May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
6

ଚଷମା — ଭାସ୍କର ରାଉତ

  ଚଷମା   —————————- ଜେଜେ ପାଶେ ଆସି ସନାଅଜା ବସି ହେଉଥିଲେ ଦୁଃଖ ସୁଖ ତାହାରି ମଧ୍ୟରେ ସନା ଅଜା ଧିରେ କହିଲେ ନିଜର ଦୁଃଖ। ଆଖିଯେ ମୋହର ରୂପକୁ କାହାର ଆଉ ଚିହ୍ନି ପାରେନାହିଁ ରାସ୍ତାଘାଟ ଜମା କିବା ଖାଲଖମା ସମତୁଲ ଦିଶୁଥାଇ। ଏହା ଶୁଣି କରି ଜେଜେ ଯେ ଆମରି କହିଲେ ତାଙ୍କୁ ବୁଝାଇ

Loading

Sep
2022
5

*ହଜିଲା ଧନ- ଭାସ୍କର ରାଉତ*

    *ହଜିଲା ଧନ* **********   ଭାସ୍କର ରାଉତ *********** ଭାଙ୍ଗିଯିବା ମନ ଗଢ଼ିବାଟା ଜାଣ ସହଜ ନୁହଇ ସେହି ଭାଙ୍ଗିଗଲେ ମନ ଛପରା ସମାନ ବିବୁଧେ ଅଛନ୍ତି କହି। ଦେଖ ଏ ସଂସାର ଦିଶୁଛି ସୁନ୍ଦର କତେ ଧନରତ୍ନ ତହିଁ ପୁରି ରହିଅଛି କଳି ନହେଉଛି ଶ୍ରେଷ୍ଠ ଗୋଟିଏ ଅଟଇ। ଅନ୍ୟ ଯେତେ ଧନ ସବୁ

May
2022
21

ପାଠପଢ଼ା –ଭୁଲିଗଲି ଭାସ୍କର ରାଉତ

ପାଠପଢ଼ା ଭୁଲିଗଲି ଆଜିର ଶିକ୍ଷକ ରୂପ ମୋ ଅନେକ ସବୁ କାମ କରିପାରେ ଶିକ୍ଷାଦାନଟା ମୋ ପଛେ ରହିଯାଏ ଅନ୍ୟନ୍ୟ କାମକୁ କରେ। ଜନ ଗଣନାଠୁ ଭୋଟର ତାଲିକା ଗରିବ ଗଣନା କରେ କେତେବେଳେ ପୁଣି କଣ୍ଟ୍ରାକ୍ଟର ହୋଇ ଘରକୁ ନିର୍ମାଣ କରେ। ଆଉ କେତେବେଳେ ଡାକତର ସାଜି ଅଉଷଧ ବାଣ୍ଟୁଥାଇ ସାଜି ମେହେନ୍ତର କରେ ପରିଷ୍କାର ସଉଚାଳୟକୁ

Loading

May
2022
21

ଛବି ବହି –ଭାସ୍କର ରାଉତ

ଛବି ବହି ଶିଶୁ ବିକାଶରେ ଶିକ୍ଷଣ ସ୍ତରରେ ପ୍ରତି ଛବିକୁ ନମୁନା ପ୍ରାଚୀନ କାଳରେ ମାଟିରେ କାଠରେ କରି ଅନେକ ଖେଳନା। ଶିଶୁଟି ପାଇଣ ଆନନ୍ଦ ହୋଇଣ ଲାଗିଯାଏ ଖେଳିବାରେ ଖେଳ ମାଧ୍ୟମରେ ଜ୍ଞାନ ଲାଭକରେ ଏକଥା ଜାଣି ନପାରେ। ଆଦ୍ୟ ସୋପାନରେ ଏହା ମାଧ୍ୟମରେ ଅନେକ ଜ୍ଞାନ ଲଭଇ ଜୀବଜନ୍ତୁ ସାଥେ ଆସବାବ କେତେ ଅକାତରେ ଚିହ୍ନି

Loading

May
2022
18

ସଦୟ ହୁଅ ହେ ଘନ — ଭାସ୍କର ରାଉତ

  ସଦୟ ହୁଅ ହେ ଘନ                            ସ୍ରଷ୍ଟାଙ୍କ ସୃଷ୍ଟିରେ ଶ୍ରେଷ୍ଠ ଜୀବ ହୋଇ ସାଜିଣ ତୁହି ବିଜ୍ଞାନୀ ଧରାର ପୃଷ୍ଠକୁ ବିପତ୍ତିକୁ ଡାକୁ ବୃକ୍ଷଲତାଙ୍କୁ ତୁ ହାଣି। ହଜିଗଲା ମାଟି ସବୁଠେ କଙ୍କ୍ରିଟି ବଢ଼ଇ ଧରା ଉତ୍ତାପ ବୃକ୍ଷ ଲତା

Loading

May
2022
13

ରକତେ ଲେଖିବି ତୋ ନାଁ — ଭାସ୍କର ରାଉତ

ରକତେ ଲେଖିବି ତୋ ନାଁ ଭାସ୍କର ରାଉତ   ତୁହି ମୋ ଜନନୀ ମୁଁ ତୋର ସନ୍ତାନ ଅଟେ ଅବୋଧ ଅଜ୍ଞାନ, ଅତି ଯତନରେ ତୋହରି କୋଳରେ ବଢ଼ାଇଲୁ ମୋର ପ୍ରାଣ।   ସହିଣ ଯନ୍ତ୍ରଣା ନୋହି ଆନମନା ଆଣିଲୁ ଧରା ପୃଷ୍ଠକୁ, ତୋ ବକ୍ଷୁ ରକତ ନିଗାଡ଼ି ଦେଇଣ ଗଢ଼ିଲୁ ମୋ ଜୀବନକୁ।   ଆଦ୍ୟ ଗୁରୁ

Loading

May
2022
12

ସାହିତ୍ୟକୁ ନମଣ ଶସ୍ତା — ଭାସ୍କର ରାଉତ

  ସାହିତ୍ୟକୁ ନମଣ ଶସ୍ତା                               ସାହିତ୍ୟ ନୁହଇ କାଗଜର ଫୁଲ ନୁହଇ ସେ ବାସ ହୀନ ନୁହଇ ଖେଳନା ସେ ଅଟେ ଲଳନା ସମାଜର ସେ ଦର୍ପଣ। ସୃଷ୍ଟିର ସର୍ଜନା ନୁହେ ତା’ର ବିନା ଅବହେଳା ତୁ

Loading

May
2022
1

ତୁମେ ଆଉଥରେ ଫେରିଆସ ହେ ଯୀଶୁ— ଭାସ୍କର ରାଉତ

ଓଁଶ୍ରୀ ତୁମେ ଆଉଥରେ ଫେରିଆସ ହେ ଯୀଶୁ                                        ଦି ଶସ୍ର ଦ୍ବାବିଂଶ ବରଷର ପୂର୍ବେ ଯେରୁ ଯେଲମ ନଗରେ ଡିସେମ୍ବର ମାସ ପଚିଶି ତାରିଖ ନିଶାର୍ଦ୍ଧ ରାତ୍ର କାଳରେ। ମେଷଙ୍କ ଶାଳାରେ

Loading

Apr
2022
30

ସମୟର ଚକ୍ର — ଭାସ୍କର ରାଉତ

  ସମୟର ଚକ୍ର ଭାସ୍କର ରାଉତ   ସମୟର ଚକ୍ର ଘୁରେ ଅବିରତ ଖାଲ ଖମା ନମାନଇ ସେ ଗତି ବଳରେ ଏଇ ସଂସାରରେ ଦିନ ରାତି ହେଉଥାଇ। ସୁଖ ସମ୍ଭୋଗରେ କ୍ଷଣିକ ମଧ୍ୟରେ ସମୟଟା ସରିଯାଇ ଦୁଃଖର ସମୟ ଲାଗଇ ମନ୍ଥର ଗତି ତା’ର କମେନାହିଁ। ସୁଖରେ ଦୁଃଖରେ ଏକଇ ଗତିରେ ସଦା ସର୍ବଦା ଘୁରଇ କାହାକୁ

Loading

Apr
2022
29

ଅଶୋକ ସମ୍ରାଟ — ଭାସ୍କର ରାଉତ

ଅଶୋକ ସମ୍ରାଟ ଭାସ୍କର ରାଉତ   ମଗଧ ସମ୍ରାଟ ଥିଲେଟି ଅଶୋକ ସାମ୍ରାଜ୍ୟ ବିସ୍ତାର ପାଇଁ କଳିଙ୍ଗ ବିଜୟେ ଆରମ୍ଭିଲେ ଯୁଦ୍ଧ ରକ୍ତ ନଦୀ ଗଲା ବହି। ଲକ୍ଷ ଲକ୍ଷ ବୀର ଜୀବନ ତାଙ୍କର ଉତ୍ସର୍ଗି ଦେଲେ ଯୁଦ୍ଧରେ ଆହତ କ୍ଷତାକ୍ତ ହୋଇଲେ ଅନେକ ଦୟା ନଦୀର କୂଳରେ। ଶେଷରେ କଳିଙ୍ଗ ପରାସ୍ତ ଲଭିଲା ମଗଧ ସେନା ପାଶରେ

Loading

Apr
2022
27

ଉପବାସ — ଭାସ୍କର ରାଉତ

  ଉପବାସ ଭାସ୍କର ରାଉତ   ଗଢ଼ିଲେ ବିଧାତା ସୁନ୍ଦର ସଂସାର ମଧ୍ୟେ ଛପ୍ନକୋଟି ଜୀବ ବାଉନ କୋଟିର ଭଣ୍ଡାର ମାତର ଚାରି କୋଟିଙ୍କୁ ଅଭାବ। ଜାଣି ଏହି କଥା ସ୍ବୟଂ ଚତୁଃମଥା ମନରେ ବିଚାର କରି ଅମର ଗଣଙ୍କୁ ଡକାଇ ତାହାଙ୍କୁ ଘଟଣା ଦେଲେ ବିସ୍ତାରି। ଆଲୋଚନା କଲେ ନିଷ୍ପତ୍ତିକୁ ନେଲେ ସକଳ ଅମର ଗଣ ତାଙ୍କ

Loading

Apr
2022
26

ଆଶାବାଡ଼ି — ଭାସ୍କର ରାଉତ

  ଆଶାବାଡ଼ି ଭାସ୍କର ରାଉତ   ଅନ୍ଧର ଲଉଡ଼ି ସେତ ଆଶାବାଡ଼ି ସନ୍ତାନଟି ଅଟେ ତା’ର ନିଜର ଦୁହିତା ହୋଇ ପରହିତା ଗଢ଼ଇ ଘର ସଂସାର। ପୁତ୍ର ପାଶେ ରହି ସଂସାର ଗଢ଼ଇ ପିତା ମାତାଙ୍କ ସହିତେ ବୃଦ୍ଧ ବୃଦ୍ଧା ହୋଇ ଅକର୍ମଣ୍ୟ ସେହି ମାତା ପିତାଟି ହୁଅନ୍ତେ। ବଢ଼ଇ ଦୁର୍ଦ୍ଦଶା ଭାଙ୍ଗିଯାଏ ଆଶା- ବାଡ଼ିଟି ଅତି ନିଜର

Loading

Apr
2022
23

  *ରହିଗଲା ସ୍ବପ୍ନ ପାହିଲା ରାତି — ଭାସ୍କର ରାଉତ*

ଓଁଶ୍ରୀ   *ରହିଗଲା ସ୍ବପ୍ନ ପାହିଲା ରାତି*                                    ଭାସ୍କର ରାଉତ ————————————– ନେତାଟିଏ ହୋଇ ସମାଜରେ ମୁହିଁ ଜନସେବା କରିବାକୁ ଜୀବନକୁ ମୋର ଗଢ଼ିଲି ସୁନ୍ଦର ଜନ ମନ ହରିବାକୁ। ଜନ ମନ ହରି

Loading

Apr
2022
21

*ବୁଝିଗଲେଣି ସମସ୍ତେ — ଭାସ୍କର ରାଉତ*

ଓଁଶ୍ରୀ         *ବୁଝିଗଲେଣି ସମସ୍ତେ* (ବ୍ୟଙ୍ଗ କବିତା) —————————– ଧନ୍ୟ ହେ ସର୍କାର ତୁମର ବିଚାର ଛାତ୍ର ଛାତ୍ରୀଙ୍କର ପାଇଁ କେତେଯେ ଦରଦୀ ଧନ୍ୟ ତୁମ ବୁଦ୍ଧି ଜ୍ଞାନର ବିକାଶ ପାଇଁ। ସତୁରୀ କୋଟିକୁ ଦେଇ, ଦକ୍ଷିଣ ଦିଗରୁ ଆଣିବ କମ୍ପାନୀ ମୁଣ୍ଡରେ ଦେବେ ପୁରାଇ।। ତୃତୀୟ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପରୀକ୍ଷା

Loading

Apr
2022
19

  *ଜଳୁଛି ସହର — ଭାସ୍କର ରାଉତ*

      *ଜଳୁଛି ସହର*   ସବୁଜ ଧରଣୀ ହଜି ସେ ଗଲାଣି କଙ୍କ୍ରିଟି ସ୍ତୁପ ମଧ୍ୟରେ କୁଟୀର ଶିଳ୍ପକୁ ଗିଳି ଦେଲା ତାକୁ ଯନ୍ତ୍ର ଦାନବ ସଜରେ। ଘୋର ଗର୍ଜନରେ ତାହାରି ଶ୍ବାସରେ ଜଗତ ଅଣ ନିଶ୍ବାସି ତା’ର ବିଷ ଜ୍ବାଳା କରାଏ ବାଉଳା ଜୀବନ ଯାଉଛି ଭାସି। ବିକାଶ ନାମରେ ବିନାଶକୁ କରେ କୃତ୍ରିମତାକୁ

Loading

Mar
2022
3

*ଅଚ୍ୟୁତ ବର୍ଣ୍ଣିତ ମୋ ଗାଁ -ଭାସ୍କର ରାଉତ*

 *ଅଚ୍ୟତ ବର୍ଣ୍ଣିତ ମୋ ଗାଆଁ*                         ଭାସ୍କର ରାଉତ —————————- ଅଚ୍ୟୁତ ବର୍ଣ୍ଣିତ *ମୋ ଗାଆଁ* ସେହିତ କଳିଯୁଗ ଲୀଳା ଭୂଇଁ କାଇଜଙ୍ଗ ବଣ ପୂରୁବ ଭାଗରେ ଗିରିଧାରୀ ମଠ ଯହିଁ। ଉତ୍ତର ପାରୁଶେ ଗୁପତେ ଯମୁନା ନଦୀଟି ଯାଉଛି ବହି ଗୁପ୍ତ

Loading

Nov
2021
21

*ଟିକେ ମନକୁ ପଚାର – ଭାସ୍କର ରାଉତ*

ଟିକେ ମନକୁ ପଚାର ଭାସ୍କର ରାଉତ ***************** ଆହେ ମାନ୍ୟବର ଏହାକି ବିଚାର ଟିକେ ମନକୁ ପଚାର ଚାଲିଛି ଶାସନ ପ୍ରଜାଙ୍କ କଷଣ ହେଉନାହିଁ ତିଳେ ଦୂର। କୁହ ଆମେ ପାରିବାର, ଲୁଣ୍ଠନ ଧର୍ଷଣ ନର ହତ୍ୟାମାନ ଘଟେ ପ୍ରତି ମୁହୂର୍ତ୍ତର।। ଶାସକ ହୋଇଣ ରହିଛ ମଉନ ଜନତା ଦୁଃଖକୁ ଦେଖି ବିଲେଇ ପରିକା କ୍ଷୀର ଖାଅ ଏକା

Loading

Nov
2021
12

*କୋଷ ବୃଦ୍ଧି ନହୋଇଲେ – ଭାସ୍କର ରାଉତ*

କୋଷ ବୃଦ୍ଧି ନହୋଇଲେ ଭାସ୍କର ରାଉତ ********************** ସେଲାଗି ସବୁ ଯୋଜନା, ବିକିଲେ ପଇସା ପିଇଲେ ପଇସା ଗଣିବାକୁ ପଡ଼େ ନନା।। ମଦ ନିଷେଧ ହୋଇଲେ, ରାଇଜ ଶାସନ ହୋଇବ କେମିତି କୋଷ ବୃଦ୍ଧି ନଘଟିଲେ।। ଭାଟି ଫେକ୍ଟ୍ରି ବନ୍ଦ ହେଲେ, ସୁଚାରୁ ଭାବରେ ନିର୍ବାଚନ ଆଉ କେମିତି ଲଢ଼ିବା ଭଲେ।। ଭାଟି ସାଥିରେ ଦୋକାନ, ବନ୍ଦ ହୋଇଗଲେ

Loading

Nov
2021
3

*ଚାରି ମାଙ୍କଡ଼ ଉପାଖ୍ୟାନ-ଭାସ୍କର ରାଉତ*

ଚାରି ମାଙ୍କଡ଼ ଉପାଖ୍ୟାନ ଭାସ୍କର ରାଉତ   ଜାତିର ପିତାଯେ ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼କୁଦେଖ ଆଖି କାନ ପାଟି ବୁଜି ବସିଛନ୍ତି ତାଙ୍କଠାରୁ ସବୁ ଶିଖ। ତାହା ଦେଖିକରି ନେତାଯେ ମନ୍ତିରୀ ଘରେ ପୁଣି ଦପ୍ତରରେ ସେହି ମୂର୍ତ୍ତି ଛବି ଆଣିଣ ରଖିଲେ ଲୋକ ଶିକ୍ଷାକୁ ଦେବାରେ। ଦେଖ ତାଙ୍କ ନୀତି ବିପରୀତ ଗତି ସବୁ ଦେଖି

Loading

Oct
2021
28

*ଆଜିର ମଣିଷ- ଭାସ୍କର ରାଉତ*

*ଆଜିର ମଣିଷ* ଭାସ୍କର ରାଉତ   ଧରଣୀ ପୃଷ୍ଠରେ ଜୀବ ଜଗତରେ ମଣିଷ ସବୁଠୁଁ ଶ୍ରେଷ୍ଠ ବିବେକ ରହିଛି ମାନବ ଶରୀରେ ତେଣୁସେ ଅଟେ ଗରିଷ୍ଠ। ଆଧୁନିକତା ନାମରେ, ବିବେକ ହଜାଇ ବଲୁଅଛି ସେହି ଦେଖ ଏହି ସମାଜରେ।। ପଶୁଭଳି ସେହି ଆଚରଣ କରେ ନିଜ ନିଜର ମଧ୍ୟରେ ଇତର ଜୀବର ସନ୍ତାନ ତାହାର ବୟଷ ବଢ଼ିବା ପରେ।

Loading