Jun
2020
27
ପଢନ୍ତୁ ମାନସ ରଞ୍ଜନ ଯେନା ଙ୍କ ଗଳ୍ପ “ମୋ ଅନୁଭବରେ ଜଗନ୍ନାଥଙ୍କ ଉପସ୍ଥିତି”
“ମୋ ଅନୁଭବରେ ଜଗନ୍ନାଥଙ୍କ ଉପସ୍ଥିତି” ଶ୍ରାବଣ ମାସ ସରିସରି ଆସୁଥାଏ ତା ସଙ୍ଗେ ସଙ୍ଗେ ଶୀତଋତୁର ହାଡ଼ଭଙ୍ଗା ଶୀତର ପ୍ରକୋପ ବି କମିଆସୁଥାଏ । ଆମ ପରିବାରର ସମସ୍ତ ସଦସ୍ୟ ହଠାତ ନିଷ୍ପତି ନେଲୁ ପୁରୀ ଯିବୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ମାତ୍ର ଆଶ୍ଚର୍ଯ୍ୟର କଥା ପୁରୀଯିବାକୁ ଆବଶ୍ୟକ ହେଉଥିବା ଅର୍ଥ କାହା ପାଖରେ ନାହିଁ l