Jun
2020
27
ପଢନ୍ତୁ ଅଜିତ କୁମାର ତ୍ରିପାଠୀ ଙ୍କ ଗଳ୍ପ ଜଗନ୍ନାଥ ଦର୍ଶନରେ ମୋ ଅନୁଭୂତି
◆ଜଗନ୍ନାଥ ଦର୍ଶନରେ ମୋ ଅନୁଭୂତି◆! ********************************************* ମୁଁ ସଯେତେବେଳେ ମ୍ୟାଟ୍ରିକ (ଏକାଦଶ ଶ୍ରେଣୀ) ପରୀକ୍ଷା ଦେଇ ସାରିଥାଏ । ସେତେବେଳେ ଏବେ ପରିକା ନୁହଁ , ଜୁନ ଜୁଲାଇ ମାସରେ ପରୀକ୍ଷା ଫଳ ପ୍ରକାଶ ପାଏ । ଫଳ ଅପେକ୍ଷାରେ ଥାଏ, ଠିକ୍ ଏହି ସମୟରେ ରଥଯାତ୍ରା ଆସିଲା । ମୋର ଜଣେ ସମ୍ପର୍କୀୟ ମାଉସୀପୁଅ ଭାଇନା ବସ