May 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

*ଜୀବନର ସଂଜ୍ଞା *

ଡ. ପ୍ରିୟମ୍ବଦା ସାମଲ

ବାଲ୍ଯବସ୍ଥା ଚାଲିଯାଏ

ଚପଳଛନ୍ଦାର ମନ ନେଇ

ଖେଳରେ ଖେଳରେ

ନ ହୁଏ ଗଣା

କୈଶୋରାବସ୍ଥା ଲୋଟିଯାଏ

ବହି ଖାତା କଲମ ପେନସିଲରେ

ନ ହୁଏ ଊଣା।

ଯୁବାବସ୍ଥା ଚାଲିଯାଏ

କର୍ମରେ ସେବାରେ

ପଢିବାରେ ପଢାଇବାରେ

ଘରକୁ ସଜାଡିବାରେ

ଜୀବନ ଚାଲୁଛି ଛୁଟି

ବସି ସମୟ ଘୋଡାରେ।

ପ୍ରତିଦିନ ପ୍ରତ୍ଯୁଷ ଆସୁଛି

ନିତିଦିନ ପ୍ରଦୋଷ ଯାଉଛି

ଚିରାଚରିତ ସବୁକିଛି

ହେଲେ ଜୀବନଟାରେ ଶୂନ୍ଯତାର

ଅବଗୁଂଜନ ଜଡିତ ରହିଛି ଯେମିତି

ପାଦ ଗଣି ଗଣି ଚାଲିବାକୁ ହୁଏ

ଦୁନିଆଟା ସଂଦେହ ଅବିଶ୍ବାସ

ବେଇମାନରେ ଭରା

ରାସ୍ତା ତ ଚାଲନ୍ତି

ହେଲେ କିପରି ଜୀବନ

ଖାଲି ଶୂନ୍ଯସ୍ଥାନ।

ଜୀବନ ଯୁଦ୍ଧରେ ବିଶ୍ବାସର

ନିଶ୍ବାସ ନେବା କଷ୍ଟ

ଏମିତି କିଛି ଜାଗା ଅଛି

ନିଜ ମୁଣ୍ଡ ଉଚ୍ଚାକରି

ଜିଇ ପାରିବ

ନିଜ ପସନ୍ଦର ଜୀବନ

ମା’ କୋଳର ନିର୍ଭୟତା

ଥିବା ଶାନ୍ତି ପ୍ରଶାନ୍ତିର।

ଜୀବନ ସତରଂଜିର ଖେଳ

କେତେବେଳେ କେଉଁଠି କଣ ହେବ

କିଏ କହିବ

ଏ ଜୀବନର।

କେମିତି କଟେ ଏ ଜୀବନ

ଭାଙ୍ଗିଯାଏ ବିଘ୍ନରେ ବାରବାର

ଗଢୁଥିବା ସ୍ବପ୍ନ

ସତେବା ବାଲିଘର।

ଜୀବନର ବିଶ୍ଳେଷଣ

ବଡ ସରଳ ପୁଣି ବହୁତ କଠିନ

କେବେ ସ୍ବପ୍ନିଳ ପ୍ରଜାପତିର ମନ

କେବେ ଉଲ୍କକାପାତର ସପନ

କେବେ ଫଲଗୁର ପ୍ଳାବନ

କେବେ ନିଦାଘ ଦାରୁଣ

ତାହା ତ ଜୀବନ।

 

ଡ. ପ୍ରିୟମ୍ବଦା ସାମଲ

 

 

Loading

6 thoughts on “*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

  1. Hello, all the time i used to check webpage posts here in the
    early hours in the break of day, for the reason that i like to find out more and more.

  2. My partner and I stumbled over here from a different page and
    thought I might as well check things out.
    I like what I see so now i am following you.
    Look forward to exploring your web page repeatedly.

  3. What’s up to all, the contents existing at this website are actually remarkable for people experience, well, keep
    up the nice work fellows.

  4. Whats up very cool web site!! Man .. Beautiful .. Amazing ..
    I’ll bookmark your website and take the feeds additionally?
    I’m satisfied to seek out so many useful information here within the publish,
    we need develop more strategies in this regard, thank you
    for sharing. . . . . .

  5. Wonderful blog! I found it while browsing on Yahoo News.
    Do you have any suggestions on how to get listed in Yahoo News?

    I’ve been trying for a while but I never
    seem to get there! Thank you

  6. I’m really loving the theme/design of your site.
    Do you ever run into any browser compatibility problems?
    A couple of my blog visitors have complained about my blog not working correctly in Explorer but looks
    great in Safari. Do you have any advice to help fix
    this issue?

Leave a Reply

Your email address will not be published. Required fields are marked *