April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
21

*ଧରିତ୍ରୀ ଦିବସ –ବିଶ୍ୱେଶ୍ୱର ମାଝୀ*

 ଧରିତ୍ରୀ ଦିବସ କ୍ଷିତି ଆପ ତେଜ ମରୁତ ବ୍ୟୋମ ପଞ୍ଚଭୂତ ଜାତ ଦେହୀ ମୃତ୍ୟୁ ପରେ ସେଇ ପଞ୍ଚଭୂତେ ମିଶିଯିବ ଏ ଶରୀର କହି। ଅଖଣ୍ଡ ମଣ୍ଡଳ ବ୍ରହ୍ମାଣ୍ଡ ଆମର ତହିଁରେ ଆମ ମେଦିନୀ ଜଳବାୟୁ ବୃକ୍ଷଲତା ପଶୁପକ୍ଷୀ ସମାହାର ତା’ର ଘେନି। ସ୍ଥାବର ଜଂଗମ ସାଗର ସଙ୍ଗମ ନଦନଦୀ ସବୁଜିମା ପର୍ବତ ଝରଣା କାନ୍ତାର କେଦାର ମରୁଭୂମି

Loading

Apr
2022
21

*ଜଗନ୍ନାଥ ତୁମେ ପରଂବ୍ରହ୍ମ — ସୁଜାତା ପତି*

     ” ଜଗନ୍ନାଥ ତୁମେ ପରଂବ୍ରହ୍ମ”   🙏🏻ଜଗନ୍ନାଥ ତୁମେ ପରଂବ୍ରହ୍ମ ଅନାଦି ଅନନ୍ତ ସନାତନ ଜଗତ ଉଦ୍ଧାର କରିବା ପାଇଁ କି କଳି ଯୁଗେ ତୁମେ ଦାରୁବ୍ରହ୍ମ..🌹🙏🏻   ତୈତେୟାରେ ତୁମେ ରାମଚନ୍ଦ୍ର ରୂପେ ରାବଣ କୁ ହତ କଲ ଦ୍ବାପର ରେ ତୁମେ କହ୍ନେଇ ରୂପରେ କଂସ କୁ ନିଧନ କଲ।🌹🙏🏻   ଯୁଗେ

Loading

Apr
2022
21

*ପୋଷ୍ୟ ପୁତ୍ର–ସୀମାଞ୍ଚଳ ପଣ୍ଡା*

 *ପୋଷ୍ୟ ପୁତ୍ର* ପୋଷ୍ୟ ପୁତ୍ର ପ୍ରଥା ରାଜାଙ୍କ ବ୍ୟବସ୍ଥା ଥିଲା ଅପୁତ୍ରିକ ରାଜାଙ୍କ ପାଇଁ, ପୁତ୍ରର   ସ୍ଵୀକୃତି   ଦତ୍ତେ  ହୁଏ ପ୍ରାପ୍ତି ଅରପନ୍ତି ରାଜ୍ୟ ଶାସନ ଯହିଁ। ସେହିପୁତ୍ର ରାଜ୍ୟ ପାଇଁ ହୁଏ ଯୋଗ୍ୟ ରାଜାପରେ ଧରି ଶାସନଡୋରି, କରନ୍ତି   ରାଜୁତି   ରାଜ   ପଦ  ପ୍ରାପ୍ତି ପରେ ପରଜାଙ୍କୁ  ଆୟତ୍ତ କରି, ସମାଜ କପାଳେ ଲୋଡ଼ା ହୁଏ କାଳେ

Loading

Apr
2022
21

*ଧର୍ମ ସାଥେ ଶୁଭ ଶଙ୍ଖ –ନରସିଂହ ଆଚାର୍ଯ୍ୟ*

-ଧର୍ମ ସାଥେ ଶୁଭ ଶଙ୍ଖ – ଢେଉର ଗର୍ଭେ ଜନ୍ମ ରୂପ ତା’ର ସଂସାର ପାଇଁ ଅତି ଗୈାରବର , ସକଳ ଜନ ମାନସ ଏ ଜୀବନର ସୁନ୍ଦର ଜୀବନ ଗଡା ଏ ଦୈଇବର। ଆକାଶ ମତ୍ତୟ ପାତଳରେ ଜୀବନ ଧର୍ମ ପଥେ ଶୁଭ ଶଙ୍ଖର ଏହି ସପନ, ଧନି ଗରିବ କ୍ଷେତ୍ରରେ ଅଟ‌ଇ ସମାନ ବ୍ରହ୍ମା ବିଷ୍ଣୁ

Loading

Apr
2022
21

*ଏଇତ ଜୀବନ–ସୁଜାତା ପତି,*

ଏଇତ ଜୀବନ ******** ********* ଜୀବନ ଟା ଏକ ରଙ୍ଗମଞ୍ଚ ଅଟେ ଅଭିନୟ କରି ବଞ୍ଚିଛୁ କେବେ ଖରା ରେ ତ ପାଦ ପୋଡିଯାଏ କେବେ ଛାଇ ରେ ବି ବସିଛୁ। ଏନ୍ତୁଡି ଶାଳରୁ ନାଟକ ଆରମ୍ଭ ମଶାଣୀ ରେ ଶେଷ ହୁଏ କାନ୍ଦି କାନ୍ଦି ଏଇ ସଂସାର କୁ ଆସି ଅନ୍ଯକୁ କନ୍ଦାଇ ଯାଏ। ହସ ଲୁହ

Loading

Apr
2022
21

*ମୁଁ ମଦୁଆ କହୁଛି–ମୁକ୍ତିରାଣୀ ଦେବତା*

*ମୁଁ ମଦୁଆ କହୁଛି* ✍️ ଚଉଦ ଭୁବନ ଘୂରିଆସିଲେ ବି ମିଳେନାହିଁ ଟିକେ ଖୁସି ମଦ ଟୋପେ ପୁଣି ପେଟରେ ପଡିଲେ ଜୀବନଟା ଯାଏ ପଶି ।। ମଦୁଆ ବୋଲି ମୁଁ ସଭିଁଏ କୁହନ୍ତି ଶୁଣେନି କାହାରି କଥା ଅସଭ୍ୟ ଭାଷାରେ ଶୋଧେ ମୁଁ ସଭିଁଙ୍କୁ ତାତିଗଲେ ମୋର ମଥା ।। ସବୁ ଟଙ୍କା ମୋର ଭାଟିରେ ପଶଇ

Loading

Apr
2022
21

*ସୁପ୍ତପ୍ରତିଭା — ନୀହାରିକା ପଣ୍ଡା*

*ସୁପ୍ତପ୍ରତିଭା*   ବିଧିର ବିଧାନ ବଡ ବିଚିତ୍ର।ବିଚିତ୍ର ସେ ସ୍ରଷ୍ଟା ,ବୈଚିତ୍ର୍ୟମୟ ତାଙ୍କର ହସ୍ତର ପ୍ରତିଟି ଚିତ୍ରିତ ସୁନ୍ଦର ସୃଷ୍ଟି ।ଶିଶୁଠାରୁ ଆରମ୍ଭ କରି ଶିଳାରେ, ଶୈବାଳରେ, ଶିଳ୍ପରେ ,ସନ୍ଧାନରେ,ସନ୍ଦେଶରେ ,ଶିକ୍ଷାରେ,ଦୀକ୍ଷାରେ ସବୁଠି ଭରିରହିଛି ସୁପ୍ତ ପ୍ରତିଭା।ଯାହାର ଆଉ ଗୋଟିଏ ପରିଭାଷା ହେଉଛି ଅନ୍ତର୍ନିହିତ ଅସୀମ ସମ୍ଭାବନା । ସୂକ୍ଷ୍ମଦୃଷ୍ଟିରେ ନିରୀକ୍ଷଣ କଲେ କିଏ ନାଚରେ ତ,କିଏ ଗୀତରେ,କିଏ

Loading

Apr
2022
21

*ଦିନେ ନା ଦିନେ — ଜାକିର ଖାନ୍*

ଦିନେ ନା ଦିନେ      ସେ ପ୍ରତିଦିନ ଉଠେ ସେଜରୁ ଯେମିତି ପଶ୍ଚିମରୁ ପ୍ରତିଦିନ ଉଠିଆସିଥାଏ ସୂର୍ଯ୍ୟ   ସେ ପୂରା ଦିନଟି ପାଇଁ ନିଜକୁ ପ୍ରସ୍ତୁତ କରେ ନିଜକୁ ଆଲୋକିତ କରିବା ଇଚ୍ଛାରେ   ସେ ତ ସୂର୍ଯ୍ୟ ନୁହେଁ ଯେ ସମଗ୍ର ଜଗତକୁ ଆଲୋକିତ କରିବାକୁ ଚିନ୍ତା କରିବ   ନିଜକୁ ସିଏ ଯେତେ

Loading

Apr
2022
21

*ସ୍ମାର୍ଟ ପେରେମ — ଶ୍ରୀ ଅରେନ୍ଦ୍ର କୁମାର ଦାଶ*

-:-:-:-:- ସ୍ମାର୍ଟ ପେରେମ -:-:-:-:-   ଆଜିକାଲି ଝିଅ ପେରେମ କରନ୍ତି ଦେଖିକି ଟୋକାଙ୍କ ସ୍ମାଆଟ ଅହରହ ଯିଏ ପିଉଥିବ ମଦ ଟାଣୁଥିବ ସିଗାରେଏଟ   ବଖରାଏ ଘର ଭିତରେ ପଛକେ ନଥିବ ଗୋଟେବି ଖଅଟ ଫୁଟାଣି ମାରିକି କହୁଥିବ ମୁଁ କିଣିଛି ଦିଚାର୍ଟା ଫ୍ଲାଆଟ   ଟୋକୀ ପଟେଇବା ଚକରରେ ପୁଅ ପିନ୍ଧୁଥିବ ଫଟା ପେଏଣ୍ଟ ଷ୍ଟାଇଲି

Loading

Apr
2022
21

*ପୁଷ୍ପବତୀ — ପବିତ୍ର ବେହେରା*

କବିତା-ପୁଷ୍ପବତୀ   ପୁଷ୍ପବତୀ ତୁମେ ଆସିଥିଲ ଠିକ୍ ରାତି ଅଧବେଳେ।   କେହି ନ ଜାଣିଲା ପରି ଭିଡି ଧରିଳ ମୋତେ ତୁମ ଗଭୀର ଆଶ୍ଳେଷେ ।   ଏମିତି ଅନୁଭୂତି ହେଉଥାଏ ଯେମିତି ତୁମେ ମୋତେ ଛୁଇଁ ନାହଁ କେଉଁ ଅନାଦି କାଳରୁ । ସେମିତି ମୋ ଦେହର କୋଣେ କୋଣେ ଝରୁଥିଲା ତୁମ ପ୍ରୀତିର ମଧୂର

Loading

Apr
2022
21

*ମାନସ ତତ୍ତ୍ୱ — ଶରତ ଚନ୍ଦ୍ର ପଣ୍ଡା*

ମାନସ ତତ୍ତ୍ୱ   ଶୁଣ ଆହେ ସାଧୁଜନ ଦେଇ ମନ କର୍ଣ୍ଣ ଅନ୍ୟଥା କେବେ ନୁହଇଁ ଶୂନ୍ୟ ବ୍ରହ୍ମ ଜ୍ଞାନ ll ଯେ ଜ୍ଞାନ ପାଇଲେ ସାଧୁସନ୍ଥ ନିସ୍ତରନ୍ତି,, ସେଇ ଜ୍ଞାନକୁ ସୁଜନେ ମନ ତତ୍ତ୍ୱ ଚିନ୍ତି ll ବହୁ ଭାବେ ବହୁ ଧର୍ମ ସୁନାର ସାଗରେ ଲୋକେ ଚିନ୍ତନ୍ତି ସଂସାରେ କର୍ମଯେ ଭିନ୍ନରେ ll ସେଇ ଧର୍ମ

Loading

Apr
2022
21

*ଈଶ୍ୱର ଙ୍କୁ ପ୍ରଶ୍ନ–ନନ୍ଦିନୀ ରାଉତ*

ଈଶ୍ୱର ଙ୍କୁ ପ୍ରଶ୍ନ ନନ୍ଦିନୀ ରାଉତ, ଅନୁଗୋଳ ହେ ଈଶ୍ୱର ଆଜି ଦିଅ ମୋ ପ୍ରଶ୍ନ ର ଉତ୍ତର ଯୁଗ ଯୁଗ ପାଇଁ ତୁମେ କିମ୍ପା ନିରୁତ୍ତର। ନାରୀ କିମ୍ପା ଯୁଗେ ଯୁଗେ ନିର୍ଯାତିତା ହୁଏ ବସୁନ୍ଧରା ପରି ସବୁ ଦୁଃଖ ସହିଯାଏ। ଗରିବ କପାଳେ କିଆଁ ଦୁଃଖ ଦେଲ ଲେଖି ଅପମାନ ଯନ୍ତ୍ରଣା କୁ ସାଥେ ତାର

Loading

Apr
2022
21

*ଈଶ୍ୱରଙ୍କୁ ପ୍ରଶ୍ନ–ପ୍ରିୟଦର୍ଶିନୀ ମହାପାତ୍ର*

ଈଶ୍ୱରଙ୍କୁ ପ୍ରଶ୍ନ ______________ ନିର୍ଜୀବ ପାଷାଣ ରୂପେ ବିଦ୍ୟମାନ କୁହ ହେ ଈଶ୍ୱର କୁହ, ତୁମ ହାତଗଢ଼ା ଧରଣୀରେ କେବେ ନ୍ୟାୟ ପାଇବେ ନୀରିହ ? କେତେ ସଧବାଙ୍କ ସତୀତ୍ୱ ଜଳିବ ସ୍ବାମୀଙ୍କ ଜୁଇ ନିଆଁରେ, କେତେ ନିକାଞ୍ଚନ ସ୍ଥାନ କମ୍ପୁଥିବ ଅବଳା ଆର୍ତ୍ତ ଚିତ୍କାରେ ? କେତେ ଦିନ ଯାଏଁ ଶ୍ୱାନ ଝୁଣୁଥିବେ କଅଁଳ ଶିଶୁର ଦେହ,

Loading

Apr
2022
21

*ଈଶ୍ୱରଙ୍କୁ ପ୍ରଶ୍ନ–ନିର୍ମଳ ବାରିକ*

ଈଶ୍ୱରଙ୍କୁ ପ୍ରଶ୍ନ __________________________ ଦିଅ ପ୍ରଭୁ ଆଜି ମୋ ପ୍ରଶ୍ନ ଉତ୍ତର ଯା’ ମନେ ମୋ ଅଙ୍କୁରିତ କାହା ରଙ୍ଗ କଳା କାହିଁ କେହି ଗୋରା ଭେଦ କୁହ ଦୀନ ନାଥ ll ଭରିଛ କା ହୃଦେ ପବିତ୍ରତାମୃତ କା ହୃଦେ ପାପର ବିଷ କେ କରେ ନିର୍ମାଣ କେ କରଇ ଧ୍ବଂସ କୁହ ମୋତେ ଏ ରହସ୍ୟ

Loading