March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ସଂସାର ହାଟ – ଡ.ପ୍ରିୟମ୍ବଦା ସାମଲ

*ସଂସାର ହାଟ*

– ଡ.ପ୍ରିୟମ୍ବଦା ସାମଲ

!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!
ସଂସାର ହାଟରେ ଆମେ ସୌଦାଗର
କିଣାବିକା ଆମ ଚାଲିଛି
ହାଟ ସରିଗଲେ ବାଟ ସରିଯିବ
ଚାଲିଯିବା ଛାଡି ଭୂଇଁ କି।
ନାନା ଜାତି ଦ୍ରବ୍ଯ ବିକା ହୁଏ ଏଠି
ପରଖି ପାରିଲେ ହେଲା
ପରଖିବା ଲୋକ ବାହା ବାହା ପାଏ
ସଂସାରର ଲୀଳା ଖେଳା।
ସଂସାର ହାଟରେ ଅଛି ଭଲମନ୍ଦ
ପରଖି ପାରେନା ମଣିଷ
ପରଖି ପାର ଯେ ସେହି ହୁଏ ଜୟୀ
ତା ଜୀବନ ଟା ହୁଏ ସରସ।
ଅଢେଇ ଦିନର ହାଟ ଅଟେ ଧରା
ଅଢେଇ ଦିନର ନିବାସା
ତଥାପି ମଣିଷ ସଂସାର ହାଟରେ
କରେ କେତେ ନାଟ ତମସା।
ଜୀବନ ର ହାଟ ବଡ ନଟଖଟ
ସମ୍ଭାଳି ପାରିଲେ ଜୟୀ
ଟିକେ ବସି ଗଲେ ଲୋକେ ହସିବେ ରେ
ପଥର ପଡିଲେ ସହି।
ସଂସାର ହାଟରେ ସବୁ ଅସ୍ଥାୟୀ
ଈଶ୍ବରଙ୍କ ନାମ ସାର
ତେଣୁ ହେ ଚଗଲା ଭଜୁଥା ସଦା
ହେବୁ ଏ ସଂସାରୁ ପାର।

– ଡ.ପ୍ରିୟମ୍ବଦା ସାମଲ

 340 total views,  1 views today

2 thoughts on “*ସଂସାର ହାଟ – ଡ.ପ୍ରିୟମ୍ବଦା ସାମଲ

  1. This really is a very good idea specially to those new for the blogosphere. Uncomplicated but pretty accurate information and facts… Thanks for sharing this one. Essential read through post!

Leave a Reply

Your email address will not be published. Required fields are marked *