କଳା କୃତି-ସବିତା ପଟ୍ଟନାୟକ
କଳା କୃତି ———– ଭଗ୍ନ ଶିଳା ଖଣ୍ଡ ଦେହ ରେ ଖୋଦନ ପାଷାଣ ପାଇଛି କି ଜୀବନ ଦାନ କେଉଁ କଳାକାର ହାତୁଡ଼ି ର ସ୍ପର୍ଶ ଗଢି ଦେଇ ପୁରିଛି ତା ଅବଶୋଷ ସଂସ୍କୃତି ର ବାର୍ତ୍ତା ଇତିହାସ କଥା ଅଙ୍ଗେ ଅଙ୍ଗେ ଭାଙ୍ଗେ କଳାକୃତି ଧୋଇ ଯାଇଛି ସେ ସ୍ଵେଦ ର ଚିହ୍ନ ସ୍ପଷ୍ଟହୁଏ ଶିଳା ଗଭୀର
କଳା କୃତି ———– ଭଗ୍ନ ଶିଳା ଖଣ୍ଡ ଦେହ ରେ ଖୋଦନ ପାଷାଣ ପାଇଛି କି ଜୀବନ ଦାନ କେଉଁ କଳାକାର ହାତୁଡ଼ି ର ସ୍ପର୍ଶ ଗଢି ଦେଇ ପୁରିଛି ତା ଅବଶୋଷ ସଂସ୍କୃତି ର ବାର୍ତ୍ତା ଇତିହାସ କଥା ଅଙ୍ଗେ ଅଙ୍ଗେ ଭାଙ୍ଗେ କଳାକୃତି ଧୋଇ ଯାଇଛି ସେ ସ୍ଵେଦ ର ଚିହ୍ନ ସ୍ପଷ୍ଟହୁଏ ଶିଳା ଗଭୀର
କନ୍ୟା ଭ୍ରୁଣର କ୍ରନ୍ଦନ ଚକ୍ଷୁ ଦୟା ନଦୀ ଲୋତକେ ରକତ ଭ୍ରୁଣ ଆକୁଳରେ କାନ୍ଦୁଛି, ଆଲୁଅ ଦେଖିବା ଆଗରୁ ସିଏ ଯେ ଅନ୍ଧାରରେ ହଜି ଯାଉଛି। ପୁଷ୍ପ ଭରା ଶେଯ ଗଢା ହେବା କଥା ଅଳିଆ ଗଦାରେ ପଡୁଛି, ମାଂସ ପିଣ୍ଡୁଳାକୁ ଶ୍ୱାନ ଶିଆଳ ଯେ ଟାଣି ଓଟାରିକି ଖାଉଛି। ବିନା ଦୋଷରେ ସେ ନିରୀହ ନିଷ୍ପାପ ମୃତ୍ୟୁ
बेटी बचाओ बेटी पढ़ाओ.. बिन बेटी के अगर ये दुनियाँ, खूबसूरत बन जाती!! तो फिर हमको जनम देने वाली माँ, आज ये धरती पर नहीं होती.. बिन पढ़ाई में अगर बेटियाँ घर पर रह जाते, तो फिर देश की पहली नागरिक राष्ट्रपति
ଆମେ କଣ ସତରେ ଅଲୋଡ଼ା ******************************* ତୁମେ ଯଦି ଭବିତବ୍ୟ କୁ ଦେଖିପାର…. ତେବେ କୁହ ଶାସ୍ତ୍ରୋକ୍ତ ନର୍କ ସଂଖ୍ୟା କେତେ…..? ଅଷ୍ଟାଦଶ ପୁରାଣ କୁହେ…….. ‘ମାନବ ଜନ୍ମେ ଚଉରାଅଶି ନର୍କ ଭୋଗ’। ତୁମେ ଯେଉଁ ଲକ୍ଷେ ଶିବ ପୂଜି ପୁଅଟିଏ ମାନସ …….. କେବଳ ଗୋଟିଏ ନର୍କ ରୁ ପରିତ୍ରାଣ ପାଇବା ପାଇଁ। କେମିତି ଭୁଲିଯାଅ ଆଉ
ମୁଁ କନ୍ୟା ଭୃଣ ଟିଏ କହୁଛି ●●●●●●●●●●●●●●●● ମୁଁ କନ୍ୟା ଭୃଣ ଟିଏ କହୁଛି ବଞ୍ଚିବାର ଯେଉଁ ଆଶା ବାନ୍ଧିଥିଲି ଆଶା ମୋ ମଉଳି ଯାଇଛି, ଦୁନିଆ ଆଲୋକ ଦେଖିବା ଆଗରୁ ଅନ୍ଧାରରେ ହଜି ଯାଇଛି।। ମୁଁ କନ୍ୟା ଭୃଣ ଟିଏ କହୁଛି ମୋ ଆଖିରେ ଯେତେ ସ୍ବପ୍ନ ଦେଖିଥିଲି ସ୍ବପ୍ନ ମୋର ଭାଙ୍ଗି ଯାଇଛି, ସୃଷ୍ଟିକର୍ତ୍ତା ମୋର
ମୋର ଭୁଲ୍ କ’ଣ ******************** ନ ଅରୀ ନାରୀ ପ୍ରିୟ ଯେ ସବୁରି, ତଥାପି କାହିଁକି ଏ ମଣିଷ ଜାତି ସାଜୁଛି ମୋର ବଇରୀ । ମାତା ଗର୍ଭେ ହେବା ଦିନଠୁ ସଞ୍ଚାର ମନ ଦୁଃଖ ଯେ ସବୁରି, ଶାଶୁଘର ତାର ଶତୃ ପାଲଟିଲେ ସ୍ଵାମୀ ଦିଏ ପର କରି । ପରିବାର ମଧ୍ୟେ ପାତର ଅନ୍ତର ଶିକ୍ଷା
କନ୍ୟା ବଞ୍ଚାଅ *********** କନ୍ୟା ଭ୍ରୁଣ ବୋଲି ନଷ୍ଟ କର ନାହିଁ ବଞ୍ଚିବା କୁ ମୋତେ ଦିଅ, ମାତା ଗର୍ଭ ରୁ ଯେ ଏତେ ହିନିମାନ କାହିଁ କର ମୋତେ କୁହ ? କନ୍ୟା ସନ୍ତାନ ଟି କ୍ଷତିକାର ନୁହେଁ ଏଇ ସମାଜ ଟି ପାଇଁ, ଏକାଧାରରେ ଜାୟା, ଜନନୀ, ପୁଣି ଭଗିନୀ ହୁଏ ବୋଲାଇ। ଚାହେଁ ନାହିଁ
ଏଇ ଯେ ସେ ନାରୀ ଏଇ ସିଏ ଯେ ମର୍ଗୁଶୀରରେ ଲକ୍ଷ୍ମୀଙ୍କୁ ଡାକି ଆଣେ ବସନ୍ତରେ ସରସ୍ବତୀଙ୍କୁ ନିତି କର୍ପୂର ଆଳତି ବୁଲାଏ ସୁଖ ଫେରିଆସୁ! ସେ କିବା ଜାଣେ ତା’ ଦୁଃଖର କାରଣକୁ ଅହର୍ନିଶି ବୁଲୁଥିବା ଦୁଇ ଗୋଡ ବିଲୁଆଙ୍କୁ।। ଝଡ ପରି ଆସି ଏମାନେ ଭାଙ୍ଗି ଦିଅନ୍ତି ଗର୍ଭକୁ କ୍ଷତାକ୍ତ, ଲାଞ୍ଛିତା ବିକାଶର ପାଦଦେଶରେ ଥାଇ
ଜାରଜ ଅନାଥ ବୋଲି ମୋ କପାଳେ ଲେଖା ପିତାମାତାଙ୍କର ମିଳେନି ଦେଖା ପରିଚୟ ହୀନ ଅଲୋଡା ସାଜି ଦୁଃଖୀ ଜୀବନକୁ ହୋଇଛି ରାଜି ।। ଅସହାୟ ଅଟେ ଜୀବନ ମୋର ଦୁନିଆଁ ଦାଣ୍ଡରେ ଲାଗୁଛି ଡର ଲାଞ୍ଛନା ପାଉଛି ଦରଦୀ ମନ ନାହାନ୍ତି କେଜଣେ ଆତ୍ମୀୟ ଜନ ।। ଈଶ୍ବରଙ୍କୁ ଖାଲି ପଚାରେ ଏହା କିଏ ଅଛି ଏଇ
ଆଧୁନିକ ଯୁଗ ************ ସତ୍ୟ, ତ୍ରେତୟା, ଦ୍ୱାପର ବିତିଲା ଯୁଗ ହେଲା ଆଧୁନିକ ଜ୍ଞାନ କୌଶଳରେ ବିକାଶ ଘଟିଲା ଡିଜିଟାଲ ହେଲେ ଲୋକ ll କାହୁଁ କାହୁଁ ବୁଦ୍ଧି ବିବେକ ଆସୁଛି ମସ୍ତିଷ୍କ କରଇ ଚିନ୍ତା କୋଣ ଅନୁକୋଣ ପ୍ରସାରିତ ହୁଏ ନାହିଁ ତାର ବାଡବତା ll ଆଗକାଳେ ଲୋକେ ଚିଠି ଲେଖୁଥିଲେ ଆତ୍ମୀୟସ୍ୱଜନେ ପ୍ରେରଣ ଗୁରୁଜନେ ପାଦ
ଇଣ୍ଟରନେଟ୍ ଦୁନିଆ ●●●●●●●●●●●● ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ଦ୍ରୁତ ବେଗରେ ପୁଣି ବଦଳୁଛି ଏଠି ଜମାନା ଭବିଷ୍ୟତ କଥା କରି ହୁଏନି ଏଠି କଳନା ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ଏଠି ବଞ୍ଚିବାକୁ ଲୋଡା
ସାମାଜିକ ପରିବର୍ତ୍ତନ (ବାହ୍ୟ ଅନୁଶୀଳନ) ******************************* ଦୁନିଆ କେତେ ବଦଳିଛି ସତେ………..! ଶେଷ ଶତାବ୍ଦୀ ର ପୃଷ୍ଠା କୁ ଅଵଲୋକନ କଲେ ସ୍ପଷ୍ଟ ଦେଖି ହୁଏ ………….. ସଫଳତାର ବିଜୟ ବୈଜୟନ୍ତି କୁ….. ଆଜି ଚିଠି ବାଟବଣା ହେବାର ଭୟ ନାହିଁ…. ଆପଣାର ମୁଂହ ସବୁ ହାତ ପାଖରେ ମିଳିଯାଆନ୍ତି…. କୁମ୍ଭାରପୁର ରୁ କଲମ୍ବିଆ…… କେଇ କ୍ଷଣ ରେ
ନୀରବ ଜୀବନ ଟା ଠିକ୍ ଗୋଟେ ବୃତ୍ତ ପରି ଅନେକ ବିନ୍ଦୁର ସମାହାର,,,, ହେଲେ କେଜାଣି କାହିଁକି ଏ ଫେସବୁକ ଇମୋ ହ୍ୱାଟସ୍ଆପ ପରି ସୋସିଆଲ ମିଡିଆ ସବୁ ଅନ୍ତର୍ବିନ୍ଦୁ ହେଲା ପରେ ପରିଧିସ୍ଥ ଆପଣାର ବିନ୍ଦୁ ଠାରୁ ମୁଁ ନିଜକୁ ଦୂରେଇ ଦେଲି ଆପେ ଆପେ!!! ହେଲେ ଏଇ କଣ ମୋ ଖୁସିର ବାସ୍ତବତା!!! ନାଁ ବୋଲି
ଆଜିକାର ଦୁନିଆ ************* ଇଣ୍ଟରନେଟ୍ ଯୁଗ ଇଏ ଫେସବୁକ୍ ଜମାନା ହ୍ଵାଟ୍ସଆପରେ ହେଲୋ ହାଏ ଇଁଷ୍ଟା କରେ ଦିୱାନା ।। କେହି ନୁହେଁ କାର ଏଠି ମୋବାଇଲ୍ ନିଜର ଟଙ୍କା ଯେତେ ଉଡୁ ପଛେ ରିଲ୍ ହେଉ ସୁନ୍ଦର ।। ମାଆ ପଛେ ଭୋକେ ରହୁ ଝିଅ ଯାଏ ପାର୍ଲର ବାପା ପଛେ ରୋଗେ ମରୁ ପୁଅ କିଣେ
ବଦଳିଛି ସମୟ *********** ବଦଳି ଯାଇଛି ସଭିଙ୍କ ଜୀବନ ନାହିଁ ପୁରୁଣା ସମୟ, ହାତ ପାହାନ୍ତା ରେ ଦୁନିଆ ଟି ଆଜି ଲାଗେ ବହୁ ସୁଖମୟ। ମନୋରଞ୍ଜନ ର ମାଧ୍ୟମ ଅଟେ ଏ ପ୍ରଶ୍ନ ର ଉତ୍ତର ଦିଏ, ସମୟ ଚାଲିଯାଏ ଜଣା ପଡ଼େନି ନିଜକୁ ସେ ଭୁଲି ଯାଏ। ଫେସବୁକ, ଗୁଗଲ, ୟୁଟ୍ୟୁବ ଆଦି କରୁଅଛି ଯେ
ସାଂମ୍ପ୍ରତିକ ସମୟ✍️ ******************** ସମୟ ବଦଳିଛି ବଦଳିଛି ମନ ସଂସ୍କାର ଚୁଲିକି ଗଲା ମୋବାଇଲ୍ ଦିନ । ମାନବିକତା ଠାରୁ ଅନେକ ଦୂରରେ ଅବାସ୍ତବ ଦୁନିଆରେ ବିଚରଣ କରେ । ବାପା ମାଆ ପରିବାର ସବୁ ହେଲା ପର ସମ୍ପର୍କ ବୁଝୁଛି କିଏ ମୋବାଇଲ୍ ନିଜର । ଫେସବୁକ,ଇନ୍ଷ୍ଟାଗ୍ରାମ ଟୁଇଟର ପାଇଁ, ଖାଇବାକୁ କାହାର ମନେ ପଡୁନାହିଁ ।
ଅବାସ୍ତବ ଦୁନିଆ ଏକ ଅବାସ୍ତବ ଦୁନିଆରେ ମୁଁ ଓ ତୁମେ ତୁମେ ଓ ସେମାନେ ଖାଲି ଘୁରିବୁଲୁ ଘୁରି ଘୁରି ଅଟକିଯାଉ ଯେଉଁଠୁ ଆରମ୍ଭ କରିଥିଲେ। ମୁଁ ତୁମକୁ ପଢିପାରେ ଯେମିତି ତୁମେ ମୋତେ ମାତ୍ର ଉଦବେଳନର ଅଭାବ ପ୍ରେମରେ ଭଟ୍ଟା ପ୍ରତିଶ୍ରୁତିରେ ମିଥ୍ଯାର ଝଲକ ଇମୋଜିର ପଛରେ କ୍ରୁର ଭାବ ଆଉ ବା କ’ଣ! ଶାଳୀନତାକୁ ଗୋଡରେ
ହାତରେ ଦୁନିଆ ହାତ ପାହାନ୍ତାରେ ସାରା ଦୁନିଆ ଏବେ ପାଖେ ଦୂରେ ଆଉ ଫରକ୍ ନାହିଁ ଫୋନ ସ୍କ୍ରିନରେ ଆତ୍ମୀୟଙ୍କ ମୁଁହ ଚିଠି ଲେଖା ପାଇଁ ଲଫାପା ନାହିଁ।। ଯେବେ ଇଚ୍ଛା ସେବେ ଯୋଉଠି ସେଇଠି ଥାଇ ଦୁନିଆ ଦେଖି ହେବ ଯନ୍ତ୍ରର କରାମତି ମଣିଷର ବୁଦ୍ଧି ତାକୁ କିଏ ସରି ହେବ।। ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ
ମାନବ ଇତିହାସ ★★★★★ ଇତିହାସ ଗାଏ ଅତୀତର ଗାଥା, କୁହେ ଆଜି ମୁହିଁ ମାନବର କଥା।। ସବୁଠୁ ଶକ୍ତିଶାଳୀ ଜୀବ ସେ ଅଟେ, ମାନବ ଜୀବନ,ବାନର ଠୁ ଘଟେ।। ସମୟ ସ୍ରୋତ ପରିବର୍ତ୍ତନ ଇଏ, ବିବର୍ତ୍ତନ ଧାରା ପ୍ରମାଣ ଯେ ଦିଏ।। ଆଦିମ ଶରୀର ଥିଲା ଲୋମଯୁକ୍ତ, ବିକଶିତ ନର ହେଲା ଲୋମମୁକ୍ତ।। ନୁହେଁ କେହି ତା’ ବୁଦ୍ଧି,ବଳ
ବଦଳିଛ କେତେ? ******************* ବିବର୍ତ୍ତନ ବାଦ ପ୍ରମାଣ କରିଲା ବାନରୁ ମାନବ ସୃଷ୍ଟି, ବଦଳିଛି କେତେ ମାନବ ଜାତିଟା ବଢ଼ାଇ ତା’ ନିଜ ଦୃଷ୍ଟି। ବିତିଥିଲା ଦିନ ନିଘଞ୍ଚ କାନନେ ବର୍ଷା ଖରା ଶୀତ ଖାଇ, ବଦଳିଲା ଚିତ୍ର ସମୟ ଗତିରେ ବିକାଶ ର ନାରା ଦେଇ। ବିଚଳିତ ଲାଗେ ଦେଖି ସ୍ଥିତି ଆଜି ବିକାଶ କି ସତେ