Apr
2021
6
*ମୁଁ ରାଜପଥ- ଧରିତ୍ରୀ ଦେବତା*
ମୁଁ ରାଜପଥ ********** ଅନନ୍ତ ଅମ୍ବର ଓଢ଼ଣି ତଳେ ଦିଗନ୍ତ ବିସ୍ତାରି ଏ ମହୀକୋଳେ ସୁଗମ୍ୟେ ସହାୟକ ଅବିରତ ମୁଁ ରାଜପଥ, ମୁଁ ରାଜପଥ କେଉଁଠି ସିଧା ମୁଁ କେବେ ସର୍ପିଳ କେବେ ଘାଟୀପଥ କେବେ ନଦୀପୋଲ ସରଳ କରିଥାଏ ଯାତାୟାତ ମୁଁ ରାଜପଥ, ମୁଁ ରାଜପଥ ନିର୍ଜନ କେବେ ମୁଁ, କେବେ ଯେ ଗହଳ ଟାଙ୍ଗରା