February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ଆଜିର ମଣିଷ- ଭାସ୍କର ରାଉତ*

*ଆଜିର ମଣିଷ*

ଭାସ୍କର ରାଉତ

 

ଧରଣୀ ପୃଷ୍ଠରେ ଜୀବ ଜଗତରେ
ମଣିଷ ସବୁଠୁଁ ଶ୍ରେଷ୍ଠ
ବିବେକ ରହିଛି ମାନବ ଶରୀରେ
ତେଣୁସେ ଅଟେ ଗରିଷ୍ଠ।
ଆଧୁନିକତା ନାମରେ,
ବିବେକ ହଜାଇ ବଲୁଅଛି ସେହି
ଦେଖ ଏହି ସମାଜରେ।।
ପଶୁଭଳି ସେହି ଆଚରଣ କରେ
ନିଜ ନିଜର ମଧ୍ୟରେ
ଇତର ଜୀବର ସନ୍ତାନ ତାହାର
ବୟଷ ବଢ଼ିବା ପରେ।
ଜନକ ଜନନୀ ତେଜି,
ସ୍ବାଧୀନ ଭାବରେ ବିଚରଣ କରେ
ତାଙ୍କ କଥାକୁ ନହେଜି।।
ପରସ୍ପର ମଧ୍ୟେ କରନ୍ତି ଲଢ଼େଇ
ନିଜ ସ୍ବାର୍ଥର ନିମନ୍ତେ
ଭୁଲି ହିତାହିତ ରଣରଙ୍ଗେ ରତ
ସ୍ବାର୍ଥ ସାଧନ ନିମନ୍ତେ।
ବେଳେ ବେଳେ ପ୍ରାଣ ହାନି,
ଘଟୁଥାଏ କା’ର ନଥାଏ ବିଚାର
ଏହା ସେ ବୁଝି ପାରେନି।।
ଆଜିର ମଣଷ ସ୍ବାର୍ଥରେ ସେ ଵ୍ୟସ୍ତ
ହଜାଇ ନିଜ ବିବେକ
ବଡ଼ ହେବାପାଇଁ ସଭିଙ୍କୁ ନାଶଇ
ରଖିବାକୁ ନିଜ ଟେକ।
କେହି ନେଇ ନାହିଁ କିଛି,
ଶୂନ୍ୟ ହସ୍ତେସବୁ ଯାଇଛନ୍ତି ଫେରି
କଥା ଖାଲି ରହିଅଛି।।
***********
ଭାସ୍କର ରାଉତ

 221 total views,  1 views today

One thought on “*ଆଜିର ମଣିଷ- ଭାସ୍କର ରାଉତ*

  1. Excellent beat ! I wish to apprentice while you amend your web site, how could i subscribe for a blog web site? The account helped me a appropriate deal. I were a little bit acquainted of this your broadcast offered vibrant clear idea

Leave a Reply

Your email address will not be published. Required fields are marked *