April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
13

*ବିପଦ–ଡ.ପ୍ରିୟମ୍ବଦା ସାମଲ*

*ବିପଦ* ବିପଦ ନାଶନ ହେ ଚକାନୟନ ତୁମେ ତ ଭକତ ବନ୍ଧୁ ତୁମେ ସର୍ବମୟ ତୁମେ ସର୍ବଜ୍ଞାତା କରୁଣାର ଭବ ସିନ୍ଧୁ। ଭକତର ନାଥ ଆହେ ଦୀନନାଥ ସୃଷ୍ଟିର ସର୍ଜନାକାରୀ ତୁମ ପଦ ତଳେ ନିଏଯେ ଆଶ୍ରୟ ରକ୍ଷାକର ଦଇତାରୀ। ଅନ୍ୟାୟ ଅନୀତି ଭରା ଆଜି ଧରା ତୁମେ ପ୍ରଭୁ ପରଂବ୍ରହ୍ମ ଅପଲକ ନେତ୍ରେ ସର୍ବ ଦୃଶ୍ୟଜ୍ଞାତ ଭକ୍ତକୁ

Loading

Apr
2022
9

*ସୁମନ — ଡ.ପ୍ରିୟମ୍ବଦା ସାମଲ*

*ସୁମନ* ଡ.ପ୍ରିୟମ୍ବଦା ସାମଲ ତରୁରେ ଲତାରେ ଶୋଭା ସୌନ୍ଦର୍ଯ୍ଯରେ ସୁରଭିର ସୁକମ୍ପନ ରଙ୍ଗବେରଙ୍ଗର ଲୋଟଣି ପାରା ସେ ଅପୂର୍ବ ଶୋଭା ସୁମନ। ପ୍ରକୃତିର ଦାନ ଅଟେ ଅନୁପମ ଶୋଭାରେ ଶୋଭିତ ଧରା ସୁମନ ଶୋଭିତ ପ୍ରୀତିମୟ ସୃଷ୍ଟି ସତେ କି ରଙ୍ଗ ପସରା। ଦିବାକର ଠାରୁ ସପ୍ତରଙ୍ଗ ନେଇ ରଙ୍ଗୀନ ହୁଏ କୁସୁମ ଚାନ୍ଦଠାରୁ ଧବଳତା ବର୍ଣ୍ଣ ନେଇ

Loading

Feb
2022
23

*ପିଲାଦିନ ସ୍ମୁତି–ଡ. ପ୍ରିୟମ୍ବଦା ସାମଲ*

*ପିଲାଦିନ ସ୍ମୁତି* ଡ. ପ୍ରିୟମ୍ବଦା ସାମଲ ପିଲାଦିନ ସ୍ମୁତି ଅଭୁଲା ସେ ଗୀତି ଅପସୋରା ଅନାବିଳ ସାଙ୍ଗ ସାଥି ମେଳ ଗାଆଁ ଦାଣ୍ତ ଖେଳ ଅପରୂପ ସେ ସ୍ବପ୍ନିଳ। କୁମାର ପୂର୍ଣ୍ଣିମା ପୂଜା ଓ ପାର୍ବଣ ରଜ ଦୋଳି ଖେଳ ଗୀତ ସରସ୍ୱତୀ ପୂଜା ଗଣେଶ ଚତୁର୍ଥୀ ମନକୁ କରେ ମୋହିତ। ଶିକ୍ଷା ଅନୁଭୂତି ଶିକ୍ଷକଙ୍କ ବାଣୀ ଶିକ୍ଷାୟତନ

Loading

Jan
2022
11

*ଥକ୍କା ସୂରୁଜ – ଡ. ପ୍ରିୟମ୍ବଦା ସାମଲ*

ଥକ୍କା ସୂରୁଜ ଡ. ପ୍ରିୟମ୍ବଦା ସାମଲ ********************* ଶୀତର ପ୍ରାବଲ୍ୟ କାୟା ବିସ୍ତାରିଣ ଶୀତଳତା ଦିଏ ଭରି ତେଜସ୍ବୀ ଆଦିତ୍ୟ ତେଜ ଥମିଯାଏ ନ ଥାଏ ପ୍ରଖର ଭାରି। ମେଘୁଆ ଆକାଶ ଥମ୍ ଥମ୍ ଲାଗେ ଲାଗୁଅଛି ସତେ ସନ୍ଧ୍ଯା ମାୟାର ପଣତେ ହୋଇଯାଇଛି କି ଦିବାକର ସତେ ବନ୍ଧା। ଲାଜବତୀ ଫୁଲ ଖୋଜଇ କିରଣ ପ୍ରଭାକର ପ୍ରଭାପ୍ରାପ୍ତି

Loading

Nov
2021
16

*ଶ୍ରୀରାଧା ଶରଣମ୍ – ଡ. ପ୍ରିୟମ୍ବଦା ସାମଲ*

*ଶ୍ରୀରାଧା ଶରଣମ୍*     ଡ. ପ୍ରିୟମ୍ବଦା ସାମଲ ତୁମେ ଦିବ୍ଯପ୍ରାଣା ଭବ୍ୟ ଚେତନାର ପବିତ୍ର ପ୍ରକୃତି ରୂପ ଅପ୍ରାକୃତ ପ୍ରେମ ସଂଗୀତ ସୁରର ଶତ ତାଳ ଝଙ୍କୁରିତ। ତୁମରି ପ୍ରାଣର ଦିବ୍ୟ ଚେତନାରେ ନିନାଦିତ ଗୋପପୁର ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ ଝରୁଥାଏ ନିରନ୍ତର। ଆକୁଳିତ ପ୍ରାଣ ବ୍ଯାକୁଳିତ ମନ କାହ୍ନୁର ଦର୍ଶନ ପାଇଁ ବନ ଉପବନ

Loading

Nov
2021
4

*ଦୀପାବଳୀ ସଚେତନ -ଡ. ପ୍ରିୟମ୍ବଦା ସାମଲ*

*ଦୀପାବଳୀ ସଚେତନ*  ଡ. ପ୍ରିୟମ୍ବଦା ସାମଲ ବାରମାସ ମଧ୍ଯେ କାର୍ତ୍ତିକ ମାସଟି ଅଟଇ ଧର୍ମର ମାସ ଏହି ମାସଟିର ଅମାବାସ୍ଯା ତିଥି ହିଁ ଦୀପାବଳୀ ଦିବସ। ସଂସ୍କୃତି ସଂପନ୍ନ ଉଚ୍ଚ ପରଂପରା ଦେଶ ତ ଆମ ଭାରତ ପରବ ପର୍ବାଣୀ ପୂଜାପାଠ ପୁଣି ବିଶ୍ବରେ ଅଟେ ବିଦିଚ। ଦୀପାବଳୀ ଦିନ କାଉଁରିଆ କାଠି ଜଳାଇ ପୂର୍ବ ପୁରୁଷେ ଆବାହନ

Loading

Oct
2021
27

*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

*ଜୀବନର ସଂଜ୍ଞା * ଡ. ପ୍ରିୟମ୍ବଦା ସାମଲ ବାଲ୍ଯବସ୍ଥା ଚାଲିଯାଏ ଚପଳଛନ୍ଦାର ମନ ନେଇ ଖେଳରେ ଖେଳରେ ନ ହୁଏ ଗଣା କୈଶୋରାବସ୍ଥା ଲୋଟିଯାଏ ବହି ଖାତା କଲମ ପେନସିଲରେ ନ ହୁଏ ଊଣା। ଯୁବାବସ୍ଥା ଚାଲିଯାଏ କର୍ମରେ ସେବାରେ ପଢିବାରେ ପଢାଇବାରେ ଘରକୁ ସଜାଡିବାରେ ଜୀବନ ଚାଲୁଛି ଛୁଟି ବସି ସମୟ ଘୋଡାରେ। ପ୍ରତିଦିନ ପ୍ରତ୍ଯୁଷ ଆସୁଛି

Loading

Oct
2021
16

*ମହାଷ୍ଟମୀ ପୂଜା  – ଡ. ପ୍ରିୟମ୍ବଦା ସାମଲ*

*ମହାଷ୍ଟମୀ ପୂଜା* ଡ. ପ୍ରିୟମ୍ବଦା ସାମଲ ***************************** ଶରତ ଆକାଶ ନିର୍ମଳ ଶୋଭାରେ ହସି ଉଠେ ଗାଁ ପଲ୍ଲୀ ସହର କାଶତଣ୍ଡୀ ହସି ଚାମର ବିଞ୍ଚଇ ଶୋଭେ ମାଳା ଗଙ୍ଗଶିଉଳୀର। ଅପୂର୍ବ ଶୋଭାରେ ସୁଶୋଭିତ ମହୀ ଆଲୋକ ସଜ୍ଜିତ ରୋଷଣୀରେ ପାଂଚଦିନ ହେବ ମାଆଙ୍କର ପୂଜା ପ୍ରକୃତିମା’ ନୃତ୍ୟେ ଅବତରେ। ଷଷ୍ଠୀ ଦିନଠାରୁ ଚକ୍ଷୁ ରୋପଣ ଯେ ସପ୍ତମୀରେ

Loading

Aug
2021
2

*ଶ୍ରାବଣରେ ଯିବା ଶିବ ମନ୍ଦିର – ଡ. ପ୍ରିୟମ୍ବଦା ସାମଲ*

ଶ୍ରାବଣରେ ଯିବା ଶିବ ମନ୍ଦିର ଡ. ପ୍ରିୟମ୍ବଦା ସାମଲ ଶ୍ରାବଣ ଆସିଛି ଶିବଙ୍କ ମନ୍ଦିରେ ଭିଡ ଲାଗିଛି। କାଉଡିଆମାନେ ଜଳସ୍ନାନ କରି ଜଳ ଭାର ଧରି ଶିବ ଙ୍କୁ ମନାସୀ ମନ୍ଦିର ଚାଲନ୍ତି। ବୋଲେ ବମ୍ ଶବ୍ଦେ ରାସ୍ତା ପଥ ପବିତ୍ର ମନରେ ଭକ୍ତି ପ୍ଳାବିତ ହ୍ରୁଦୟେ ଶିବ ସ୍ଥାପିତ ଗେରୁଆ ବସ୍ତ୍ର ରେ ଭକ୍ତ ଶୋଭିତ। କାନ୍ଧରେ

Loading

Jul
2021
7

 *ନାରୀ –  ଡ. ପ୍ରିୟମ୍ବଦା ସାମଲ*

*ନାରୀ* ଡ. ପ୍ରିୟମ୍ବଦା ସାମଲ ______________________________________ ନାରୀଟିଏ ସେତ ପ୍ରୀତିର ସ୍ପନ୍ଦନ କୋମଳତା ସହିଷ୍ଣୁତା ତା’ଜୀବନ। କେବେ ଆନନ୍ଦିନୀ କେବେ ତେଜସ୍ବିନୀ କେବେ ପୁଣି ରୁଦ୍ରା କେବେ ଅଭିମାନୀ। ଜୀବନ ଯୁଦ୍ଧରେ ହାରି ବାରବାର ତଥାପି ହୁଏନା କେବେ ସେ କାତର। ପ୍ରଣତି ବାଢେ ସେ ପ୍ରଭୁଙ୍କ ପୟର କେମିତି ହସିବ ତା ସୁନା ସଂସାର। ସ୍ନେହେ ପ୍ରେମେ

Loading

Jul
2021
3

*ବାର୍ତ୍ତା – ଡ. ପ୍ରିୟମ୍ବଦା ସାମଲ*

*ବାର୍ତ୍ତା* –  ଡ. ପ୍ରିୟମ୍ବଦା ସାମଲ   ****************************** ଶାନ୍ତିର ପ୍ରତୀକ କପୋତରେ ତୁହି କି ବାର୍ତ୍ତା ଆଣିଛୁ କହ ଏକା ଏକା ବସି ଯାକଥା ଭାବୁଛି କେମିତି ଅଛି ସେ କହ। ଜୀବନ ମଧ୍ଯାହ୍ନେ ବସିଅଛି ଏକା ଆସିଲୁ ତୁ ଭଲ କଲୁ ପ୍ରାକୃତିକ ଦ୍ରୁଶ୍ଯ ତା ସାଥେ ତୋ ମଧୁର ସ୍ବର ମନକୁ ମୋ ହରି

Loading

Jun
2021
22

*ସଂସାର ହାଟ – ଡ.ପ୍ରିୟମ୍ବଦା ସାମଲ

*ସଂସାର ହାଟ* – ଡ.ପ୍ରିୟମ୍ବଦା ସାମଲ !!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!! ସଂସାର ହାଟରେ ଆମେ ସୌଦାଗର କିଣାବିକା ଆମ ଚାଲିଛି ହାଟ ସରିଗଲେ ବାଟ ସରିଯିବ ଚାଲିଯିବା ଛାଡି ଭୂଇଁ କି। ନାନା ଜାତି ଦ୍ରବ୍ଯ ବିକା ହୁଏ ଏଠି ପରଖି ପାରିଲେ ହେଲା ପରଖିବା ଲୋକ ବାହା ବାହା ପାଏ ସଂସାରର ଲୀଳା ଖେଳା। ସଂସାର ହାଟରେ ଅଛି ଭଲମନ୍ଦ

Loading

Jun
2021
22

*ନୀଳମାଧବ – ଡ. ପ୍ରିୟମ୍ବଦା ସାମଲ*

ନୀଳମାଧବ – ଡ. ପ୍ରିୟମ୍ବଦା ସାମଲ ପାହାଡ଼ ଶୀର୍ଷରେ ମହାନଦୀ କୂଳେ କଣ୍ଟିଲୋ ନୀଳମାଧବ ସୁନ୍ଦର ପ୍ରକୃତି ସବୁଜ ବନାନୀ ଦେଖିଲେ ହୋଇବ ମୁଗ୍ଧ। ଚରଣରୁ ତାଙ୍କ ପ୍ରବାହିତ ହୁଏ ପବିତ୍ର ଜଳଧାରା ମାଘସପ୍ତମୀ ଚନ୍ଦନ ଯାତ୍ରା ପାଳିତ ହୁଏ ପରା। ନିକଟେ ଅଛି ସିଦ୍ଧେଶ୍ଵର ମନ୍ଦିର ଭକ୍ତେ ଯାଆନ୍ତି ପୂଜି ପର୍ଯ୍ୟଟକ ମାନେ ଆନନ୍ଦ ମନରେ ସେଠାରେ

Loading

Feb
2021
13

*କେମିତି ବୁଝାଇବି* — ଡ. ପ୍ରିୟମ୍ବଦା ସାମଲ

*କେମିତି ବୁଝାଇବି* ଡ. ପ୍ରିୟମ୍ବଦା ସାମଲ କେମିତି ବୁଝାଇବି କେତେ ମୁଁ ଭଲ ପାଏ ବୋଲି ଭାଷାରେ ଯା ସରେନା ମନରୁ ଯା ମରେନା ହ୍ରୁଦୟୁ ଯା ଲିଭେନା ତୁମେ ତ ମୋ ଆଖି ନୁହଁ ସେ ଆଖିର ଜ୍ଯୋତି ତୁମେ ମୋର ଭାଷା ନୁହଁ ସେ ଭାଷାର ସ୍ବର ତୁମେ ମୋର ପ୍ରାଣ ନୁହଁ ସେ ପ୍ରାଣର

Loading

Dec
2020
30

ସନ୍ତାନ — ଡ .ପ୍ରିୟମ୍ବଦା ସାମଲ

ସନ୍ତାନ କାନ ଧରେ ରୋଷକଷାଣିତ ଆଖି ଦେଖାଏ ଭୟ ପାଏ ସେ, ଆଉ କେବେ ଦୁଷ୍ଟାମୀ କରିବନି ପାଠ ପଡିବ, ଭଲ ହେବ ପ୍ରତିଶୃତି ଦିଏ କିନ୍ତୁ! ପୁଣି ପୁନରାବୃତ୍ତି ରାଗିଲେ ପାଖେ ବସେ ଲୁହ ଡବଡବ ଆଖି ନେଇ ପୁଣି ତାର ସେହି ପ୍ରତିଶ୍ରୁତି ର ପୁନରାବୃତ୍ତି କରିବାକୁ ରାଗିବା କୁ ମନ କରେନା କଅଁଳ ଭୟାତୁର

Loading

Dec
2020
27

“କରୋନାରେ ଶୀତ” — ଡ.ପ୍ରିୟମ୍ବଦା ସାମଲ

“କରୋନାରେ ଶୀତ” ମଦପିଇଲେ ଭୟ ଲାଗେ ହାର୍ଟ ଟା ଦୁର୍ବଳ ହୋଇପାରେ ତଥାପି ବଢାଇ ଦିଏ ପିଆଲା ସେ, ଦେହର ଯତ୍ନ ନେବାକୁ କହେ, ଅଯତ୍ନରେ ଅସମୟେ ଦେହଟା ଲୋଟିପଡେ। ଦେହରେ ଦେହ ଜଡିଯାଏ ଓଦା ଶାଢୀ ପରି ସବୁକିଛି ଏକାକାର ହୁଏ ପାଖ ଗଛ ବୁଦା ବରଫ ପାଲଟି ଯାଏ ମଲ୍ଲୀଫୁଲର ବାସ୍ନା ରେ ବାସ୍ନାୟିତ ହୁଏ,

Loading