*ତୁ ଯଦି – ନୀଳାମ୍ବର ମହାନନ୍ଦ*
ତୁ ଯଦି ************* ନୀଳାମ୍ବର ମହାନନ୍ଦ ———————————————————– ତୁ ଯଦି ଫୁଲ ହେଉ ତତେ ମନ୍ଦିର ମନା …. ତୁ ଯଦି ଜଳ ହେଉ ତତେ ସାଗର ମନା …. ତୁ ଯଦି ବାୟୁ ହେଉ ତତେ ବହିବା ମନା …. ତୁ ଯଦି ନିଆଁ ହେଉ ତତେ ଜଲିବ ମନା ….
ତୁ ଯଦି ************* ନୀଳାମ୍ବର ମହାନନ୍ଦ ———————————————————– ତୁ ଯଦି ଫୁଲ ହେଉ ତତେ ମନ୍ଦିର ମନା …. ତୁ ଯଦି ଜଳ ହେଉ ତତେ ସାଗର ମନା …. ତୁ ଯଦି ବାୟୁ ହେଉ ତତେ ବହିବା ମନା …. ତୁ ଯଦି ନିଆଁ ହେଉ ତତେ ଜଲିବ ମନା ….
ପାରିଲେନି ବୁଝି ପ୍ରେମିକ ମୋହର ହେ ବରଷା ଟିକେ ରହିଯା ….. ହେ ପବନ ଟିକେ କମିଯା …… ହେ ଘଡ଼ଘଡ଼ି ଆଉ ତୋ ଶବ୍ଦ ଶୁଣାନା …… ହେ ବିଜୁଳି ଆଉତୁ ଚକ୍ ମକ୍ କର ନା …….. ଆଉ ଜାଣି ଶୁଣି ଛଲନା କାହିଁକି…..? ଆଉ ଦେଖି ଦେଖି ବାହାନା କାହିଁକି….? ଆଜି ଆଉ ସେ
ଶୀର୍ଷକ:- ନେଇ ଆସ ସାଥେ ବସନ୍ତ ସାଥିରେ ଆସ ପ୍ରିୟା ତୁମେ ଟିକେ ମୁଁ ଭଲ ପାଇବି ନେଇ ଆସ ସାଥେ ନୂଆ ନୂଆ ଫୁଲ ଟିକେ ମୁଁ ବାସ୍ନା ପାଇବି ସଞ୍ଜ ନେଇଗଲା ପରେ ଖୋଲା ଆକାଶ ତଳେ ପୋଖରୀ ହୁଡାର ବରଗଛ ମୂଳେ..!! ନେଇ ଆସ ସାଥେ କଳା କୋଇଲି ଟିଏ ଟିକେ ମୁଁ ମଧୁର
ନାମ- ନୀଳାମ୍ବର ମହାନନ୍ଦ ମାତାଙ୍କ ନାମ-: ଜାନକୀ ମହାନନ୍ଦ ପିତାଙ୍କ ନାମ-: ଚନ୍ଦ୍ରମଣି ମହାନନ୍ଦ ଜନ୍ମମାଟି/ଠିକଣା-: ଆମ୍ବଗୁଡା,ଗୋଲାମୁଣ୍ଡା,କଳାହାଣ୍ଡି ଜନ୍ମ ତାରିଖ-: ୦୧/୦୭/୧୯୯୯ ଶିକ୍ଷା ଗତ ଯୋଗ୍ୟତା-: ଯୁକ୍ତ ତିନି ଓଡ଼ିଆ ବିଭାଗ ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ସାହିତ୍ୟ ର ସଂଜ୍ଞା ବ୍ୟାପକ ଜୀବନର ରସାଳ ପୂର୍ଣ୍ଣ । ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି
ନାହିଁ ତୋ ହୃଦୟ ପାରିଲୁ ନି ବୁଝି କେବେ ସଂପର୍କ ଆମରି ପିଲା ବେଲୁ ଭଲ ପାଇଁ ଭୁଲ୍ ମୁକି କଲି…. ମିଛ ଟାରେ କହୁ ସିନା ଭଲପାଏ ବୋଲି ହୃଦୟ ତନ୍ତୀଳ ସ୍ୱର ପାରିଲୁ ନି ବୁଝି…. ଲୋକ ଦେଖା ପ୍ରେମ କଲୁ ସାଜି ତୁ ପ୍ରେମିକା ଅନ୍ତରରେ କାହାପାଇଁ ରଖିଥିଲୁ ଜାଗା…. ଦେହର ମିଳନ ପ୍ରେମ
ନୀଳାଚଳ ଧାମେ ରଥ ଯାତରା °°°°°°°°°°°°°°°°°°°°°°°°°°°°°°°°°°°° ରାଜଚ୍ଚନ୍ଦ୍ରଚାରୁ କାନ୍ତିରୁଦୟ ପ୍ରଦ୍ୟୁମ୍ନ ଭୂଷାକୃତିଃ, ସୌଭଦ୍ରା ବିଳସନ୍ମତିଃ ପ୍ରବିକଶ ଚ୍ଛୁରାମନାନ୍ତୋଦଗତିଃ, ନାଗାହୋନ୍ମଥିତାଜୁନାହିତ ମତିଃ କାଦମ୍ବରୀତିର୍ଗତିଃ, ଭୂୟାନ୍ନୀଳଗିରିସ୍ଥିତି ମମ ଭଦ୍ରା ଚ ଲକ୍ଷୀପତିଃ, ବହୁତ ପ୍ରାଚୀନ କାଳରୁ ନୀଳାଚଳ ଧାମେ ଗୋଟିଏ ମନ୍ଦିର ଅଛି ଯାହା ଦେଶ ବିଦେଶ ରେ ମଧ୍ୟ ବିଖ୍ୟାତ । ଆଉ ସେହି ନୀଳାଚଳ ଧାମରେ ବାର ବରଷରେ
ଫେରି ଯାଆନ୍ତି କି ସେ ପିଲା ଦିନକୁ °°°°°°°°°°°°°°°°°°°°°°°°°°°°°°°°°°°° କେଉଁ ଶବ୍ଦେ ଆଜି କରିବି ତୁଲନା କେଉଁ ଶବ୍ଦ ଛାଡିଦେବି ଯେତେ ଶବ୍ଦଦେଇ କଲେବି ରଚନା ଅଧା ଅଧା ଲାଗୁ ଅଛି। ଘଟି ଯାଇଥିବା ସେ ଅତୀତ ର ଘଟଣା ନା କେବେ ଭୁଲିଛି ନା ଭୂଲିବି ଦିନଥିଲା ମୋ ପିଲାଦିନ ବହୁତ ହସିଖୁସି ରେ ଦିନ