May 22, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ମହାଷ୍ଟମୀ ପୂଜା  – ଡ. ପ୍ରିୟମ୍ବଦା ସାମଲ*

*ମହାଷ୍ଟମୀ ପୂଜା*

ଡ. ପ୍ରିୟମ୍ବଦା ସାମଲ

*****************************

ଶରତ ଆକାଶ ନିର୍ମଳ ଶୋଭାରେ

ହସି ଉଠେ ଗାଁ ପଲ୍ଲୀ ସହର

କାଶତଣ୍ଡୀ ହସି ଚାମର ବିଞ୍ଚଇ

ଶୋଭେ ମାଳା ଗଙ୍ଗଶିଉଳୀର।

ଅପୂର୍ବ ଶୋଭାରେ ସୁଶୋଭିତ ମହୀ

ଆଲୋକ ସଜ୍ଜିତ ରୋଷଣୀରେ

ପାଂଚଦିନ ହେବ ମାଆଙ୍କର ପୂଜା

ପ୍ରକୃତିମା’ ନୃତ୍ୟେ ଅବତରେ।

ଷଷ୍ଠୀ ଦିନଠାରୁ ଚକ୍ଷୁ ରୋପଣ ଯେ

ସପ୍ତମୀରେ ମହାସ୍ନାନ ପୂଜା

ମହାଗୌରୀ ପୂଜା ମହାଷ୍ଟମୀ ଦିନ

ଶୋଭେ ଶ୍ୱେତବସ୍ତ୍ରେ ଜଗଦମ୍ବା।

ବିଦ୍ଯାଦାତ୍ରୀ ସରସ୍ବତୀ ରୂପେ ମାଗୋ ଜ୍ଞାନାଲୋକ କରୁଛ ପ୍ରଦାନ

ଅଷ୍ଟମୀର ଶେଷେ ନବମୀ ଆସଇ

ସନ୍ଧିପୂଜା ସବୁଠୁ ମହାନ।

ପାପତାପ ନାଶି ଏ ଧରା ଧାମରେ

ବିଜେ କରିଅଛ କଲ୍ଯାଣଦାୟୀ

ଘେନାକର ଭକ୍ତିର ନୈବେଦ୍ଯ

ଆଶିଷ ଦିଅ ମଙ୍ଗଳମୟୀ।

 

ଡ. ପ୍ରିୟମ୍ବଦା ସାମଲ

Loading

5 thoughts on “*ମହାଷ୍ଟମୀ ପୂଜା  – ଡ. ପ୍ରିୟମ୍ବଦା ସାମଲ*

  1. I do believe all of the ideas you have offered to your post. They’re really convincing and can certainly work. Still, the posts are very short for novices. May you please lengthen them a bit from subsequent time? Thank you for the post.

  2. Excellent post. I was checking continuously this blog and I am impressed! Extremely useful info particularly the last part I care for such information a lot. I was seeking this certain info for a long time. Thank you and good luck.

Leave a Reply

Your email address will not be published. Required fields are marked *