October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

*ଜୀବନର ସଂଜ୍ଞା *

ଡ. ପ୍ରିୟମ୍ବଦା ସାମଲ

ବାଲ୍ଯବସ୍ଥା ଚାଲିଯାଏ

ଚପଳଛନ୍ଦାର ମନ ନେଇ

ଖେଳରେ ଖେଳରେ

ନ ହୁଏ ଗଣା

କୈଶୋରାବସ୍ଥା ଲୋଟିଯାଏ

ବହି ଖାତା କଲମ ପେନସିଲରେ

ନ ହୁଏ ଊଣା।

ଯୁବାବସ୍ଥା ଚାଲିଯାଏ

କର୍ମରେ ସେବାରେ

ପଢିବାରେ ପଢାଇବାରେ

ଘରକୁ ସଜାଡିବାରେ

ଜୀବନ ଚାଲୁଛି ଛୁଟି

ବସି ସମୟ ଘୋଡାରେ।

ପ୍ରତିଦିନ ପ୍ରତ୍ଯୁଷ ଆସୁଛି

ନିତିଦିନ ପ୍ରଦୋଷ ଯାଉଛି

ଚିରାଚରିତ ସବୁକିଛି

ହେଲେ ଜୀବନଟାରେ ଶୂନ୍ଯତାର

ଅବଗୁଂଜନ ଜଡିତ ରହିଛି ଯେମିତି

ପାଦ ଗଣି ଗଣି ଚାଲିବାକୁ ହୁଏ

ଦୁନିଆଟା ସଂଦେହ ଅବିଶ୍ବାସ

ବେଇମାନରେ ଭରା

ରାସ୍ତା ତ ଚାଲନ୍ତି

ହେଲେ କିପରି ଜୀବନ

ଖାଲି ଶୂନ୍ଯସ୍ଥାନ।

ଜୀବନ ଯୁଦ୍ଧରେ ବିଶ୍ବାସର

ନିଶ୍ବାସ ନେବା କଷ୍ଟ

ଏମିତି କିଛି ଜାଗା ଅଛି

ନିଜ ମୁଣ୍ଡ ଉଚ୍ଚାକରି

ଜିଇ ପାରିବ

ନିଜ ପସନ୍ଦର ଜୀବନ

ମା’ କୋଳର ନିର୍ଭୟତା

ଥିବା ଶାନ୍ତି ପ୍ରଶାନ୍ତିର।

ଜୀବନ ସତରଂଜିର ଖେଳ

କେତେବେଳେ କେଉଁଠି କଣ ହେବ

କିଏ କହିବ

ଏ ଜୀବନର।

କେମିତି କଟେ ଏ ଜୀବନ

ଭାଙ୍ଗିଯାଏ ବିଘ୍ନରେ ବାରବାର

ଗଢୁଥିବା ସ୍ବପ୍ନ

ସତେବା ବାଲିଘର।

ଜୀବନର ବିଶ୍ଳେଷଣ

ବଡ ସରଳ ପୁଣି ବହୁତ କଠିନ

କେବେ ସ୍ବପ୍ନିଳ ପ୍ରଜାପତିର ମନ

କେବେ ଉଲ୍କକାପାତର ସପନ

କେବେ ଫଲଗୁର ପ୍ଳାବନ

କେବେ ନିଦାଘ ଦାରୁଣ

ତାହା ତ ଜୀବନ।

 

ଡ. ପ୍ରିୟମ୍ବଦା ସାମଲ

 

 

Loading

6 thoughts on “*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

  1. Hello, all the time i used to check webpage posts here in the
    early hours in the break of day, for the reason that i like to find out more and more.

  2. My partner and I stumbled over here from a different page and
    thought I might as well check things out.
    I like what I see so now i am following you.
    Look forward to exploring your web page repeatedly.

  3. What’s up to all, the contents existing at this website are actually remarkable for people experience, well, keep
    up the nice work fellows.

  4. Whats up very cool web site!! Man .. Beautiful .. Amazing ..
    I’ll bookmark your website and take the feeds additionally?
    I’m satisfied to seek out so many useful information here within the publish,
    we need develop more strategies in this regard, thank you
    for sharing. . . . . .

  5. Wonderful blog! I found it while browsing on Yahoo News.
    Do you have any suggestions on how to get listed in Yahoo News?

    I’ve been trying for a while but I never
    seem to get there! Thank you

  6. I’m really loving the theme/design of your site.
    Do you ever run into any browser compatibility problems?
    A couple of my blog visitors have complained about my blog not working correctly in Explorer but looks
    great in Safari. Do you have any advice to help fix
    this issue?

Leave a Reply

Your email address will not be published. Required fields are marked *