April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Oct
2021
2

*ନିଦାଘ ସଂଗୀତ–ସୁଦର୍ଶନ ମହାପାତ୍ର*

ନିଦାଘ ସଂଗୀତ ************ ନିଦକ ନିଦାଘ ସତେ ନିଦାରୁଣ ଜଳାଏ ମୋ ମନ ଦେହ ପଥିକଟିଏ ମୁଁ ତୃଷାରେ ଆତୁର ଓଠ ପିଏ ଆଖି ଲୁହ ।। ପତର ବିହୀନ ପାଦପ ଶାଖାରେ ଝୁଲୁଛି ଚଇତି ଖରା ଝଡ଼ର ଡେଣାରେ ପ୍ରଳୟ ଆସିଛି ଭୟ ଗ୍ରାସେ ସସାଗରା ।। ପାଖୁଡା ପାଖୁଡା ଅନେକ ଯାତନା କଲବଲ ହୁଏ ପ୍ରାଣ

Loading

Aug
2021
25

*ସ୍ବାଧୀନତା ତୁମେ କେଉଁଠି – ସୁଦର୍ଶନ ମହାପାତ୍ର*

ସ୍ବାଧୀନତା ତୁମେ କେଉଁଠି   ସୁଦର୍ଶନ ମହାପାତ୍ର *******************   ସ୍ବାଧୀନତା ଥିଲା ପରା କୋଟି ଚିରକାମ୍ୟ କେତେ ଥିଲା କୋଳାହଳ କେତେ ପ୍ରକମ୍ପନ ସ୍ନିଗ୍ଧ ସମ୍ମୋହନ ଭରା ମଧୁର ପାର୍ବଣ ଅୟୁତ ସ୍ବପ୍ନର ଖୁସି ଏବେ ମୁହ୍ୟମାନ ।।   ସ୍ବାଧୀନତାର ଉଚ୍ଛ୍ୱାସ ନୀରବ ନିସ୍ପନ୍ଦ ବଞ୍ଚିବାର ପଥ ଆଜି ସତେ ଅବରୁଦ୍ଧ ଏ ଜାତିର ଶୌର୍ଯ୍ୟ

Loading

Apr
2021
29

*ତୁମ ପାଇଁ ବାପା.. — ସୁଦର୍ଶନ ମହାପାତ୍ର*

ତୁମ ପାଇଁ ବାପା.. ତୁମେ ଅଛ ତ’ ସ୍ବପ୍ନ ଅଛି ତୁମେ ଅଛ ତ’ ଖୁସି ଅଛି ତୁମେ ଥିଲେ ତ’ ଉନ୍ମୁକ୍ତ ହୁଏ ମୋ ରୁଦ୍ଧ ଅବଶୋଷ ବାପା ! ତୁମେ ହିଁ ତ ଭରୁଥାଅ ମୋର ବିଲୁପ୍ତ ବିଶ୍ବାସ।   ତୁମେ ହିଁ ତ ରୋପିଦେଇଛ ମୋ ମନରେ ଜିଗୀଷାର ମହାମନ୍ତ୍ର ଅନ୍ଧାର ଭିତରେ ତୁମେ

Loading

Mar
2021
20

*ପାଳଭୂତ– ସୁଦର୍ଶନ ମହାପାତ୍ର*

ପାଳଭୂତ ******* ଅନ୍ତରର ବ୍ୟଥା ବଖାଣି ହୁଏନି କାହା ନିକଟରେ ଖୋଲି ବଞ୍ଚିବାକୁ ହୁଏ ଅନ୍ୟ ଖୁସି ପାଇଁ ତିକ୍ତ ଅନ୍ତର୍ଦାହ ଭୁଲି ଭରସା ଖୋଳପା ପିନ୍ଧିଥାଏ ସଦା ସ୍ବାଭିମାନ ରକ୍ଷା ପାଇଁ ପରାହତ ମନ ଆଦରି ପ୍ରାରବ୍ଧ ଶୂନ୍ୟତାକୁ ରହେ ଚାହିଁ ।। ମନ ଉପବନ ଅପ୍ରକାଶେ କେବେ ହୁଏ ପୁଣି ପ୍ରଜ୍ବଳିତ ଝରୁଥାଏ କିନ୍ତୁ ହସର

Loading

Mar
2021
3

ଋତୁରାଜ ବସନ୍ତ — ସୁଦର୍ଶନ ମହାପାତ୍ର

ଋତୁରାଜ ବସନ୍ତ ଗୋଟିଏ ବରଷେ ଛଅ ଋତୁ ପରା ପ୍ରତି ଋତୁ ଦୁଇ ମାସ ବାରଟି ମାସରେ ଛଅ ଋତୁଙ୍କର ଲାଗିଥାଏ ଯାଆ ଆସ ।। ଗ୍ରୀଷ୍ମ ବର୍ଷା ପରେ ଆସଇ ଧରାକୁ ଶରତ ପୁଣି ହେମନ୍ତ ତା ପଛକୁ ଆସେ ଶୀତ ଋତୁ ପରା ଶେଷକୁ ବିଜେ ବସନ୍ତ ।। ଚଇତାଳି ମଲ୍ଲୀ ଚହଟ ଚାମେଲୀ ରକ୍ତଜବା

Loading

Feb
2021
28

ମାଆ ଓ ମାଟି — ସୁଦର୍ଶନ ମହାପାତ୍ର

ମାଆ ଓ ମାଟି ମାଆର କୋଳ ଛାଡ଼ିବା ପରେ ହିଁ ସାମ୍ନାକୁ ଆସିଲା ସତମିଛର ଦୁନିଆ ତା’ ପଣତ ଛାଡ଼ିବା ପରେ ହିଁ ଅନୁଭବ କଲି ଯେତେ ସବୁ ଦୁଃଖ ଓ ଯାତନା । ଆବୁଡା ଖାବୁଡା ଏଇ ଜୀବନର ଚଲାପଥରେ କେବେ ଝୁଣ୍ଟି ପଡିଲେ ଖୋଜି ହୁଏ ତା’କୁ ଧୂଳି ସବୁ ଝାଡି ଦେବାକୁ କୋଳେଇ ନେବାକୁ

Loading

Feb
2021
10

ମଲାଜହ୍ନ — ସୁଦର୍ଶନ ମହାପାତ୍ର

ମଲାଜହ୍ନ ******* ମୋ ସାମ୍ନାରେ ଏବେ ଜହ୍ନର ଫରମାସୀ ଲେଖିବାକୁ ନିଖୁଣ କବିତା ଯାହା କେବେ ଉଦେ ନାହିଁ କେଉଁ ଆକାଶ ଛାତିରେ ଦିଶେ ନାହିଁ କାହାକୁ ତା’ ସତ୍ତା…! ଏ ଜହ୍ନର ଏତେ ବି କିରଣ ନାହିଁ ବୁଣି ଦେବ ସାରା ଇଥର ସାରା ମାଟି ନଦୀ ଗିରି ବନାନୀ ଅବା ଅତୃପ୍ତ ଇଛାରେ ମନଲାଖି ହୋଇ…!

Loading

Dec
2020
8

ସମ୍ପର୍କ — ସୁଦର୍ଶନ ମହାପାତ୍ର

ସମ୍ପର୍କ ****** ନିଜର ଭାବୁଥିଲି ବୋଲି ତ’ ତା’ର ସବୁ ଆବଶ୍ୟକତାକୁ ପୂରଣ କରୁଥିଲି ସହୃଦୟତାରେ ସବୁ ରାଗ,ରୂଷାକୁ….. ଅଚଳ କରିଦେଇଥିଲି ବିନା ଛଳନାରେ । ନିଜର ବୋଲି ଭାବୁଥିଲି ବୋଲି ତ’ କେତେସବୁ ଝଡଝଞ୍ଜାରୁ ସମ୍ଭାଳିଥିଲି ତା’କୁ ଅକାତରେ ! ତା’ ଉଡଣ ଛୁ’ ମାନସିକତାରେ ମୁଁ ପ୍ରତାରଣାର ଗନ୍ଧ ବାରିଲି ଯେବେ ନିଜକୁ ଆବିଷ୍କାର କଲି,

Loading

Dec
2020
6

ସେଇତ’ ଈଶ୍ବର –ସୁଦର୍ଶନ ମହାପାତ୍ର

ସେଇତ’ ଈଶ୍ବର ************ ଶୂନ୍ୟରେ ଯେ ଚିତ୍ର ଆଙ୍କିପାରେ ସମୟକୁ ସ୍ଥିର କରିପାରେ ଗତିଶୀଳ ବି କରାଇପାରେ ସ୍ଵୀୟ ସାଧନାରେ, ସେଇତ ଈଶ୍ବର ! ଆହୁଲା ନଥାଇ ଅକାତକାତ ପାଣିରେ, ସହସ୍ର ଜଳ ଭଉଁରୀ କାଟି ମଙ୍ଗ ସଳଖି ଦିଅନ୍ତି ଯେ ସେଇତ ଈଶ୍ବର ! ଉଷର ମାଟିରୁ….. ଉତାରି ଆଣନ୍ତି ଯେ ନଷ୍ଟ ଭ୍ରୁଣଟିଏ ଜୀବନ ଫୁଲରେ

Loading

Nov
2020
25

ପଣତ କାନିର ଛାଇ — ସୁଦର୍ଶନ ମହାପାତ୍ର

ପଣତ କାନିର ଛାଇ *************** ଆଗରୁ ନଜଣାଇ ଦିନେ ପହଂଚି ଯାଇଥିଲି ନାନୀ ପାଖରେ ।କେଉଁ ଯୁଗରୁ ଅପେକ୍ଷା କଲାଭଳି ମୋତେ ଦେଖି ଖୁସିରେ କୁରୁଳି ଉଠିଲା ।ଭଲମନ୍ଦ ସବୁ ପଚାରି ବୁଝିଲା । ପ୍ରାଇଭେଟ୍ କମ୍ପାନୀ ଚାକିରୀରୁ ମୁଁ ନିବୃତ୍ତ ହୋଇ ଯାଇଛି ଜାଣି ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଲା।ଅସୁବିଧାରେ ମୋ ସହିତ ସବୁ ସମୟରେ ଅଛି

Loading

Nov
2020
9

ପିଲାଦିନ — ସୁଦର୍ଶନ ମହାପାତ୍ର

ପିଲାଦିନ ******* କିଏସେ ଛଡ଼ାଇ ନେଲା ମୋ ହାତରୁ କାଗଜର ପୋତ ଓଦା ସିଲଟ ଶୁଖାଇବାର ନିଆରା କଳା କୌଶଳ, ସେ ଭାବମୟ ମନ୍ତ୍ର !! ଏବେ ଭାରି ମନେପଡେ ମଉଳା ସଞ୍ଜରେ… ହଳଦୀ ଗୁରୁ ଗୁରୁ ଜହ୍ନିଫୁଲର ତାରକସି କାମର ଭାସ୍କର୍ଯ୍ୟ ନଈ ଆରପଟ ତୋଟାମାଳେ ଛପି ଯାଉଥିବା ନାଲିଆ ସୂରୁଯ ବରଗଛ ତଳେ ବାଗୁଡ଼ିର ମଜା

Loading

Nov
2020
7

ପ୍ରେମର ପରିଭାଷା- ସୁଦର୍ଶନ ମହାପାତ୍ର

ପ୍ରେମର ପରିଭାଷା ************* ଆକାଶ, ଶୁଭେଚ୍ଛା ନେବ। ଏବେ ଆଉ ମୋ ସୁଖ ତୁମ ସୁଖ ନୁହଁ କିମ୍ବା ତୁମ ଦୁଃଖ ମୋ ଦୁଃଖ ନୁହଁ। ଏବେ ଖାଲି ଆମେ ଦୁହେଁ ତୋଫା ଜହ୍ନ ଆଲୁଅରେ ଦେଖା ହୋଇଥିବା ଦୁଇ ଗୋଟି ଚିହ୍ନା ଜଣା ମୁହଁ। ବୋଧହୁଏ ସେଦିନର ସେହି ଜ୍ୟୋସ୍ନାସ୍ନାତ କୁମାର ପୂର୍ଣ୍ଣିମାର ମହକ ଏବେବି ତରଙ୍ଗାୟିତ

Loading

Nov
2020
3

ଦୁଃଖ ସୁଖ- ସୁଦର୍ଶନ ମହାପାତ୍ର

ଦୁଃଖ ସୁଖ ******** ପୂର୍ବ ପଟର ଝରକା ଖୋଲିଲି ତ’ ସିନ୍ଦୂରା ଫିଟିଲା।ସୂରୁଜ ମୁରୁକି ହସିଲେ ତ’ ସକାଳ ହେଲା।ଅଳସ ଭାଙ୍ଗି ସାରିଥିଲେ ସାମ୍ନାରେ ଦୃଶ୍ୟମାନ ବିସ୍ତୀର୍ଣ୍ଣ ପଡିଆର ଘାସ ମାନେ। ମୋ ଆଖି ସେମାନଙ୍କ ଉପରେ ପଡ଼ିଲା ତ’ ଅଳ୍ପ ଅଳ୍ପ ହସି ଡାକିଲେ-“ଆସୁନ ! ଟିକେ ଦୁଃଖ ସୁଖ ହେବା। କେଉଁ ଦିନୁ ଆମ ଆଡେ

Loading

Nov
2020
2

କୋଣାର୍କ

କୋଣାର୍କ ******* ଧରଣୀ ବୁକୁରେ ସୁରମ୍ୟ ମନ୍ଦିର ଧାବମାନ ରଥ ସତେ ଉଦିତ ସୂର୍ଯ୍ୟର ସ୍ନିଗଧ କିରଣ ଛୁଇଁ ଯାଏ ଆସି ପ୍ରାତେଃ ସେଇ ଚାରୁ କୋଣାରକ ପାଷାଣ ଦେହରେ ସୁଷମା ଖେଳାଇ ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଏକ ।୧। ଅର୍କକ୍ଷେତ୍ର ପରେ ଚନ୍ଦ୍ରଭାଗା ଧାରେ ଅବିସ୍ମରଣୀୟ କୀର୍ତ୍ତି ବିଶ୍ଵ ଐତିହ୍ୟରେ ତୁ କଳା ପାଗୋଡା ଗଢିଛି ଓଡ଼ିଆ ଜାତି

Loading

Oct
2020
28

ବାପା

ବାପା **** ତୋରାଣି କଂସାରେ ଅମୃତ ମଣୋହି କରି ଭାଗ୍ୟ ସହ ନିତି ଯୁଝି ଭୋକର ଭୂଗୋଳକୁ ଚିରା ଗାମୁଛାରେ ଢାଙ୍କିବାର ପ୍ରୟାସ କରୁ କରୁ ପରିବାର ପାଇଁ ଖୁସି ଯୋଗାଡୁଥିବା ବିଜୟୀ ସମ୍ରାଟ- “ମୋ ବାପା” । ରୌଦ୍ରତାପର ତାଣ୍ଡବରେ ନିଃଶେଷ ହୋଇଥିବା ଦୁବ ଆଷାଢ଼ ଛୁଆଁରେ ଆଖିମେଲିବା ଭଳି ଆଶାର ବୁନ୍ଦାଏ ଜଳରେ ବି ଅଙ୍କୁରୋଗଦମ

Loading

Jun
2020
26

ପଢନ୍ତୁ ସୁଦର୍ଶନ ମହାପାତ୍ର ଙ୍କ ଗଳ୍ପ ସାହା ଏକା ଜଗନ୍ନାଥ

ସାହା ଏକା ଜଗନ୍ନାଥ *************** ପ୍ରାୟ ଦଶ ବର୍ଷ ତଳର କଥା। ମୁଁ ସେତେବେଳେ ଗୋଟିଏ କମ୍ପାନୀର ଜୋନାଲ ସେଲସ ମ୍ୟାନେଜର ଥିଲି। ତିନି ଦିନର ଟୁର୍ ସାରି ସମ୍ବଲପୁର ରୁ କଟକ ଆସିବାକୁ ବସରେ ଆଡଭାନସ ବୁକିଂ କରି ଦେଇଥିଲି ସକାଳୁ। ମାତ୍ର ରାତି ଦଶଟାରେ ବସ୍ ଭିତରକୁ ଯାଇ ଦେଖେତ ମୋ ସିଟରେ ଆଉ ଜଣେ

Loading