Jun
2020
27
ପଢନ୍ତୁ ସୌଭାଗ୍ୟବତୀ ଗିରିଙ୍କ ଗଳ୍ପ ଅନୁଭୂତିରେ ଶ୍ରୀଜଗନ୍ନାଥ
■ଅନୁଭୂତିରେ ଶ୍ରୀଜଗନ୍ନାଥ■ ମୁଁ ଅତି ମାତ୍ରାରେ ଜଗନ୍ନାଥପ୍ରେମୀ ହେଇଥିବାରୁ ପ୍ରାୟ ପ୍ରତିବର୍ଷ ରଥଯାତ୍ରାରେ ପୁରୀ ଯାଏ l ୨୦୧୫ ମସିହାର କଥା l ମୁଁ ବିଶାଖାପାଟଣାରେ ରହି ପଢୁଥାଏ l ସେଇବର୍ଷ ରଥଯାତ୍ରା କଥା ଭାବି ମୋ ମନ ଦୁ:ଖ ଥାଏ l ଭାବିଥାଏ ଏଥର ଆଉ ରଥଯାତ୍ରା ଦେଖି ହେବନି l କାରଣ କଲେଜ୍ ଛୁଟି ନଥାଏ