April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
22

*ଯଶୋଦାଙ୍କ ଶୋକ–ରିନା ପରିଡା*

 ଯଶୋଦାଙ୍କ ଶୋକ   କାନ୍ଦି ନନ୍ଦରାଣୀ ବୋଲଇ ବାଣୀ ଛାଡିଗଲୁ କାହିଁ ମୁରଲୀପାଣି ଯେବେ ବିହି ତୋତେ ମୋ କୋଳେ ଦେଲା ଆଣି || କ୍ଷୀରପାନ ଦେଲି ବକ୍ଷ ଚିରି ଦେଇ ତୋ ପାଇଁ ରେ ଜୀବଧନ ଗଲା ଦିନ ଗଲୁ କହି ଆସିବୁ ରହି ତୁ ଚାରିଦିନ || ଘର କଲୁ ଯାଇ ମଥୁରାପୁରେ ତୋ ବିନୁ

Loading

Apr
2022
22

*ତୁମେ ମୋ’ ଅମୂଲ୍ୟ ହୀରା–ଜାନକୀ ମହାନ୍ତ*

*ତୁମେ ମୋ’ ଅମୂଲ୍ୟ ହୀରା* ଲକ୍ଷେ ହୀରା ସମ ତୁମେ ଅନୁପମ ସାଥି ମୋ’ସୁନା ପସରା, ହେ ଅମୁଲ ମୁଲ ନୁହେଁ ସମତୁଲ କେହି ତୁମ ସହ ପରା ।। ତୁମେ ମୋ’ଅମୂଲ୍ୟ ହୀରା…. ବଣିଆ ଚିହ୍ନଇ ଶୁଦ୍ଧ କାଞ୍ଚନକୁ ଗୁଣି ଚିହ୍ନେ ଜ୍ଞାନେ ଧରା, ହୀରାର ଶୁଦ୍ଧତା କ୍ୟାରଟ ସ୍ୱଚ୍ଛତା ହୀରାଶିଳ୍ପୀ ଚିହ୍ନେ ହୀରା ।। ତୁମେ

Loading

Apr
2022
22

*ଦୁହିତା ଦୁଇ କୂଳ କୁ ହିତା–ସୌମ୍ୟା ପ୍ରିୟଦର୍ଶିନୀ*

ଦୁହିତା ଦୁଇ କୂଳ କୁ ହିତା ତମେ କେବେ ପଚାରିବନି ମୋ ଅସ୍ତିତ୍ୱ ର ସଂଜ୍ଞା , ମୁଁ କଣ ଦେଇପାରିବି ତୁମ ପ୍ରଶ୍ନର ଉତ୍ତର ମୁଁ , କାହା ପାଇଁ ବୋଝ ତ କାହା ପାଇଁ ଲାଜ କାହାର ଗୌରବ ତ କାହାର ର୍ଦୁଭାଗ୍ୟ କାହା ପାଇଁ ମିତ୍ର ତ କାହା ପାଇଁ ଶତ୍ରୁ । କାହା

Loading

Apr
2022
22

*ମାଟି ର ମଣିଷ –ସୌମ୍ୟା ପ୍ରିୟଦର୍ଶିନୀ*

ମାଟି ର ମଣିଷ ମାଟି ସାଥେ ତା’ ସମ୍ପର୍କ ଅତି ନିବିଡ ଇଏ ଦେହ ହେଲେ ସେ ଆତ୍ମା କେବେ କେବେ ଦୁଃଖର ଢେଉରେ ବହିଯିବା ସମୟ ସୁଖ ସାଗରରେ ଖେଳି ଉଠେ ସକାଳୁ ସଞ୍ଜ ଯାଏଁ ବୋଳି ହୋଇ ଯାଏ ତା ଦେହରେ ଯେମିତି ବିଭୂତି ଟୀକା ବୋଳିଦିଏ ମଥାରେ ଅନୁଭବୀ ମଣିଷଟେଅନୁଭବ କରିପାରେ ବାରିପାରେ ମାଟି,

Loading

Apr
2022
22

*ହେ..! ଈଶ୍ୱର –ସୌମ୍ୟା ପ୍ରିୟଦର୍ଶିନୀ *

ହେ..! ଈଶ୍ୱର .. କେତେ ବିରାଟ ଏ ଦୁନିଆ ସତେ ପରିବ୍ୟାପ୍ତ ଆକାଶ ତଳେ ନିଜ ଉପସ୍ଥିତି ଜାହିର କରେ ଏ ସୃଷ୍ଟି ତୁମ ଠୁ ଆରମ୍ଭ, ତୁମ ଠି ହିଁ ଲୀନ ତୁମ ପାଇଁ ଏ ସୃଷ୍ଟି ସବୁଜ, ସୁନ୍ଦର ଏ ପ୍ରକୃତି। ହେ..! ଈଶ୍ୱର.. ବିଜ୍ଞାନରେ ବଳୀୟାନ ତ୍ରିଲୋକ ବିଜେତା କେତେ କରନ୍ତି ଅନ୍ୟାୟ, ଦୁର୍ନୀତି

Loading

Apr
2022
22

*ହେ ଡାଏରୀ–ସୌମ୍ୟା ପ୍ରିୟଦର୍ଶିନୀ*

ହେ ଡାଏରୀ ତୋ ଦେହେ ଭରି ଦେଇଛି ମୋ ଅତୀତ,ବର୍ତ୍ତମାନ ତୁ ତୋ ମୋ ଭଙ୍ଗା ହୃଦୟ କୁ ଶଦ୍ଦ ମାଧ୍ୟମ ରେ ଏକେ କରି ଦେଉଛୁ ତୋ ବକ୍ଷ ରେ ବିନା ସ୍ବାର୍ଥ ରେ‌‌ ତୋ ସବୁ ପୁରୁଣା ପୃଷ୍ଠା ଯନ୍ତ୍ରଣା ଦେଲେ ମଧ୍ଯ ସେ ସବୁ କିନ୍ତୁ ଆଜି ବି ମୋ ପାଇଁ ସଫଳତା ର

Loading

Apr
2022
22

*ତୁମେ ଗଲା ପରେ–ସୌମ୍ୟା ପ୍ରିୟଦର୍ଶିନୀ *

ତୁମେ ଗଲା ପରେ ଦିଗନ୍ତ ସେପାରେ ଜହ୍ନ ଯେମିତି ଲୁଚି ରହି ଉଇଁବାକୁ ଚାହୁଁଛି । ନୀଳ ଆକାଶର ବାଦଲ ଭିତରେ ଖୋଜୁଛି ଆଜି ପୁଣି ନିଜର ଅସ୍ତିତ୍ବ , ଏ ଆକାଶ କଣ ଭୁଲିପାରିବ ସେ ବିରହୀ ରାତିର ହୃଦୟ ଦରଦ..? ନା ସେ ଅନ୍ଧାର ରାତି କେବେ ବୁଝି ପାରିବ..? ବିଶାଳ ଆକାଶ ମନର କୋହ

Loading

Apr
2022
22

*ଚଇତି ପବନ — ଦୀପଶିଖା ପ୍ରଧାନ*

ଚଇତି ପବନ *********** ଚଇତି ପବନ ସଞ୍ଜୁଆ ଲଗନେ ଛୁଇଁଦେଇ ଗଲା ପରେ, ଲାଗିଲା ଯେମିତି ତୁମେ ଛୁଇଁଗଲ ଦେହକୁ ମୋ ଧିରେଧିରେ | ସୁବାସିତ ମଲ୍ଲୀ ବାସକୁ ଚୋରାଇ ଅଙ୍ଗେ ଅଙ୍ଗେ ମୋର ଭରି, ଚପଳ ଅତସ ମହକାଇ ଦେଲା ତନୁ,ମନ ଫୁଲ ପରି | ଭ୍ରମରେ ଭ୍ରମର ମୁଖ ଆସି ଚୁମେ ପ୍ରୀତି ରଙ୍ଗେ ହୃଦ

Loading

Apr
2022
22

*ମରୁଭୂମି — ନଳିନୀ ପ୍ରଭା ମିଶ୍ର*

ମରୁଭୂମି   ମରୁଭୂମି ମୁଁ ଯେ ରହିଛି ବିସ୍ତାରି ଅନାବୃତ ଦେହ ଧରି ଉତ୍ତପ୍ତ ସୂର୍ଯ୍ୟ ଭେଦରେ ପତିତ ନାହିଁ ମୋର ସୁଖ ଶିରୀ। ଶୁଷ୍କ ସ୍ତନ ମୋ ନାହିଁ ଜଳ ଧାର ତୃଷା ମେଣ୍ଟାଇବା ପାଇଁ ଅନ୍ତର ତଳ ଯୁଗ ଯୁଗ କ୍ଷୋଭ ଧରି ପଡ଼ିଅଛି ରହି। ବାଲୁକା ରାଶି ବହି ମୋର ବୁକେ ନିର୍ଜୀବ ମୋର

Loading

Apr
2022
21

*ଆଜି ବି ପଡେ ମନେ — ଅରୁଣ କୁମାର ମହାପାତ୍ର*

ଆଜି ବି ପଡେ ମନେ ଅରୁଣ କୁମାର ମହାପାତ୍ର   ମନର କେଉଁ ନିଭୃତ କୋଣେ ଚିତ୍ରିତ ସେଇ ଛବି ଦୂର ପାହାଡ ଉହାଡୁ ଉଇଁ ଆସେ ସୁନେଲି ରବି। ସକାଳ ସୂର୍ଯ୍ୟ କିରଣେ ଭିଜେ ନୂଆ ବୋହୂର ଦେହ ଗାଧୋଇ ସାରି ଫେରେ ଘରକୁ ଲୁଚାଇ ତାର ମୁଁହ। ବରଷା ହେଲେ ଗାଁ ଦାଣ୍ଡରେ ଭାସେ କାଗଜ

Loading

Apr
2022
21

*ସ୍ୱପ୍ନ ଦେଶ ରାଜକୁମାର — ରିନା ପରିଡା*

ସ୍ୱପ୍ନ ଦେଶ ରାଜକୁମାର   ଉଦବିଗ୍ନ ଆଜି ପ୍ରାଣ ମନ ଛନଛନ ରୋମାଞ୍ଚିତ ହୁଏ ତନୁ ଘନଘନ ସପନେ ଦେଖିଣ ନବ ରୂପକାନ୍ତି ତରୁଣ ଆଖି ଦୋଟି ଝଲମଲ ଭରା ଯୌବନ  |   ଯୌବନ ଜଉଘରେ କାମଶର ନିକ୍ଷେପି ଭାବାନ୍ତର ହୋଇ ଉଠେ ମମ ଚିତ୍ତ ଛବି ଅବ୍ୟକ୍ତ ବିଷାଦେ ମନ ହୁଏ ଘାରି ଚାଞ୍ଚଲ୍ୟତା ଖେଳି

Loading

Apr
2022
21

*ଯୁଗେ ଯୁଗେ ତୁମେ — ଜାନକୀ ମହାନ୍ତ*

*ଯୁଗେ ଯୁଗେ ତୁମେ* *✍️ଜାନକୀ ମହାନ୍ତ* ଯୁଗେ ଯୁଗେ ତୁମେ ଥିବ ପ୍ରିୟତମ ମୋର ହୃଦୟ ସମ୍ରାଟ, ରାଜା ଅନ୍ତରର ଦେବତା ଆତ୍ମାର ଭାବକୁ ତୁମେ ନିକଟ ।।   ମନ ଚାହେଁ ପ୍ରିୟ ସୁରକ୍ଷା ବଳୟ ବାହୁ ଛନ୍ଦା ଆଲିଙ୍ଗନ, ମନ ତଳ କଥା ହୃଦ ତଳ ବ୍ୟଥା ଶୁଣ ମୋ’ ପ୍ରାଣ ସ୍ପନ୍ଦନ ।।  

Loading

Apr
2022
21

*ତଥାପି ତୁମେ ଓ ମୁଁ — ରାଜୀବ ଲୋଚନ ପାଣିଗ୍ରାହୀ*

ତଥାପି ତୁମେ ଓ ମୁଁ ———————- ଧୀର ସ୍ଥିର ହୋଇ ଥିଲ ତୁମେ, ଉତ୍ସହ ବଢ଼େଇ ରାସ୍ତାରେ ଚଲିବା ଶିଖେଇଲି ମୁଁ, ରାସ୍ତା ଚାଲିବା ର ବାଧା ବିଘ୍ନ ସବୁ କୁ ଏଡେଇବା ସୂଚେଇଲି ମୁଁ l ଏମିତି ଚାଲୁ ଚାଲୁ ହେଇଗଲା ଅଭ୍ୟାସ ରାସ୍ତା ଚାଲିବା ର ଯେ, ନିରବୀ ଥିବା ତୁମ ମନ କୁ ଚଳ

Loading

Apr
2022
21

*ମହାବାହୁ:୨ — ଜଗଦୀଶ ଶତପଥୀ*

ମହାବାହୁ:୨ ଜଗଦୀଶ ଶତପଥୀ ହିମାଳୟ ଯାର ଶୋଭାର ଭଣ୍ଡାର ମହୋଦଧି ଶୋଭା କାରୀ। ଘର୍ଘର ନାଦଟି ଶୁଭେ ନାହିଁ ଏଠି ରୋକେ ମେଘନାଦ ପାଚେରୀ, ମହାବାହୁ !।୧। ରିକ୍ତ ହସ୍ତେ ଆଜି ମୁହିଁ ରେ କାଳିଆ ଆସିଛି ଦର୍ଶନ ପାଇଁ। ତୋର ନାମାବଳୀ ଘୋଷି ଘୋଷି ଯାଏ ଉଦ୍ଧାର କର ଗୋସାଇଁ, ମହାବାହୁ!।୨। ଇଚ୍ଛାମୟ ତୋର ଇଚ୍ଛାରେ ଜଳୁଛି

Loading

Apr
2022
21

*ମାନ ଭଞ୍ଜନ-୦୩ — ସୁଧାଂଶୁ କୁମାର ତ୍ରିପାଠୀ*

ମାନ ଭଞ୍ଜନ-୦୩ *********************** (‘କ’ ଆଦ୍ୟାନୁପ୍ରାସ)   କୁମୁଦ ବନ୍ଧୁ ବଦନା, କୁରଙ୍ଗୀ ନୟନା ଅନା, କଲି ଅବା କେଉଁ ଦୋଷ, କିମ୍ପା ହୋଇଛୁ ବିମନା।।(ଘୋଷା)   କୋକିଳ କଣ୍ଠରେ ବାଣୀ, କହ କରୀନ୍ଦ୍ର ଗମନା, କରି ଅଭିମାନ ଗୋରୀ, କୁହୁଣ୍ଡା ଆଉ ପକାନା।।   କାମକଳା ମୋ’ ନବୀନା, କେଶରୀ କଟି ଗଞ୍ଜନା, କର ଧରି କହୁଛିରେ,

Loading

Apr
2022
21

*ନାରୀ — ସୁଧାଂଶୁ କୁମାର ତ୍ରିପାଠୀ*

*ନାରୀ* ********************* ଅନନ୍ୟା ସେ ଅନୁପମା କି’ ବର୍ଣ୍ଣିବି ଗୁଣସୀମା ବର୍ଣ୍ଣିବାକୁ ମୁଁ ଅଧମ ନୁହଁ ସକ୍ଷମ ଜନନୀ ,ଭଗିନୀ, ଜାୟା କେତେ ରୂପେ ତା’ର କାୟା, ସର୍ବସଂହା ଅଟେ ନାରୀ ଧରିତ୍ରୀ ସମ ହରଷରେ ବାଣ୍ଟଇ ପ୍ରେମ ତ୍ୟାଗ, ଧୌର୍ଯ୍ୟ ସାହସରେ ସେ ଅପ୍ରତିମ।।   ସଂସାର ହାଟରେ ସଦା ଦୁଖଃ ସାଥେ ତା’ ସଉଦା, ଲୁହ

Loading

Apr
2022
21

*ରକ୍ତାକ୍ତ ଦେହ — ଜଗଦୀଶ ଶତପଥୀ*

ରକ୍ତାକ୍ତ ଦେହ ଜଗଦୀଶ ଶତପଥୀ ଗୋଟେ ରକ୍ତାକ୍ତ ଦେହ ! ସଵୁ ଦେଇପାରେ। ଦେଇପାରେ, ବାଉନ ଵାଟୀର ଚାଷ। ଛପନ ଭୋଗ ର ବାସ। ଛିଣ୍ଡା ମସିଣା ରେ ଶୋଇପାରେ, ରକ୍ତାକ୍ତ ପୃଥିବୀ। ଗୋଟେ ଉପରକୁ ଉଠୁଥିବା ହାତ ଦେଇପାରେ,ହିଟଲରୀ ଶାସନ। ମଣିଷ କୁ ମେଣ୍ଢା କରି ରଖିପାରେ ତା ଅଗଣା ରେ। ଅସ୍ପଷ୍ଟ ଅନ୍ଧାର ରେ ମାରିପାରେ

Loading

Apr
2022
21

*ସ୍ୱାର୍ଥପର — ଜଗଦୀଶ ଶତପଥୀ*

ସ୍ୱାର୍ଥପର ଜଗଦୀଶ ଶତପଥୀ କ୍ଷଣିକ ଦୁନିଆଁ ଲାଗେ ଭାରି ସ୍ୱର୍ଥପର। ଭାଇ ଏଠି ଭୁଲିଯାଏ ପର ଆପଣାର। ଜୀବନ ଟା କରେ ଖାଲି , ଯେତେକ ଫୁତ୍କାର। କେହି ନୁହେଁ ଆପଣାର, ସବୁ ଏଠି ପର।   ସଂପତ୍ତି ର ମୋହେ ଵଶ ଆଜିର ମଣିଷ। ସମାଜ କୁ ଦିଏ ସେହି ହଳାହଳ ବିଷ। ମଣିଷ ଟା ସ୍ୱର୍ଥପର

Loading

Apr
2022
21

*ଜାତୀୟତା — ନଳିନୀ ପ୍ରଭା ମିଶ୍ର*

ଜାତୀୟତା    ଜାତୀୟତା ଆମ ଜାତିର ସର୍ବସ୍ବ ଜାତୀଯତା ଆମ ଜୀବନ ଧନ ଜାତି ଲାଗି ଜାତୀୟତା ପରିଚୟ କରିଥାଏ ସଦା ଖ୍ୟାତି ସଂପନ୍ନ। ଜାତି କର୍ଣ୍ଣଧାର ସାଜିଛନ୍ତି କେତେ ନାନାଦି ପ୍ରକାରେ କଷଣ ସହି ସେହି ଜାତୀୟତା ଅତୀତର ଗାଥା ଦେଉ ଅଛି ସ୍ଵର୍ଣ୍ଣାକ୍ଷରେ ସୂଚାଇ। ଜାତି ପାଇଁ ସିନା ମଧୁ, ଗୋପବନ୍ଧୁ ଗୋଦାବରୀଶ ଙ୍କ ଅଭୁଲା

Loading