ପିଲା ଦିନ — ଅଭିପ୍ସା ଧଳ
ପିଲା ଦିନ ଫେରନ୍ତାକି ଥରେ ମୋ ପିଲା ଦିନ ଝୁରୁଛି ମୁଁ ଆଜି ହୋଇ ମଉନ ନାହିଁ ଝାଟି ମାଟି ଛପର ଘର ସିମେଣ୍ଟ କଂକ୍ରିଟ ଗାଁ ମାଟି ମୋର. ଫେରନ୍ତାକି ଥରେ ମୋ ପିଲା ଦିନ ବହୁ ସାଥୀ ନେଇ ହୋଇଣ ମେଳ ମଧୁମାଳତୀରେ ଗହଣା କରି ସଜେଇ ହୁଅନ୍ତି କନିଆ ଭଳି
Poem
ପିଲା ଦିନ ଫେରନ୍ତାକି ଥରେ ମୋ ପିଲା ଦିନ ଝୁରୁଛି ମୁଁ ଆଜି ହୋଇ ମଉନ ନାହିଁ ଝାଟି ମାଟି ଛପର ଘର ସିମେଣ୍ଟ କଂକ୍ରିଟ ଗାଁ ମାଟି ମୋର. ଫେରନ୍ତାକି ଥରେ ମୋ ପିଲା ଦିନ ବହୁ ସାଥୀ ନେଇ ହୋଇଣ ମେଳ ମଧୁମାଳତୀରେ ଗହଣା କରି ସଜେଇ ହୁଅନ୍ତି କନିଆ ଭଳି
ଶ୍ମଶାନ ମାଟି ଶ୍ମଶାନର ମାଟି କେବେ ବି ବୁଝେନା କିଏ ସାନ କିଏ ବଡ଼ ସବୁ ହିସାବର ଅନ୍ତ ହୁଏ ସେଠି ଜଳେ ଯେବେ ମାଂସ ହାଡ଼ । ଦାମ୍ଭିକ ଦେଖାଅ ଅତ୍ୟାଚାର କର ଜୀବଙ୍କୁ ମିଳେନି ରାହା ଧନର ଗରବ ଲୁପ୍ତ କରିଦିଏ ଜାଣ ମଣିଷ ପଣିଆ । ଗର୍ବ ଅହଙ୍କାର, ସମ୍ପତ୍ତି ଜିଣେନା
ଜୟ ଭାରତ ଜୟ ଭାରତ ଦେଶେ ଯେ ଜନମ ମୁଁ ଲଭି କରିଛି ପୂର୍ଣ୍ଣ୍ୟ ଅର୍ଜନ ତା ମାଟି ସତେ ଅଟଇ ଖାଣ୍ଟି ସୁନା ଧନ୍ୟ ହେଲା ମୋ ଜୀବନ । ଜଳ ବାୟୁ ସତେ ତା ଅମୃତ ଧାର ମୋହିନେଲା ମନ ମୋର ସ୍ନେହ ପ୍ରେମ ସବୁ ଶିକ୍ଷାଦେଇଗଲେ ଗାନ୍ଧୀ,ନେହେରୁ ଯେ ତାର ।
#ନିବେଦନ ଜୀବନ ନାଆରେ ଏକା ନାଉରୀ ମୁଁ ହାତରେ ଧରିଛି କାତ, ଦୁଃଖ ସାଜି ଏଠି ଅଦିନିଆଁ ଝଡ଼ ନିତି ଓଗାଲୁଛି ବାଟ। ଆଶାର କିରଣ ସାଜି ହେ ମୋହନ ଆସ ଥରେ ଅବତରି, ଆକୁଳେ ଡାକୁଛି ଲୋଡ଼ା ନାହିଁ କିଛି ଭବୁ କର ଖାଲି ପାରି। ଦିଅ ନାହିଁ ମତେ ଯଶସ୍ବୀ ହେବାର ତୁଚ୍ଛ ଆଶୀର୍ବାଦ ବର,
ଆଶା ରାତ୍ରିର ମଳିନ ଅନ୍ଧକାରେ ଆଜି ମନ ମଧ୍ୟେ ମାଡ଼ି ଜୁଆର ଆସେ ଶବ୍ଦପୁଞ୍ଜ ଗଢ଼ି ଭାଙ୍ଗି ଦିଏ ପୁଣି ସ୍ତବ୍ଧ ଚିତ୍ତେ ଭାବି ନୀରବେ ବସେ । ସ୍ଵପ୍ନ ଗନ୍ତାଘରେ ଆଶାର ପୁଲକ ଚିକମିକ୍ ତାରା ଭଳି ଝଲସେ ଟିକି ମନେ ଟିକି ଟିକି ଆଶା ନେଇ ଅସଂଖ୍ୟ ବେଦନା ଲୁଚାଇ ହସେ ।
ଖସି ପଡ଼ିଛି ପାଦର ପାଉଁଜି ରସିକ କହ୍ନେଇ ଡାକେ ରାଧା ରାଧା ଯମୁନା କୂଳରେ ଥାଇ, ରାଧା ଲୁଚିଅଛି କଦମ୍ବ ମୂଳରେ ଓଢ଼ଣୀ ଘୋଡେ଼ଇ ହୋଇ । ଚୋରା ପୀରତି ଲାଗେନା ବିରକ୍ତି ପଡ଼ୁଥିଲେ ପ୍ରେମ ପୁଷ୍ପ , ପ୍ରେମର ସ୍ପର୍ଶେ ଭିଜା ଭିଜା ଲାଗେ ଥିଲେ ବି ମନ ମରୁଭୂମି ପରି ଶୁଷ୍କ ।
ଏଥରର ଚିଠି ଏ ଚିଠି କାହାର କେଜାଣି ଲେଖିଥିବା ଲୋକର ନାଁ ତ କେଉଁଠି ନାହିଁ ବାଟବଣା ଠିକଣା ପରି ସତେ ତ , ଚାଲିଆସିଛି କି ? ପ୍ରିୟତମା ବୋଲି ସମ୍ବୋଧନ ପ୍ରଥମେ କିଏ ଜାଣେ କାହାର ଚିଠି ? ପ୍ରିୟତମଟି କିଏ ବା ହୋଇପାରେ ପରିଚୟ ବି ନାହିଁ , ନିର୍ଦ୍ଦେଶ ବି ନାହିଁ,
ତୁମେ ଓ ମୁଁ ତୁମେ ବନ୍ଦା ହୋଇଥିବା ବୋଇତ ମୁଁ ତୁକୁଡା, ଖଣ୍ଡିଆ ସୋଲ ଟେ ମୁଁ ଜଳି ଯାଉଥିବା ଅଳିଆ ତୁମେ ଜଳୁଥିବା ମାଟି ଦୀପ ଟେ । ତୁମେ ହସୁଥିବା ନାଲି ଗୋଲାପ ମୁଁ ଶୁଖିଯାଉଥିବା ପତର ତୁମେ ଧରିଦେଲେ ଆଖି ଯୋଡ଼ାକୁ ମୋର ଫିକା ପଡ଼ିଯାଏ ନଜର । ତୁମେ
ମା’ ସ୍ମୃତିରେଖା ବେହେରା ତୁ ସମସ୍ତଙ୍କ ଠୁ ଅଲଗା ତୋର ସ୍ମାର୍ଟ ଫୋନ୍ ନାହିଁ, ତୋ ଜନ୍ମ ଦିନ ତୁ କେବେ ଜାଣୁନା କି କେବେ ଅଳୀ କରୁ ନା ମତେ ଏଟା ଆଣି ଦିଅ ସେଟା ଆଣିଦିଅ । କୋରଡ ଭିତରେ ପଶିଯାଇଥିବା ତୋର ସେଇ ସୁନ୍ଦର୍ ଆଖି ରେ ମୁଁ ଯେତେବେଳେ ରାଗ
କଲମ ବିରହ ବେଦନା ପ୍ରକମ୍ପିତ ଯହିଁ ତନୁ ଜର୍ଜରିତ ପୁଣି କଲମ କହୁଛି ନାହିଁ ମୋ କ୍ଷମତା ଲେଖିବାକୁ ତୋ କାହାଣୀ । ବିଗତ ଦିନ କୁ ସାଉଁଟି ବାକୁ ଯେ ଧରିଲି କଲମ ମୁହିଁ ବିଳାପେ କଲମ ରୋଦନେ କହଇ ଶକତି ମୋର ଯେ ନାହିଁ । ଅଭୁଲା ଦିନ ର ମନ
ଏତେ ଘୃଣା ଭାବ କାହିଁ ରହୁଛି ତୁମର କି ଯାଏ ମୁଁ କାନ୍ଦୁ ଥାଏ ମୋର ଆଖି ଲୁହ ଦେଖା ଯାଉନି, ମୋ ପରି ଭକତ ଥାଉ ଥାଉ ବାବା କାହାକୁ ଖୋଜୁଛ ଜାଣି ପାରୁନି । ଦୁଃଖ ଯେତେବେଳେ ଯାଚିକି ଦେଉଛ କି ସୁଖ ମାଗିବି କୁହ ହେ ପ୍ରଭୁ, ଦେଇଦେଲେ କିଛି ସରିଯିବ
ନୂଆ ପରିଚୟ ବନ୍ଧୁତାକୁ ନୂଆ ପରିଚୟ ଦେଇ ପ୍ରେମିକ ସାଜିଲ ଯେବେ ଦିନ ଆଉ ରାତି ଲାଗେ ଏକା ଏକା ବିଚରଣ କରେ ଭାବେ । ସ୍ପନ୍ଦନ ଶବ୍ଦରୁ ପ୍ରିୟ ନାମ ଶୁଭେ ଝଙ୍କୃତ ପୀରତି ଗୀତ କ୍ଷଣକ ମୁହୂର୍ତ୍ତ ହୋଇଯାଏ ତିକ୍ତ ଭାବ ଚୁମ୍ବନରେ ସିକ୍ତ । ହାତେ ହାତ ଧରି ଆପଣାର
ଏକା ଆଇନା ହିଁ ପଢେ ଆଖିର କଥା ତପସ୍ୱିନୀ ଷଢଙ୍ଗୀ ସଜେଇ ହବାକୁ ଭଲ ଲାଗେ ବୋଲି ଆଇନା ଆଗରେ ବସେ ହୃଦୟର ସବୁ ଯନ୍ତ୍ରଣା ଲୁଚେଇ ମିଛି ମିଛି ମୁହିଁ ହସେ । ଶୃଙ୍ଗାର ଗଜରା କଜଳ ରେ ମାତି ବାନ୍ଧେ ନିତି କୃଷ୍ଣବେଣୀ ସାଜ ସରଞ୍ଜମେ ସଜେଇ ହୁଏ ମୁଁ ସତେ
ବର୍ଷ ବର୍ଷ ଧରି ସାଇତା ନୀରବତା ବର୍ଷ ବର୍ଷ ଧରି ସାଇତା ନୀରବତା ଆଜି ଇଚ୍ଛା କରନ୍ତି କହିବାକୁ କଥା, କିନ୍ତୁ ଶଙ୍କା ଥାଏ ଆଉ ଭୟ ବି ଅନେକ ଦିନରୁ ସାଇତା ନୀରବତା ଆଜି ସ୍ପଷ୍ଟ ଭାବେ କହିବ କି କଥା? ସ୍ପଷ୍ଟ ହେଉ କି ଅସ୍ପଷ୍ଟ ସେ କହିବ କଥା ଭୁଲିଯିବ ସମାଜର
ଶ୍ୱାସରୁଦ୍ଧ ଗୋଲାପ ସ୍ମୃତି ରେଖା ବେହେରା ଗୋଲାପଟେ ଆଜି ମଣେ ଶ୍ୱାସରୁଦ୍ଧ ଡାଏରୀ ପୃଷ୍ଠା ଭିତରେ, ନିଃଶ୍ୱାସ ନେବାକୁ ଛଟପଟ ଖାଲି ଅମ୍ଳଜାନ ସନ୍ଧାନରେ । ଟିକେ ବାୟୁ ପାଇଁ ହୁଏ ଅସ୍ତବ୍ୟସ୍ତ କାକୁତି ମିନତୀ କରେ, ମଲାଟ ଫାଙ୍କରେ ଆଡେଇ ଚାହେଁ ସେ କେହି ଶୁଣ ଦୁଃଖ ବାରେ । ଲୋଡ଼ା
ତୁମ ହସ ସ୍ମୃତି ରେଖା ବେହେରା ଭାବିଲି କି ରୂପ ଦେବି କବିତାକୁ ମୁହଁ ଦିଶିଲା ତୁମର, ଲେଖୁ ଲେଖୁ ତୁମ ହସ ଝଲସିଲା ଲେଖିଲି କଥା ହସର । ତୁମ ହସ ଆଗେ ସବୁ ଫିକା ଲାଗେ ହସ ଦେଖି ମନ ଅଧିର, ବେଶୀ ଦିନର ନୁହେଁ ଆମ ସଂପର୍କ କଥା ଏ
ମୁଁ ଆଉ ତୁ ସ୍ମୃତି ରେଖା ବେହେରା ମୁଁ ଦୂର ଦିଗବଳୟ ତୁ ସମୁଦ୍ର ଢେଉ, ଦୂରରୁ ଦେଖିଲେ ଲାଗେ ମତେ ତୁ ଛୁଉଁ । ମୁଁ ତୋ ଜଳୀୟବାଷ୍ପ ଛାତିରେ ରଖିବାକୁ ରାଜି, କିନ୍ତୁ ତୁ ଅନେକକୁ ଛୁଇଁ ମଜା ନେଉ ଆଜି । ଜଳୀୟବାଷ୍ପକୁ ତୋ ଉପରେ ବର୍ଷା ରୂପେ
ତୁମ ପାଇଁ ସାଥି ତୁମ ପାଇଁ ସାଥି ଦେଖିଲି ସପନ ଶୋଇ ଫୁଲର ଶେଯରେ, ସେ ସପନେ ସାଥି ତୁମେ ଆସିଥିଲ ଠିକ୍ ଭୋର ପାହାନ୍ତାରେ । ଅପଲକେ ଦେଖେ ତୁମରି ଆଖିକୁ ତୋଳେ ମୁଁ ପ୍ରେମର ଛବି, ଫାଜିଲ୍ ଫଗୁଣଟା ଆଖିଠାର ମାରେ କେଜାଣି କଅଣ ଭାବି । ତୁମ ପାଇଁ ସାଥି
ପ୍ରେମକବିତା ଗୋଟିଏ ପ୍ରେମ କବିତା ଲେଖିବା ଆଉ ଟିକେ ପ୍ରେମକୁ ଭୋଗିବା ପୁଣି ଥରେ ପ୍ରେମରେ ପଡ଼ିବା ଗୋଟାପଣେ ପ୍ରେମକୁ ଅନ୍ତସ୍ଥ କରିଦେବା ନିଜ ନିଜ ଭିତରେ ନୀରବରେ ଆ ପୁଣି ଥରେ ପ୍ରେମ କରିବା ।। ତୋର ମନେଅଛି ସେଇ ଗପ ଯାହାକୁ ମୁଁ ତୋତେ ଶୁଣାଇଥିଲେ ସନ୍ତର୍ପଣରେ ସେ ଚିତ୍ରଲେଖା ର ଇତି
*ଶିଶୁ* ******* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *************** କ୍ଷୁଦ୍ର ବୀଜଟିଏ ବର୍ଦ୍ଧିତ ହୋଇଲେ ମହାଦ୍ରୁମ ରୂପ ନିଏ ଜଳ ,ବାୟୁ ସହ ସୂର୍ଯ୍ୟାଲୋକ ପାଇ କ୍ରମେ ଅଙ୍କୁରିତ ହୁଏ। ମାଟି ମାଆ ସ୍ପର୍ଶ ଢାଳଇ ପୀୟୂଷ ଚାରାରୁ ଦିନେ ସେ ବୃକ୍ଷ କୁନି ହାତ, କୁନି ଆଖି, କୁନି ମୁଣ୍ଡ ଅସୀମ ସପନ କକ୍ଷ। କୁନି କୁନି ସବୁ