May 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Dec
2022
5

शायद मैं गलत था!! — सुब्रत कुमार विश्वाल

शायद मैं गलत था!!   शायद मैं गलत था!! क्योंकि किसी और के प्यार को, अपना समझ बैठा था।   शायद मैं गलत था!! क्योंकि किसी और के दिए हुए दर्द को, कम करने चला था।   शायद मैं गलत था!! क्योंकि

Loading

Dec
2022
5

କିଛି କଥା ହୃଦୟର — ମମତା ବାରିକ୍

କିଛି କଥା ହୃଦୟର   ହୃଦୟରେ ତାକୁ ସାଇତି ରଖ ଯିଏ ତମକୁ ନିଜଠୃ ଅଧିକ ଭଲପାଏ । ସମ୍ମାନ ତାକୁ ଦିଅ ,ଯିଏ ତମ ସମ୍ମାନ ପାଇଁ ଦୁନିଆ ସହିତ ଲଢିପାରେ । ତା ଠାରୁ ଦୂରରେ ରୁହ, ଯିଏ ତମ କଥା ଭାବେ ନାହିଁ। ତାର ସବୁ ଭୁଲ୍ କୁ କ୍ଷମା କର, ଯିଏ ତମ‌

Loading

Dec
2022
5

ମୁଁ ଥକି ଯାଇଛି — ସନ୍ଦୀପା ସାହୁ

ମୁଁ ଥକି ଯାଇଛି    ସ୍ୱପ୍ନ ସବୁକୁ ସାଉଁଟି ବାସ୍ତବତାର ରଙ୍ଗ ଦେବାରେ, ଅଜଣା ରାସ୍ତାରୁ ନିଜ ଭବିଷ୍ୟତ ପାଇଁ ରାସ୍ତା ଖୋଜିବାରେ, ହଜାରେ ମୁହଁ ଭିତରୁ ନିଜ ପ୍ରିୟ ଲୋକଙ୍କ ମୁହଁ ଚିହିଁବାରେ, ଆଜି ମୁଁ ଥକି ଯାଇଛି ! ହଁ ମୁଁ ଥକି ଯାଇଛି । ଥକି ଯାଇଛି ମୁଁ ; ଜୀବନ ଯୁଦ୍ଧରେ ନିଜ

Loading

Dec
2022
5

ମୋ କଳାନିଧି — ସନ୍ଦୀପା ସାହୁ

ମୋ କଳାନିଧି     କିଏ ତୁମେ ? ତୁମେ କ’ଣ ସିଏ, ଯିଏ ଶୀତଳ ରଜନୀ ପାଇବା ଆଗରୁ ମଉଳି ଯାଏ। ତୁମେ କ’ଣ ସିଏ ! ଯିଏ ଅପରଠୁ କରି ଧାର କରଜ, ଧ୍ଵାନ୍ତକୁ କରେ ଆଲୋକିତ , ବିତରି ତା’ ପ୍ରଜ୍ୟୋତିର ସ୍ରୋତ । ତୁମେ ତ ସିଏ, ଯିଏ ବିରହ ନିଆଁରେ ଛଟପଟ

Loading

Dec
2022
5

ଆଇନା ର ସମ୍ପର୍କ — ଅନିରୁଦ୍ଧ ତିଆଡ଼ି

ଆଇନା ର ସମ୍ପର୍କ    ସେଦିନ କାଇଁ ଇଛା ହେଲା ଆଇନା ଆଗରେ ଛିଡ଼ା ହେଇ କିଛି କ୍ଷଣ ବିତାଇବା ପାଇଁ । ଆଇନା ସହ କିଛି କ୍ଷଣ କଥା ହେବା ପାଇଁ । ଆଇନା ଆଗରେ ଯାଇ ମୁଁ ଛିଡ଼ା ହେଇ ତାକୁ ପଚାରିଲି ହେ ନିର୍ଜିବ ଆଇନା ତୁ ତୋ ଦେହରେ ତୋ ଜୀବନ ନାହିଁ

Loading

Dec
2022
3

ଶହୀଦ ଲକ୍ଷ୍ମଣ ନାୟକ — ନୀହାରିକା ପଣ୍ଡା 

ଶହୀଦ ଲକ୍ଷ୍ମଣ ନାୟକ    ମର୍ତ୍ତ୍ୟରେ ଜନମି ମରିବ ମଣିଷ ଜୀବନ ବୃତ୍ତାନ୍ତ ସତ୍ୟ ତ୍ୟାଗ ତିତିକ୍ଷାରେ ଅମରତ୍ୱ ପ୍ରାପ୍ତି ଶହୀଦ ଜୀବନୀ ତତ୍ତ୍ୱ। କୋରାପୁଟ ଜିଲ୍ଲା ତେନ୍ତୁଳିଗୁମ୍ମାର ଅକ୍ଷୟ କୀରତି ସେହି ନଭେମ୍ବର ମାସ ବାଇଶି ତାରିଖେ ଜନ୍ମିଥିଲେ ମର୍ତ୍ତ୍ୟ ଭୂଇଁ। ମାଲକାନଗିରି ଗାନ୍ଧୀ ରୂପେ ସିଏ ବିଖ୍ୟାତ ଓ ପରିଚିତ ମାତୃଭୂମି ପାଇଁ ମମତା ଢାଳି

Loading

Dec
2022
3

ଶୀତୁଆ ସଞ୍ଜ — ନଳିନୀ ପ୍ରଭା ମିଶ୍ର

ଶୀତୁଆ ସଞ୍ଜ   ଶୀତୁଆ ସଞ୍ଜ ଟା ମାଡି ମାଡ଼ି ଆସେ କୋହଲା ପବନ ସାଥେ ଦିବା ଅବସାନ ହୋଇଥାଏ ‌ ଆଶୁ ସବିତା ବିଦାୟ ପଥେ। କ୍ଳାନ୍ତ ଗୋଧୂଳି ଉଦାସ ମୂହୁର୍ତ୍ତ ଧରି ଆସେ ସଞ୍ଜ ନ ଇ୰ କାକର ଟୋପା ରେ ଭିଜାଇ ‌ଦିହକୁ ଥ଼ରି ଉଠେ ଗାଁ ଭୂଇଁ। ପାରଦ ଖସୁଛି ବାୟୁ ମଣ୍ଡଳ

Loading

Dec
2022
3

ଭୀତି ତୋର ଭାଷା ପ୍ରୀତିକି — ମମତା ଶତପଥୀ

ଭୀତି ତୋର ଭାଷା ପ୍ରୀତିକି (ପ୍ରିୟ ସହୀକୁ ଚିଠି)   ପ୍ରିୟ ସାଙ୍ଗ ମୋର ଶୁଭେଚ୍ଛା ଜଣାଏ ଘରେ ଜଣାଇବୁ ତୁହି। ଗୁରୁଜନଙ୍କୁ ମୋ ଭୂମିଷ୍ଠ ପ୍ରଣାମ ଜଣାଉଛି ଦୂରେ ରହି।। ମନକୁ ଗୋଟିଏ କଥା ବାଧିଲା ମୋ ଲେଖୁଛି ଆଜି ଚିଠିରେ। ଗ୍ରହଣ କରିବୁ ଅବା ନକରିବୁ ରଜା ତୁ ତୋ ମନ ପରେ।। ଏଇ କିଛିଦିନ

Loading

Dec
2022
3

ବିଶ୍ବ ବିଧାତା — ବନଲକ୍ଷ୍ମୀ ମହାନ୍ତି

ବିଶ୍ବ ବିଧାତା   ସୃଷ୍ଟିକୁ ସୃଜିଲ ହେ ବିଶ୍ବ ବିଧାତା ସତେ କେତେ ଯତନରେ ଆକାଶରେ ଶୋହେ ସୂର୍ଯ୍ୟ ଚନ୍ଦ୍ର ତାରା ପ୍ରାଣୀ ଜଗତ ଧରାପରେ।।   କେଦାର କାନନ ନଦ ନଦୀ ଝର ପାହାଡ ପର୍ବତ ଭୂଇଁ ପ୍ରକୃତିର ଶୋଭା ଅପରୂପ ଆଭା ତୁଳନା ଯାହାର ନାହିଁ।।   ନାନା ଜାତି ପଶୁ ପକ୍ଷୀଙ୍କୁ ସୃଜିଲ ନାନା

Loading

Dec
2022
1

ଛାଡ଼ଖାଇ ତତ୍ତ୍ୱ — ସଂଯୁକ୍ତା ସାହୁ

ଛାଡ଼ଖାଇ ତତ୍ତ୍ୱ   ବରଷକ ବାର ମାସ ଅଟଇ ସେଇ ମାସ ଭିତରେ କାର୍ତ୍ତିକ ଧର୍ମ ମାସଟି ପୁରାଣରେ ବୋଲାଇ । ଏହି ମାସର ମାହାତ୍ମ୍ୟ ଅତି ପବିତ୍ର ହାବିଷ୍ୟାଳିମାନେ ଅତି ନିଷ୍ଠାରେ ପାଳିଥାଆନ୍ତି ଏହି କାର୍ତ୍ତିକ ବ୍ରତ । ପିଆଜ ରସୁଣ ଆମିଷ ମାନ ଏହି ମାସ ସାରା ଛାଡି ଥାଆନ୍ତି କରି ସବୁ ସାତ୍ଵିକ ଖାଦ୍ୟ

Loading

Dec
2022
1

ବଣ ମଲ୍ଲୀ — ମିନତୀ ଦାଶ 

ବଣ ମଲ୍ଲୀ   ବସନ୍ତ ଋତୁ ରେ ବନ ଗହନ ରେ ପେନ୍ଥି ପେନ୍ଥି ହୋଇ ଫୁଟେ ହରଷେ ବାତ ବହି ନିଏ ଵାସ ସୁମଧୁର ସାରା ଦିଗ ଦିଗାଙ୍ଗନା ମହକେ. ଅରମା ଅଗନୀ ନିକାଞ୍ଚନେ ଫୁଟେ ଆଦର ଯତନ ସପନ ତାର, ଅଜଣା ଜନମ ଅଲୋଡ଼ା ଜୀବନ ସୌରଭ କରଇ ମୁଗ୍ଧ ବିଭୋର. ଈଶ୍ୱର ଙ୍କ ସୃଷ୍ଟି

Loading

Dec
2022
1

ଶୀତ ଆସିଛି — ମିନତୀ ଦାଶ 

ଶୀତ ଆସିଛି   ସାରୁପତ୍ର ଶୁଷ୍କ ଓଠ ଧାରୁ.. ଥିରି ଥିରି ପାଦ ପାତେ ଶୀତ କାକରରେ ଦେହ ଧୋଇ କୁହୁଡି ଚାଦର ତଳୁ ଧାନ କେଣ୍ଡା ଭାଙ୍ଗଇ ଅଳସ . ସବୁଜ ପଣତ ଏଡି.. ଧାନ୍ୟ କ୍ଷେତ୍ରେ ସୁବର୍ଣ୍ଣ ଓଢଣୀ.. ଗେଣ୍ଡୁ ହସେ ଦାଣ୍ଡ ହସେ ଚାଷୀ ହସ ମଧୁକ୍ଷରା ବିଜେ ହେବେ ଲକ୍ଷ୍ମୀ ସାଆନ୍ତାଣୀ. ଦଶରା

Loading

Dec
2022
1

ଜୟ ମାଆ ଲକ୍ଷ୍ମୀ — ବନଲକ୍ଷ୍ମୀ ମହାନ୍ତି

ଜୟ ମାଆ ଲକ୍ଷ୍ମୀ    ମାଆ ଲୋ ଜଗତର ମାତା ତୁ଼ହିଲୋ ସାଗର ସୁତା ଜୟମା,ଅନ୍ନଦା,ଜୟମା, ସୁଖଦା ଜୟତୁ ବରଦା ମା, ଲୋ ମାଧବ ଯାହାର ନାହା ।।   ମାଆଲୋ ଏ ସାରା ସଂସାର ତୋହର ଵିଜୟସ୍ଥଳୀ ଜୟମା, ଚଞ୍ଚଳା,ସାଗର ଦୁଲଣୀ ପତି ତୋର ବନମାଳୀ ତୁ଼ହିମା, ଲକ୍ଷ୍ମୀ ଵିଷ୍ନୁ ଙ୍କ ଘରଣୀ ।।   ସକଳ

Loading

Dec
2022
1

ଶରଧା ବାଲି — ବନଲକ୍ଷ୍ମୀ ମହାନ୍ତି

ଶରଧା ବାଲି   କାଳିଆରେ ନେଏ ତୋ ଡୋରୀ ଲଗାଇ ତୋର ଶ୍ରୀକ୍ଷେତ୍ର ଧାମକୁ ତୋ ଶରଧାବାଲି ଦେହରେ ମୋ ବୋଳି ଧନ୍ୟ ହେବ ମୋ ଜୀବନ।।   ଯେତେ ଦୁଃଖ ପଛେ ଦେଏରେ କାଳିଆ ଶ୍ରୀକ୍ଷେତ୍ରକୁ ଟାଣି ନେଏ ତୋ କଳାବଦନ ଦେଖିବାକୁ ମନ ଦେହରେ ଶକ୍ତି ଦେଏ।।   ଗରୁଡ଼ ସ୍ତମ୍ବର ପଛେ ଥାଇ ମୁହିଁ

Loading

Dec
2022
1

ସୀତା ସ୍ୱୟମ୍ବର — ସଂଯୁକ୍ତା ସାହୁ

ସୀତା ସ୍ୱୟମ୍ବର   ମିଥିଲାର ନୃପ ରାଜର୍ଶୀ ଜନକ ସୀତାଙ୍କର ତାତ ଦେବତାଙ୍କଠାରୁ ଶିଵଧନୁ ହୋଇଥିଲେ ପ୍ରାପ୍ତ । ସେଇ ଧନୁକୁ ସବୁଦିନେ ପୂଜା କରୁଥିଲେ ଜନକ ରାଜା ରାଜ୍ୟବାସୀଙ୍କର ଅତି ପ୍ରିୟ ଥିଲେ । ଦିନେ ରାଜା ନିଜ ଜମିର କର୍ଷଣ ସମୟରେ ଲଙ୍ଗଳ ମୁନ ବାଜିଲା ଏକ ମଞ୍ଜୁଶା ଉପରେ । ତା ଭିତରେ ଦେଖିଲେ

Loading