ଆଶା ରାତ୍ରିର ମଳିନ ଅନ୍ଧକାରେ ଆଜି ମନ ମଧ୍ୟେ ମାଡ଼ି ଜୁଆର ଆସେ ଶବ୍ଦପୁଞ୍ଜ ଗଢ଼ି ଭାଙ୍ଗି ଦିଏ ପୁଣି ସ୍ତବ୍ଧ ଚିତ୍ତେ ଭାବି ନୀରବେ ବସେ । ସ୍ଵପ୍ନ ଗନ୍ତାଘରେ ଆଶାର ପୁଲକ ଚିକମିକ୍ ତାରା ଭଳି ଝଲସେ ଟିକି ମନେ ଟିକି ଟିକି ଆଶା ନେଇ ଅସଂଖ୍ୟ ବେଦନା ଲୁଚାଇ ହସେ ।
Read More
ପ୍ରେମ ହିଁ କେବଳମ୍ ********************** ମରୁଭୂମିର ଅଫେରା ବାଟୋଇ ପରି ରାସ୍ତା ର ମୋଡ଼ ବଦଳେଇ ପାରେ । ସ୍ଥିର ମେରୁ କୁ ଅଚଳ କରି ତା ହୃଦୟ କୁ ଦୋହଲାଇ ପାରେ ପ୍ରେମ ହିଁ କେବଳମ୍ । ଭଙ୍ଗା ହୃଦୟ ର ମଲମ ପରି କୋମଳ ଛୁଆଁରେ ଯୋଡ଼ି ଦେଇ ପାରେ । ବରଫ ଖଣ୍ଡର ପାହାଡ
Read More
ଈଶ୍ୱରଙ୍କୁ ପ୍ରଶ୍ନ ****************** ବନ ଫୁଲ ଟିଏ ବନେ ଫୁଟି ବାସେ ମଉଳି ପଡ଼ି ସେ ବନରେ ଖସେ କାହିଁକି ଈଶ୍ୱର ! ଝାଉଁଳା ମନରେ ଅସଂଖ୍ୟ ପ୍ରଶ୍ନ ଯେ ସାଉଁଟି ବସେ ? କଅଁଳ ମନରେ ଆଶାର ପୁଲକ ଚିକି ମିକି ତାରା ଭଳି ଝଲସେ କାହିଁକି ଈଶ୍ୱର ତ୍ରିନୟନ ହର ସ୍ୱପ୍ନ ମେଳେ ରାତିକୁ ବାନ୍ଧି
Read More