Jun
2020
27
ପଢନ୍ତୁ ପ୍ରେମାନନ୍ଦ ବେହେରା ଙ୍କ ଗଳ୍ପ ଯାହାକୁ ରଖିବେ ଅନନ୍ତ
ଯାହାକୁ ରଖିବେ ଅନନ୍ତ ************* ଜୀବନର ଗତି ସୁରୁଖୁରୁରେ ଅତିବାହିତ ହେଉଥିଲା । ୨୦୧୯ ମସିହା ଅକ୍ଟୋବର ପଚିଶ ତାରିଖ । ପ୍ରତିଦିନ ପରି ବିଦ୍ୟାଳୟରୁ ଘରକୁ ଫେରିଲି । ଚା ଜଳଖିଆ ପରେ କିଛି ସମୟ ବିଶ୍ରାମ ନେଲି । ଘର ଅଗଣାରେ ଥିବା ମୋ ମାରୁତି କାର କାଦୁଆ ହୋଇଥିଲା । ମନସ୍ଥ କଲି