖାର ମଧ୍ଯରୁ ସସୀମ ଜୀବନ ରେଖା ।

Loading

Jan
2023
17

ମୋ କାରିଗର କଥା-ସୁଧାଂଶୁ କୁମାର ତ୍ରିପାଠୀ

ମୋ କାରିଗର କଥା ************************** ଶୁଣଶୁଣ ସୁଜ୍ଞନର କହିବାର କଥା ଆମ ଲାଗି ବଢିଛି ହେ’ ଆମ ମୁଣ୍ଡ ବ୍ୟଥା।। ପ୍ରକୃତି ସମ୍ପତି ସବୁ ନଷ୍ଟ ଭ୍ରଷ୍ଟ କରି, ଜରି,ପ୍ଲାଷ୍ଟିକ କୁ ଆମେ ନେଇଛେ ଆଦରି।। ପ୍ରଦୂଷଣ ମାତ୍ରା ଦିନୁ ଦିନେ ବଢିଚାଲେ, ଉପାୟ ନପାଇ ଆଜି ବିଷ କୁ ଖାଇଲେ।। କୁଲା, ଭୋଗେଇ,କୁଣ୍ଢି ରେ ସେ ପୁରୁଣା

Loading

Jan
2023
17

ପେଟେରା ପରି ନୁହେଁ-ମନୋରମା ସାହୁ

ପେଟେରା ପରି ନୁହେଁ ଆଖିକୁ ଦିଶଇ କେତେ ମନଲୋଭା ଗଢ଼ିବାକୁ କେତେ କଷ୍ଟ ଦେଖିଦେଲେ ଥରେ ଆଖିରହେ ଲାଖି କାରୀଗର ର ସେ ଖଚିତ। ଘରକୁ ସଜେଇ ସେ- ମନ ଚମକେଇ ବାନ୍ଧିନିଏ ଧିରେ କ୍ଷଣେ ବଜାର ଘାଟରେ ଭିଡ଼ ଜମିଯାଏ କିଣିବାକୁ ତାକୁ ଲୋଭେ। ପ୍ଲାଷ୍ଟିକ ଠାରୁ ସେ ବହୁ ଉପଯୋଗୀ ଜିନିଷ କୁ କରେ ଯତନ

Loading

Jan
2023
17

ସୂକ୍ଷ୍ମ କାରୁକାର୍ଯ୍ୟ-ଲକ୍ଷ୍ମୀପ୍ରିୟା ବେହେରା

ସୂକ୍ଷ୍ମ କାରୁକାର୍ଯ୍ୟ ଆହାଃ ! କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ, ଯେତେ ଦେଖୁଥିଲେ ବି ଏ ମନ ଛଟପଟ..।। ଆହାଃ ! କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ, ଏତେ ସବୁ ସାମଗ୍ରୀ ଦେଖି ଲାଗେ ଭାରି ଆଶ୍ଚର୍ଯ୍ୟ..।। ଆହାଃ ! କି ମନଲୋଭା ଏ ସୂକ୍ଷ୍ମ କାରୁକାର୍ଯ୍ୟ, କେମିତି ହେ କାରିଗର.. କି ବୁଦ୍ଧି ତୁମର

Loading