ବଣ ମଲ୍ଲୀ — ମିନତୀ ଦାଶ
ବଣ ମଲ୍ଲୀ ବସନ୍ତ ଋତୁ ରେ ବନ ଗହନ ରେ ପେନ୍ଥି ପେନ୍ଥି ହୋଇ ଫୁଟେ ହରଷେ ବାତ ବହି ନିଏ ଵାସ ସୁମଧୁର ସାରା ଦିଗ ଦିଗାଙ୍ଗନା ମହକେ. ଅରମା ଅଗନୀ ନିକାଞ୍ଚନେ ଫୁଟେ ଆଦର ଯତନ ସପନ ତାର, ଅଜଣା ଜନମ ଅଲୋଡ଼ା ଜୀବନ ସୌରଭ କରଇ ମୁଗ୍ଧ ବିଭୋର. ଈଶ୍ୱର ଙ୍କ ସୃଷ୍ଟି
ବଣ ମଲ୍ଲୀ ବସନ୍ତ ଋତୁ ରେ ବନ ଗହନ ରେ ପେନ୍ଥି ପେନ୍ଥି ହୋଇ ଫୁଟେ ହରଷେ ବାତ ବହି ନିଏ ଵାସ ସୁମଧୁର ସାରା ଦିଗ ଦିଗାଙ୍ଗନା ମହକେ. ଅରମା ଅଗନୀ ନିକାଞ୍ଚନେ ଫୁଟେ ଆଦର ଯତନ ସପନ ତାର, ଅଜଣା ଜନମ ଅଲୋଡ଼ା ଜୀବନ ସୌରଭ କରଇ ମୁଗ୍ଧ ବିଭୋର. ଈଶ୍ୱର ଙ୍କ ସୃଷ୍ଟି
ଶୀତ ଆସିଛି ସାରୁପତ୍ର ଶୁଷ୍କ ଓଠ ଧାରୁ.. ଥିରି ଥିରି ପାଦ ପାତେ ଶୀତ କାକରରେ ଦେହ ଧୋଇ କୁହୁଡି ଚାଦର ତଳୁ ଧାନ କେଣ୍ଡା ଭାଙ୍ଗଇ ଅଳସ . ସବୁଜ ପଣତ ଏଡି.. ଧାନ୍ୟ କ୍ଷେତ୍ରେ ସୁବର୍ଣ୍ଣ ଓଢଣୀ.. ଗେଣ୍ଡୁ ହସେ ଦାଣ୍ଡ ହସେ ଚାଷୀ ହସ ମଧୁକ୍ଷରା ବିଜେ ହେବେ ଲକ୍ଷ୍ମୀ ସାଆନ୍ତାଣୀ. ଦଶରା
ନୀଳାଦ୍ରି ବିଜେ ଶ୍ରୀ ମନ୍ଦିର ଡାକେ ଆ… ଗର୍ଭଗୃହ ଡାକେ ଆ… ରତ୍ନ ସିଂହାସନ ଡାକେ ଆ —- ଚକ୍ର ସୁଦର୍ଶନ କହେ ଚା’—- ଲକ୍ଷ୍ମୀ ସାଆନ୍ତାଣୀ ଭାରି ଅସହଣୀ କହନ୍ତି ରଥରେ ଥା. ଭାଇ ଭଗିନୀ ସଙ୍ଗତେ ଗଲୁ, ପଦେ ମୁହଁ ଖୋଲି ନ କହିଲୁ, ଖୋଜି ଖୋଜି ଯେବେ ପହଞ୍ଚେ ସମୀପ… ଦୁଆର
ମାଟି ପଞ୍ଚଭୂତେ ବିଶ୍ୱ, ତନ୍ମଧ୍ଯରେ ଏକ ସେ ପୁଣି ଅନନ୍ୟ, ବୋଲାଏ ମାଟି, ଶଙ୍ଖନାଦ କଇଁ (କଇଁ କଇଁ କାନ୍ଦ ) କାନ୍ଦ ଓ ବୋବାଳି, ପାରୁଆ କରେନା କ୍ଷଣିକ ଏ ଟି. ନିଜଠୁ ନିଜର ଅତି ଆପଣାର ଛୁଅଁଇ ଆକାଶେ ଦିଗନ୍ତେ ନିତି, ଅତି ଅନୁପମା ଅତୁଳନୀୟା ସେ ସରଗ ବି ମୁଣ୍ଡ ନୁଆଁଏ ତାଠି.
ଘର ଚଟିଆ କିଚିରି ମିଚିରି ନରମ କୋମଳ ଘର ଚଟିଆ ର ଭାଷା, ଡେଣା ଝାଡ଼ି ଝାଡ଼ି ଗାଉଥାଏ ଗୀତ ଝାଟି ମାଟି ଚାଳେ ବସା. ହଜିଗଲା ଅବା ମାଟି ଗଲା ଭୁଲି ମିଳେନା ଖୋଜ ଖବର.. କାଉ ବଂଶ ଗଲେ ସେ ବି ଗଲା କାହିଁ କୁନି ଖାଉନି ନିଜ ଆଧାର. ଚାଳ ଘର ସବୁ
ପୃଥିବୀ… ଶବ୍ଦରୁ ଉତ୍ପତ୍ତି, ଶବ୍ଦେ ସେ ବୈଭଵୀ. ଶଵଦେ ହୁଏ ସ୍ଥବିର, ନିଆରା ଗ୍ରହ ସେ ସୌର ମଣ୍ଡଳର ନାମଟି ପୃଥିବୀ ତାର. ଗାତ୍ର ଆମୋନିଆ ଠାରୁ ଏକ କୋଷି ପରେ ମହାଜୀବ ସୃଷ୍ଟି, ଜଡ଼ ରୁ ଜୀବ କୁ କରିସେ ଭିଆଣ ସାଜିଛି ଜନନୀ ପୃଥ୍ଵୀ. ଜନ୍ମଦାତ୍ରୀ ପାଳେ ସଞ୍ଚାରି ଗରଭେ ଆଜୀବନ ପାଳେ ସେହି, ଉଡିଗଲେ
କିଶଳୟ ହସେ… କିଶଳୟ ହସେ….ହସେ ବସନ୍ତ, ବିପ୍ରଲବ୍ଧା ଊର୍ବୀ ଚେତି ଘୁମନ୍ତ କୋକିଳ ତାନରେ ମଳୟ ବୀଣାରେ ପ୍ରକୃତ୍ତି ଝରାଏ ମଧୁ ସଙ୍ଗୀତ, ବିହୋରେ ବିହରେ ଋତୁ ସାମନ୍ତ. ଫୁଲର ପସରା ମେଲିଛି ଧରା, ବନ ଉପବନ ଦିଶଇ ତୋରା, ଯାଇ ଜୁଇ ଚମ୍ପା ଚାମେଲି ଚହଟେ, ଅଶୋକ ସକଳ ଶୋକ ପାଶୋରା ପଳାସ ଶିମୁଳି