■ଅନୁଭୂତିରେ ଶ୍ରୀଜଗନ୍ନାଥ■ ମୁଁ ଅତି ମାତ୍ରାରେ ଜଗନ୍ନାଥପ୍ରେମୀ ହେଇଥିବାରୁ ପ୍ରାୟ ପ୍ରତିବର୍ଷ ରଥଯାତ୍ରାରେ ପୁରୀ ଯାଏ l ୨୦୧୫ ମସିହାର କଥା l ମୁଁ ବିଶାଖାପାଟଣାରେ ରହି ପଢୁଥାଏ l ସେଇବର୍ଷ ରଥଯାତ୍ରା କଥା ଭାବି ମୋ ମନ ଦୁ:ଖ ଥାଏ l ଭାବିଥାଏ ଏଥର ଆଉ ରଥଯାତ୍ରା ଦେଖି ହେବନି l କାରଣ କଲେଜ୍ ଛୁଟି ନଥାଏ
Read More
ଅନୁଭୂତି ରେ ଶ୍ରୀ ଜଗନ୍ନାଥ ଠାକୁର ଅନୁଭବର ଠାକୁରଟି ସିଏ ବର୍ଣ୍ଣନ ଅନୁଭୂତି ର ତାଙ୍କ ସଂଘଠିତ ଯେତେ ସବୁଲୀଳା ଅଚିନ୍ତ୍ୟ ଅବ୍ୟକ୍ତ ଅପାର। ଅନୁଭବର ଠାକୁର ସେ ଜଗନ୍ନାଥ। ଅନୁଭୂତି ଭିତରେ ସେ କରୁଣାର ଅପାର ସାଗର ରୂପେ ଚିର ପ୍ରବାହ ମାନ।ଚେନାଏ ଅନୁଭୂତି ଭିତରେ ତାଙ୍କ କରୁଣାର କିଛି ଝଲକ ଗଳ୍ପ ଆକାରରେ ଉପସ୍ଥାପିତ କରୁଛି।
Read More
ଅନୁଭୂତିରେ ଜଗନ୍ନାଥ….,,,,,,, ………… ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ଆରାଧ୍ୟପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ଵରେ ଏକ ପରମପ୍ରିୟତଥା ରହସ୍ୟମୟ ଦେବତା ରୂପରେ ସୁପରିତ। ରତ୍ନସିଂହାସନ ରେ ଆକର୍ଷଣ ରସପ୍ତରଂଗୀ ସ୍ଵତଃ ଶକ୍ତି ବଳ ରେ ସମଗ୍ର ମାନବ ଜାତି କୁ ପ୍ରେମ ରସ ଚେତନ ବାର୍ତ୍ତା ପ୍ରଦାନ କରୁଅଛନ୍ତି । ମନୁଷ୍ୟ ସୁଖ ରେଜିବନ ଯାପନ କରିବାକୁ ହେଲେ ତାର
Read More
ନୀଳାଚଳ ଧାମେ ରଥ ଯାତରା °°°°°°°°°°°°°°°°°°°°°°°°°°°°°°°°°°°° ରାଜଚ୍ଚନ୍ଦ୍ରଚାରୁ କାନ୍ତିରୁଦୟ ପ୍ରଦ୍ୟୁମ୍ନ ଭୂଷାକୃତିଃ, ସୌଭଦ୍ରା ବିଳସନ୍ମତିଃ ପ୍ରବିକଶ ଚ୍ଛୁରାମନାନ୍ତୋଦଗତିଃ, ନାଗାହୋନ୍ମଥିତାଜୁନାହିତ ମତିଃ କାଦମ୍ବରୀତିର୍ଗତିଃ, ଭୂୟାନ୍ନୀଳଗିରିସ୍ଥିତି ମମ ଭଦ୍ରା ଚ ଲକ୍ଷୀପତିଃ, ବହୁତ ପ୍ରାଚୀନ କାଳରୁ ନୀଳାଚଳ ଧାମେ ଗୋଟିଏ ମନ୍ଦିର ଅଛି ଯାହା ଦେଶ ବିଦେଶ ରେ ମଧ୍ୟ ବିଖ୍ୟାତ । ଆଉ ସେହି ନୀଳାଚଳ ଧାମରେ ବାର ବରଷରେ
Read More
◆ଜଗନ୍ନାଥ ଦର୍ଶନରେ ମୋ ଅନୁଭୂତି◆! ********************************************* ମୁଁ ସଯେତେବେଳେ ମ୍ୟାଟ୍ରିକ (ଏକାଦଶ ଶ୍ରେଣୀ) ପରୀକ୍ଷା ଦେଇ ସାରିଥାଏ । ସେତେବେଳେ ଏବେ ପରିକା ନୁହଁ , ଜୁନ ଜୁଲାଇ ମାସରେ ପରୀକ୍ଷା ଫଳ ପ୍ରକାଶ ପାଏ । ଫଳ ଅପେକ୍ଷାରେ ଥାଏ, ଠିକ୍ ଏହି ସମୟରେ ରଥଯାତ୍ରା ଆସିଲା । ମୋର ଜଣେ ସମ୍ପର୍କୀୟ ମାଉସୀପୁଅ ଭାଇନା ବସ
Read More
ଅନୁଭୂତିରେ ଶ୍ରୀ ଜଗନ୍ନାଥ ସେ ତ ଭାବ ବିନୋଦିଆ l ଭକ୍ତର ଗାଳି ତା ପାଇଁ ତାଳି l ଭକ୍ତ ଅଇଁଠା ଭକ୍ତ ଗୋଇଠା ଭକ୍ତର ମାଡ଼ ଏତେ ସବୁ ପରେ ବି ଭକ୍ତ ତାର ଅତି ନିଜର l ଭକ୍ତ ଯେଉଁଠି ଯେତେବେଳେ ଯେଉଁପରି ଭାବରେ ଡାକେ ଭାବ ରଂକୁଣା ହେଇ ଦଉଡି ଯାଏ ସେ ସ୍ୱର୍ଗ
Read More
ଅନୁଭୂତି ରେ ଶ୍ରୀ ଜଗନ୍ନାଥ ************************ ମୋ ଭଣଜା ମୁକୁଲ୍ କୁ ଟିଭି ଦେଖି ଦେଖି ଖାଇବାକୁ ଭଲ ଲାଗେ । ବୟସ 3-4 ବର୍ଷ ହେବ । ନିଷ୍ପାପ ହୃଦୟ ତା’ର, ସେ ଦୁନିଆ ବିଷୟରେ କ’ଣ ବା ଜାଣିଚି…. । ବାପା ବିଶ୍ଵନାଥ , ମା ମାନିନୀ ଙ୍କ ସେ ଥିଲା ଏକଇର ବଳା ବିଶିକେଷନ
Read More
“ଅନୁଭୁତିରେ ପ୍ରଭୁ ଶ୍ରୀ ଜଗନ୍ନାଥ”* ପ୍ରଭୁ ଶ୍ରୀ ଜଗନ୍ନାଥ ଅପୂର୍ବ ଲୀଳାଧାରୀ।କେତେବେଳେ ସେ କେଉଁ ଲୀଳା ରଚାନ୍ତି ତାହା ସମସ୍ତଙ୍କୁ ଅଗୋଚର।ଏବେବି ମୋର ଅନୁଭୁତିରେ ସେଦିନର ଦୃଶ୍ୟରାଜି ଏଇ ଆଖି ଆଗରେ ଝଲସି ଉଠୁଛି। ମୁଁ ସେତେବେଳେ ନୂଆ ନୂଆ ଶିକ୍ଷକତା କରୁଥାଏ କୋରାପୁଟ ଜିଲ୍ଲାରେ।ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଆମେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମିଳିମିଶି କରୁ।ଯେତେବେଳେ ଯେଉଁ
Read More
ଯାହାକୁ ରଖିବେ ଅନନ୍ତ ************* ଜୀବନର ଗତି ସୁରୁଖୁରୁରେ ଅତିବାହିତ ହେଉଥିଲା । ୨୦୧୯ ମସିହା ଅକ୍ଟୋବର ପଚିଶ ତାରିଖ । ପ୍ରତିଦିନ ପରି ବିଦ୍ୟାଳୟରୁ ଘରକୁ ଫେରିଲି । ଚା ଜଳଖିଆ ପରେ କିଛି ସମୟ ବିଶ୍ରାମ ନେଲି । ଘର ଅଗଣାରେ ଥିବା ମୋ ମାରୁତି କାର କାଦୁଆ ହୋଇଥିଲା । ମନସ୍ଥ କଲି
Read More
ଅନୁଭୂତି ରେ ପ୍ରଭୁ ଶ୍ରୀ ଜଗନ୍ନା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅପୂର୍ବ ମହିମା ବିଷୟ ରେ ସ୍ଵୟଂ ଅନୁଭୂତି ବିଷୟ ରେ କିଛି ଲେଖିବା ପାଇଁ ସୁଯୋଗ ଦେଇ ଥିବାରୁ ପ୍ରଥମେ ସଂଯୋଜକ ଏବଂ ସାଥୀ ମାନଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହିତ ମୋ ଅଙ୍ଗେ ନିଭା ମହିମା ବର୍ଣ୍ଣନା କରିବାକୁ ଯାଉଛି। ଆମ ଘର
Read More
🌹 ଭାଗ୍ୟରେ ଥିଲେ ଶ୍ରୀ ଜଗନ୍ନାଥ ଦର୍ଶନ ମିଳେ 🌹 ….. . . . . . . . . . . . . . . . . . . . . . . . . . . . . . . … ଯେ ଭାବକୁ
Read More
“ମୋ ଅନୁଭବରେ ଜଗନ୍ନାଥଙ୍କ ଉପସ୍ଥିତି” ଶ୍ରାବଣ ମାସ ସରିସରି ଆସୁଥାଏ ତା ସଙ୍ଗେ ସଙ୍ଗେ ଶୀତଋତୁର ହାଡ଼ଭଙ୍ଗା ଶୀତର ପ୍ରକୋପ ବି କମିଆସୁଥାଏ । ଆମ ପରିବାରର ସମସ୍ତ ସଦସ୍ୟ ହଠାତ ନିଷ୍ପତି ନେଲୁ ପୁରୀ ଯିବୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ମାତ୍ର ଆଶ୍ଚର୍ଯ୍ୟର କଥା ପୁରୀଯିବାକୁ ଆବଶ୍ୟକ ହେଉଥିବା ଅର୍ଥ କାହା ପାଖରେ ନାହିଁ l
Read More
–ଅନୁଭୂତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଭକତର ଭକ୍ତି ଡୋରେ ବନ୍ଧା ଜଗନ୍ନାଥ ଭକତର ମୁଣ୍ଡେ ସଦା ତା ଅଦ୍ରୁଶ୍ୟ ହାତ। ପ୍ରାୟ ୨୦ ବର୍ଷ ତଳର କଥା। ମୁଁ ସ୍କୁଲ ରୁ ଘରକୁ ଫେରିଲି। ଦେଖିଲି ଘରେ ମାଁ ନାହିଁ। ସେମିତି କେବେ ବି ହୋଇନି। ମୁଁ ସ୍କୁଲ ରୁ ଆସିବା ସମୟରେ ମୋ ମାଁ ନିଶ୍ଚୟ
Read More
🌹🌹🌹🔘🔱🔘🌹🌹🌹 🕉️ଅନୁଭୁତିରେ ପ୍ରଭୁ ଶ୍ରୀ ଜଗନ୍ନାଥ🕉️ 🌷🙏🌷🙏🌷🙏🌷🙏🌷 ଦୁଇହଜାର ଉଣିଶି ମସିହା ଡିସେମ୍ବର ମାସ ଅଠର ତାରିଖ।ସେହିଦିନ ଆମ ବିଦ୍ୟାଳୟରେ ଗାରିମା ପରୀକ୍ଷା ହେଉଥାଏ।ଏହି ପରୀକ୍ଷା ପରିଚାଳନା ନିମନ୍ତେ ଗୁରୁ ଛାତ୍ର ମାନେ ଆସିଥାଆନ୍ତି।ସୁନ୍ଦର ଭାବର ପରୀକ୍ଷା ପରିଚାଳନାକରି ସମାପ୍ତି ଘୋଷଣା କଲେ। ପରୀକ୍ଷା ସମାପ୍ତି ପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବିତରଣ କରାଗଲା।ପିଲାଙ୍କ ଖାଇବା ସରିବା ପରେ
Read More
ସାହା ଏକା ଜଗନ୍ନାଥ *************** ପ୍ରାୟ ଦଶ ବର୍ଷ ତଳର କଥା। ମୁଁ ସେତେବେଳେ ଗୋଟିଏ କମ୍ପାନୀର ଜୋନାଲ ସେଲସ ମ୍ୟାନେଜର ଥିଲି। ତିନି ଦିନର ଟୁର୍ ସାରି ସମ୍ବଲପୁର ରୁ କଟକ ଆସିବାକୁ ବସରେ ଆଡଭାନସ ବୁକିଂ କରି ଦେଇଥିଲି ସକାଳୁ। ମାତ୍ର ରାତି ଦଶଟାରେ ବସ୍ ଭିତରକୁ ଯାଇ ଦେଖେତ ମୋ ସିଟରେ ଆଉ ଜଣେ
Read More
ଅନୁଭୂତିରେ ପ୍ରଭୁ ଶ୍ରୀଜଗନ୍ନାଥ 🥥🥥🥥🥥🥥🥥🥥 ଜୟ ଜଗନ୍ନାଥ , କିଛି ଦିନ ତଳର କଥା lପୁରୀରେ ଜୟ ଗୁରୁ କାର୍ଯ୍ୟକ୍ରମ ଚାଲିଥାଏ ,ଜଣେ ସମ୍ପର୍କୀୟ ଦାଦାଙ୍କ ସହିତ ମୁଁ ସେ କାର୍ଯ୍ୟକ୍ରମକୁ ଯାଇଥାଏ । ଆଉ ଗୋଟିଏ ଇଚ୍ଛା ମନ ଭିତରେ ଉଙ୍କି ମାରୁଥାଏ କାଳିଆ ଦର୍ଶନ । ପ୍ରସାଦ ସେବନ ପରେ ଦାଦାଙ୍କୁ କହିଲି ଶ୍ରୀମନ୍ଦିର ଯିବାପାଇଁ
Read More
ତା୨୬/୦୬/୨୦୨୦ ରିଖ ଶୀର୍ଷକ-ଅନୁଭୂତିରେ ପ୍ରଭୁ ଶ୍ରୀଜଗନ୍ନାଥ ଡୋରି ତୋ ପାଖକୁ ନଲାଗିଲା ନାହିଁ ମନକୁ ମୋ ନେଇଯାଆ ତୋ ମୁଖ ଚନ୍ଦ୍ରମା ନଦେଖିଲି ନାହିଁ ସପନେ ଆ’ରେ କାଳିଆ । ଭକ୍ତଶିରୋମଣି ଭାବବିନୋଦିଆ ଜଗତ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ସଦାସର୍ବଦା ଭକ୍ତର ମନୋବାଞ୍ଛା ପୂରଣକୁ ଅଗ୍ରାଧିକାର ଦେଇ ଆସିଛନ୍ତି ।ସେ କେବେ ଆର୍ତ୍ତୀର ଆକୁଳ ନିବେଦନକୁ ଖଣ୍ଡନ କରି
Read More
ଅନୁଭୂତିରେ ଜଗନ୍ନାଥ ଜଗନ୍ନାଥ ବଡ଼ ଠାକୁର । ଭାବ ବିନୋଦିଆ ସିଏ ଜଗତର କାଳିଆ । ଭକ୍ତର ଭାବକୁ ସେ ବୁଝିପାରେ । ଚକାଆଖି ସିଏ ଦୁନିଆଁ ଦେଖୁଛି ଜଗତର ସିଏ ସାକ୍ଷୀ । ଆକୁଳରେ ଥରେ ଡାକିଦେଲେ ଦୁଃଖକୁ ଦିଏ ଦୁରେଇ । ଭକତ ଦାସିଆ ବାଉରୀର ଡାକଶୁଣୀ ନଡିଆ ନେଇଥିଲା ଘେନି । ଭକ୍ତ ବଳରାମଙ୍କ
Read More
*ଅନୁଭୂତିରେ ଶ୍ରୀ ଜଗନ୍ନାଥ * ୨୦୧୧ମସିହା ଶ୍ରୀ ଗୁଣ୍ଡିଚା ଯାତ୍ରା, ମୁଁ ଏକୁଟିଆ ଶ୍ରୀକ୍ଷେତ୍ରରେ ପହଞ୍ଚିଲି,ଘର ଭଡା ନ ପାଇ ବଡଦାଣ୍ଡରେ ରାତିରେ ବିଶ୍ରାମ କଲି।ମୋର କୌଣସି ଅସୁବିଧା ହୋଇନାହିଁ ।ପରଦିନ ସକାଳୁ ରଥଯାତ୍ରା ସଂପୂର୍ଣ୍ଣ ଦେଖିଲି।ତିନି ରଥ ପଥରେ ଅଟକିଥାନ୍ତି ।ତା ପରଦିନ ନିତ୍ଯକର୍ମ ସାରି ନନ୍ଦିଘୋଷ ରଥ ପର୍ଯ୍ୟନ୍ତ ଗଲି,ଭକ୍ତମାନେ ରଥରେ ଚଢି ଜଗନ୍ନାଥଙ୍କୁ ଦର୍ଶନ
Read More
ଅନୁଭୁତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ ସେ ସୁନ୍ଦର । ନିରିଖେଇ ତାଙ୍କୁ ଦେଖିଲେ ଆଖିରୁ ବୋହି ଆସେ ଧାର ଧାର ଲୁହ । ଲାଗେ ଯେମିତି ସେ ଦୁଇ ଆଖି ଅନେଇ ବସିଥାଏ ଦୁଃଖୀ ଦୁଃଖ ହରଣ କରିବାକୁ । ସେ ପୁଣି ଦାରୁବ୍ରହ୍ମ । ରୂପ ପରିବର୍ତ୍ତନ ଆଗରୁ ପୂଜା ପାଉଥିଲେ ନୀଳମାଧବ ରୂପରେ
Read More