ବିପ୍ଳବୀ ବିପ୍ଳବୀ ତୁମ ଲେଖନୀ ମୁନରେ ଆଣିପାର ନୂତନତ୍ବ ଲକ୍ଷ୍ୟ ତୁମର ଅର୍ଜ୍ଜୁନ ସମ ଚକ୍ଷୁ ଭେଦ କରିବ ନିଶ୍ଚିତ। କର୍ମର ପଥରେ ଦୃଢ ପଦକ୍ଷପେ ନିଶ୍ଚିତ ମିଳିବ ଫଳ ପ୍ରଗତି ପଥରେ ସର୍ବଦା ବିଜୟ ନ ହୁଏ କେବେ ବିଫଳ। ଉଦ୍ଦେଶ୍ୟ ଯାହାର ଥାଏ ମହତରେ କେବେ ସେ ପଛେ ଫେରେନା ଆସୁ ପଛେ ଯେତେ
Read More
10 total views, 10 views today
ଓଡିଆ ସଂସ୍କୃତିରେ ବିଷୁବ ଡ. ପ୍ରିୟମ୍ବଦା ସାମଲ ଭାରତବର୍ଷରେ ଚିରହାସ୍ଯମୟୀ ବୀର ପ୍ରସବିନୀ କିର୍ତ୍ତୀ କିରିଟିନୀ ମନ୍ଦିରମାଳିନୀ ଉତ୍କଳ ଏକ ପୂଣ୍ୟଭୂମି। ଓଡିଶାର ପ୍ରାଣର ଈଶ୍ବର ଶ୍ରୀ ଜଗନ୍ନାଥ। ଜଗତର ନାଥ ଜଗନ୍ନାଥଙ୍କ ପରଂପରାରେ ଜଗନ୍ନାଥ ପଂଜିକା କିମ୍ବା ସୌରମାସ ଅନୁସାରେ ମହା ବିଷୁବ ସଂକ୍ରାନ୍ତି ଓଡିଆର ନୂତନ ବର୍ଷ ରୂପେ ଗ୍ରହଣୀୟ। ଗୋଟିଏ ସଂକ୍ରାନ୍ତି ରୁ ଆଉ
Read More
34 total views, 3 views today
ପଦ୍ମଶ୍ରୀ ରଜତ କର ଉତ୍କଳ ମାତାର ଯୋଗ୍ୟ ବରପୁତ୍ର ଉଜ୍ଜ୍ବଳ ଜ୍ୟୋତିଷ୍କ ସମ ସାରସ୍ଵତ ଜଗତେ ଯାଜୁଲ୍ୟମାନ ପ୍ରଜ୍ଞା ପୁରୁଷ ମହାନ। ଭଞ୍ଜ ସାହିତ୍ୟର ଶ୍ରେଷ୍ଠ ଗବେଷକ ପ୍ରଚଣ୍ଡ ବାଗ୍ମୀ ବରେଣ୍ୟ ଅଜସ୍ର ସାରସ୍ଵତ ସୃଜନୀ ସ୍ରଷ୍ଟା ବ୍ୟାଖ୍ୟାକାର ସର୍ବମାନ୍ୟ। କଟକ ଜିଲ୍ଲାର ମାହାଙ୍ଗା ସ୍ଥାନରେ ପ୍ରତିଭାଧରଙ୍କ ଜନ୍ମ ମାତା ଇନ୍ଦୁମତୀ ପିତା କୁଳମଣୀ କୋଳକୁ କରିଲ
Read More
28 total views, 1 views today
ଉତ୍କଳ ଗୌରବ ମଧୁସୂଦନ ଡ.ପ୍ରିୟମ୍ବଦା ସାମଲ ଉତ୍କଳ ଗୌରବ ମଧୁସୂଦନ ଉତ୍କଳ ଜନନୀ ଯୋଗ୍ୟ ସନ୍ତାନ ସ୍ଵତନ୍ତ୍ର ପ୍ରଦେଶ ଗଠନ କରି ଜନନୀର ତୁମେ ରଖିଲ ମାନ। ଖଣ୍ଡ ବିଖଣ୍ଡିତ ଉତ୍କଳ ଯେବେ କରୁଥିଲା ବସି ଦୁଃଖେ କ୍ରନ୍ଦନ ସୁପ୍ତ ବୀରେ ଜାଗ୍ରତ କରିବାକୁ କରିଥିଲ ତୁମେ ଦୃଢ ଚିନ୍ତନ ଚଳାଇଲ ତୁମ ଶକ୍ତ ଲେଖନ
Read More
22 total views
କୁଳବଧୂ କୁଳବଧୂ ଅଟେ କୁଳ ଅଳଙ୍କାର ପରିବାର ଅଟେ ସ୍ବର୍ଗ ସଭିମନ ନେଇ ସ୍ଵାର୍ଥକୁ ତ୍ୟାଗଇ ନାହିଁ ତାର ଅଭିଯୋଗ। ମୁଣ୍ଡରେ ଓଢ଼ଣା ପାଦରେ ପାଉଁଜି ଶୋଭା ପାଉ ନାହିଁ ଆଜି ସମୟର ସାଥେ ତାଳ ଦେଇ ସେତ ଜ୍ଞାନରେ ରହୁଛି ମଜ୍ଜି। ଶିକ୍ଷିତା ସଂସ୍କାରୀ ପୁଣି ସଦାଚାରୀ ନିଜ ପରିଚୟ ନେଇ ବଦଳୁଛି ବଧୂ ଯୁଗର
Read More
20 total views
ରଣପା ନୃତ୍ୟ ଡ.ପ୍ରିୟମ୍ବଦା ସାମଲ ଓଡ଼ିଶାର ପୁରାତନ ଲୋକକଳା ଅଟଇ ରଣପା ନୃତ୍ୟ ଯୁଦ୍ଧ ନାଚ ନାମେ ପ୍ରିୟ ପରିଚିତ ସନ୍ତୁଳନ ପ୍ରଦର୍ଶିତ। ଦକ୍ଷିଣ ଓଡ଼ିଶାର ଗୋରୁ ଜଗାଳି ଗୋପାଳକ ଲୋକପ୍ରିୟ ଗଞ୍ଜାମ ଗଜପତି କଳାହାଣ୍ଡିର ହୃଦୟ କରନ୍ତି ଜୟ। ବାଦ୍ୟ ଗୀତ ତାଳ ସହ ଲୟ ରଖି ଆଗକୁ ପଛକୁ ଯାଇ ଚାଲିବା ବୁଲିବା ଡେଇଁବା ଲଢ଼ିବା
Read More
30 total views
ପ୍ରତ୍ୟୟ ବ୍ୟକ୍ତିର ପ୍ରଚେଷ୍ଟା ଆଣଇ ପ୍ରତ୍ୟୟ କର୍ମ ନିପୁଣ ଗୁଣରେ ଆସ୍ଥାବାନ ଜନ କରେ ଅନୁଭବ ପ୍ରତ୍ୟୟ ଈଶ୍ୱର ଠାରେ। ମନ ମାନସରେ ସଂଗ୍ରାମ ଚାଲଇ ସନ୍ଦେହ ଆସିଲେ ମନେ ପ୍ରକୃତ ଜ୍ଞାନକୁ ହାସଲ କରଇ ପ୍ରତ୍ୟୟର ରଣାଙ୍ଗନେ। ଅଧ୍ୟାତ୍ମିକ ଜନ ଦୃଢ କରେ ମନ ପ୍ରତ୍ୟୟ ହୃଦେ ଜନ୍ମାଏ ପ୍ରତିରୋଧ କରେ ନକରାତ୍ମକକୁ ପ୍ରତ୍ୟୟର ଜୟ
Read More
39 total views
ମୁହୂର୍ତ୍ତ ତୁମେ ସିନା ସ୍ପର୍ଶକର ପ୍ରତିଟି ପ୍ରାଣସତ୍ତାର ମନନର କ୍ଷୁଦ୍ରାଦିକ୍ଷୁଦ୍ର ଭାବର ଚିନ୍ତନକୁ ମୁଁ କିନ୍ତୁ ସ୍ମିତ ହସି ଅତିକ୍ରମ କରେ ମୋ ଇଛାର ପ୍ରତିଟି ମୁହର୍ତ୍ତର ନୂତନ କଳିକୁ। ତୁମେ ସିନା ଭରିଦିଅ ସବୁଜିମା ଶୂନ୍ୟତାକୁ ଦେଇପାର ପୂର୍ଣ୍ୟତାର କଳେବର ରଚିପାର ଅନନ୍ତ ଅପାର ଏ
Read More
32 total views, 1 views today
*ଗବାକ୍ଷ* ପ୍ରଚଣ୍ଡ ଗ୍ରୀଷମରେ ଉତ୍ତପ୍ତ ଧରା ଧରଣୀ ରାଣୀ ଫେଡି ନେତ୍ର ଅଧିରା। ଗବାକ୍ଷ କୋଣୁ ଚାହେଁ ସୁପ୍ତ ଜଳଦ କେବେ ସେ ଭିଜାଇବ ହୋଇ ବାରିଦ। ସୁଷ୍ମ ଧୂଳିକଣା ଉଡ଼ଇ ନଭରେ ଉତ୍ତପ୍ତ ବାୟୁ ଜୀବନ ବ୍ୟସ୍ତ କରେ। ପ୍ରବଳ ଘର୍ମ ଅସ୍ତବ୍ୟସ୍ତ ଜୀବନ କାଳ ବୈଶାଖୀକୁ କରେ ନିମନ୍ତ୍ରଣ। ପ୍ରାତଃ କାଳରେ ଧରା ପ୍ରପାତ
Read More
44 total views, 2 views today
*ଜୀବନ* ଜୀବନ କେବେ ଡ଼ହ ଡହ ଫୁଟା ବାଲିରେ ସନ୍ତୁଳିତ ନିରବତା ବାଲିଝଡରେ କ୍ଷତବିକ୍ଷତ ଶୁଷ୍କ ନିରଳସ ସଂଗହୀନ ନୀରବ ନିଶ୍ଚଳ ବ୍ୟାକୁଳତା। କେବେ ଶ୍ରାବଣର ରିମ୍ ଝିମ୍ ବର୍ଷାର ମେଘ ମହ୍ଲାର ସବୁଜିମାରେ ଆଚ୍ଛାଦିତ ଲାଲ୍ ଟୁକୁ ଟୁକୁ ସାଧବ ବୋହୂର ମନ୍ଦମନ୍ଥର ଗତି ଚପଳାର ଚମକିତ ଶିଖା ଥୁରୁ ଥୁରୁ ଶୀତର କମ୍ପନ ଚାନ୍ଦିନୀ ର
Read More
32 total views
ଚିତ୍ରପଟ ତୁମକୁ ଦେଖିଲେ ଲାଗୁଥିଲା ଏ ପୃଥିବୀ ସୁନ୍ଦର ହୃଦୟ ପ୍ରତିଟି କୋଣରେ ଶୁଭୁଥିଲା ଅନାବନା ସୁରର ଲହର ଆମ ଗାଁ ନଈର ଛୋଟଛୋଟ ଲହରୀ ସବୁ ଗାଉଥିଲେ ପ୍ରୀତିରଗଜଲ କାଶତଣ୍ଡୀ ଫୁଲ ପବନର ସୁରେ ସୁରେ ନାଚୁଥିଲା ହୋଇଣ ବିଭୋର। ହେଲେ ଫୁଲ ଫୁଟିବାର ଋତୁ ସବୁ ଅଜାଣତରେ ଦୂରେଇ ଗଲେ ମୋଠାରୁ ତୁମଠାରୁ ବୋକା
Read More
60 total views
*ଶ୍ରୀରାଧା ଶରଣମ୍* ତୁମେ ଦିବ୍ଯପ୍ରାଣା ଭବ୍ୟ ଚେତନାର ପବିତ୍ର ପ୍ରକୃତି ରୂପ ଅପ୍ରାକୃତ ପ୍ରେମ ସଂଗୀତ ସୁରର ଶତ ତାଳ ଝଙ୍କୁରିତ। ତୁମରି ପ୍ରାଣର ଦିବ୍ୟ ଚେତନାରେ ନିନାଦିତ ଗୋପପୁର ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ ଝରୁଥାଏ ନିରନ୍ତର। ଆକୁଳିତ ପ୍ରାଣ ବ୍ଯାକୁଳିତ ମନ କାହ୍ନୁର ଦର୍ଶନ ପାଇଁ ବନ ଉପବନ ହସି ଉଠୁଥାଏ ତୁମରି ପରଶ
Read More
66 total views
*ବିଦ୍ୱାନ* ପ୍ରତିଟି ମୁହର୍ତ୍ତ ଅଧ୍ୟୟନରତ ଜନ ହୋଇଥାଏ ବିଜ୍ଞ ଜ୍ଞାନ ଆହରଣ ଯାର ଆଚରଣ ବୋଲାଏ ତହିଁ ବିଦ୍ୱାନ। ଧନ ଓ ଆସନ ପୂଜା ପାଉଥାଏ ନିଜନିଜ ଅଞ୍ଚଳରେ ବିଜ୍ଞ ଓ ବିଦ୍ୱାନ ସର୍ବଦା ପୂଜିତ ପ୍ରତିଟି ଜନ ମନରେ। ବିଦ୍ୱାନ ଜନ ନିନ୍ଦା ସମାଲୋଚନା ଅପମାନକୁ ଅମୃତ ପ୍ରଶଂସାକୁ ସଦା ବିଷ ତୁଲ୍ଯ ମଣି ସଜାଡି ହୋଇ
Read More
47 total views
*ଅନୁଭବେ ଦିବ୍ଯସତ୍ତା* ଭାବର ଠାକୁର ଭାବବିନୋଦିଆ ଯେବେ ମୁଁ ତୁମକୁ ଭାବେ ଭାବର ଭାବରେ ବିରାଜ ଭାବରେ ଦିବ୍ଯସତ୍ତା ଅନୁଭବେ। ଦୁଃଖ କଷ୍ଟ ଦେଇ ପରଖୁ ଥାଅ ତ ଭକତ ଜନର ଭାବ ଦୁଃଖରେ ନିକଟେ ଥାଅ ପ୍ରଭୁ ତୁମେ କରେ ମୁହିଁ ଅନୁଭବ। ହଟିଆ ଠାକୁର ହେ ନଟ ନାଗର ମୁରୁକି ମୁରୁକି ହସ ମୋତେ କଷ୍ଟ
Read More
47 total views, 1 views today
*ପ୍ରଭାବିତ* ରବି କର ପ୍ରସାରିଣ ସର୍ବସ୍ଥାନେ ଗ୍ରହଣ କରଇ ଜଳ ସର୍ବଗୁଣ ବ୍ୟକ୍ତି ସଂପୃକ୍ତି ହେଲେବି ସୁଗୁଣ ଆଦରି ଚଳ। ଚନ୍ଦ୍ରର ଶୀତଳ କିରଣ ଦିଅଇ ପ୍ରତିଟି ମନେ ଆନନ୍ଦ ଧୀର ସ୍ଥିର ଶାନ୍ତ ମନ କର୍ତ୍ତବ୍ଯରେ ବିକଶଇ ତ ସୁଗନ୍ଧ। ପୃଥିବୀର ଧୈର୍ଯ୍ୟ ଗୁଣେ ପ୍ରଭାବିତ ସହିଷ୍ଣୁତା ଯେ ମହାନ ପ୍ରତିଟି ଜୀବନ ହୁଏ ଉପବନ ଧରିତ୍ରୀ
Read More
49 total views, 1 views today
*ବିପଦ* ବିପଦ ନାଶନ ହେ ଚକାନୟନ ତୁମେ ତ ଭକତ ବନ୍ଧୁ ତୁମେ ସର୍ବମୟ ତୁମେ ସର୍ବଜ୍ଞାତା କରୁଣାର ଭବ ସିନ୍ଧୁ। ଭକତର ନାଥ ଆହେ ଦୀନନାଥ ସୃଷ୍ଟିର ସର୍ଜନାକାରୀ ତୁମ ପଦ ତଳେ ନିଏଯେ ଆଶ୍ରୟ ରକ୍ଷାକର ଦଇତାରୀ। ଅନ୍ୟାୟ ଅନୀତି ଭରା ଆଜି ଧରା ତୁମେ ପ୍ରଭୁ ପରଂବ୍ରହ୍ମ ଅପଲକ ନେତ୍ରେ ସର୍ବ ଦୃଶ୍ୟଜ୍ଞାତ ଭକ୍ତକୁ
Read More
52 total views, 1 views today
*ସୁମନ* ଡ.ପ୍ରିୟମ୍ବଦା ସାମଲ ତରୁରେ ଲତାରେ ଶୋଭା ସୌନ୍ଦର୍ଯ୍ଯରେ ସୁରଭିର ସୁକମ୍ପନ ରଙ୍ଗବେରଙ୍ଗର ଲୋଟଣି ପାରା ସେ ଅପୂର୍ବ ଶୋଭା ସୁମନ। ପ୍ରକୃତିର ଦାନ ଅଟେ ଅନୁପମ ଶୋଭାରେ ଶୋଭିତ ଧରା ସୁମନ ଶୋଭିତ ପ୍ରୀତିମୟ ସୃଷ୍ଟି ସତେ କି ରଙ୍ଗ ପସରା। ଦିବାକର ଠାରୁ ସପ୍ତରଙ୍ଗ ନେଇ ରଙ୍ଗୀନ ହୁଏ କୁସୁମ ଚାନ୍ଦଠାରୁ ଧବଳତା ବର୍ଣ୍ଣ ନେଇ
Read More
58 total views
*ପିଲାଦିନ ସ୍ମୁତି* ଡ. ପ୍ରିୟମ୍ବଦା ସାମଲ ପିଲାଦିନ ସ୍ମୁତି ଅଭୁଲା ସେ ଗୀତି ଅପସୋରା ଅନାବିଳ ସାଙ୍ଗ ସାଥି ମେଳ ଗାଆଁ ଦାଣ୍ତ ଖେଳ ଅପରୂପ ସେ ସ୍ବପ୍ନିଳ। କୁମାର ପୂର୍ଣ୍ଣିମା ପୂଜା ଓ ପାର୍ବଣ ରଜ ଦୋଳି ଖେଳ ଗୀତ ସରସ୍ୱତୀ ପୂଜା ଗଣେଶ ଚତୁର୍ଥୀ ମନକୁ କରେ ମୋହିତ। ଶିକ୍ଷା ଅନୁଭୂତି ଶିକ୍ଷକଙ୍କ ବାଣୀ ଶିକ୍ଷାୟତନ
Read More
237 total views
ଥକ୍କା ସୂରୁଜ ଡ. ପ୍ରିୟମ୍ବଦା ସାମଲ ********************* ଶୀତର ପ୍ରାବଲ୍ୟ କାୟା ବିସ୍ତାରିଣ ଶୀତଳତା ଦିଏ ଭରି ତେଜସ୍ବୀ ଆଦିତ୍ୟ ତେଜ ଥମିଯାଏ ନ ଥାଏ ପ୍ରଖର ଭାରି। ମେଘୁଆ ଆକାଶ ଥମ୍ ଥମ୍ ଲାଗେ ଲାଗୁଅଛି ସତେ ସନ୍ଧ୍ଯା ମାୟାର ପଣତେ ହୋଇଯାଇଛି କି ଦିବାକର ସତେ ବନ୍ଧା। ଲାଜବତୀ ଫୁଲ ଖୋଜଇ କିରଣ ପ୍ରଭାକର ପ୍ରଭାପ୍ରାପ୍ତି
Read More
243 total views
*ଶ୍ରୀରାଧା ଶରଣମ୍* ଡ. ପ୍ରିୟମ୍ବଦା ସାମଲ ତୁମେ ଦିବ୍ଯପ୍ରାଣା ଭବ୍ୟ ଚେତନାର ପବିତ୍ର ପ୍ରକୃତି ରୂପ ଅପ୍ରାକୃତ ପ୍ରେମ ସଂଗୀତ ସୁରର ଶତ ତାଳ ଝଙ୍କୁରିତ। ତୁମରି ପ୍ରାଣର ଦିବ୍ୟ ଚେତନାରେ ନିନାଦିତ ଗୋପପୁର ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ ଝରୁଥାଏ ନିରନ୍ତର। ଆକୁଳିତ ପ୍ରାଣ ବ୍ଯାକୁଳିତ ମନ କାହ୍ନୁର ଦର୍ଶନ ପାଇଁ ବନ ଉପବନ
Read More
507 total views