April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2022
18

*ମୁଖା – ଜ୍ଯୋତ୍ସ୍ନା ରାଣୀ ଜେନା  *

( ମୁଖା ) !!!!!!!!!!!!! ବାସ୍ତବତା ଯେଉଁଠି ଖାଇଅଛି ଧ୍ବକା ସ୍ବାଭିମାନ ଯେଉଁଠି ଲୁଣ୍ଠିତା ନିଃସଂଗତା ଚାରିଆଡେ ଯେଉଁଠି ଶୁନ୍ ଶାନ୍ ନିଃସ୍ତବତା ଜୀବନର ମାନେ ଏଠି କିବା ? କେବଳ ସତ ମିଛ ଖେଳରେ ଜୀବନ ଖାଲି ଗୋଟେ ମୁଖା ! ସେ ଅନ୍ଧ କି ବଧିର ନୁହେଁ , ମାତ୍ର ନିର୍ବାକ୍ ମୂକ । ଶୁଣାଇଁ

Loading

Nov
2022
18

*ଆମେ ଶିଶୁ – ଅଳକା ରଥ*

            ଆମେ ଶିଶୁ  ******************           ଅଳକା ରଥ   **************** ଶିଶୁ ଆମେ   କଳିକା ଯେ ଏ ଜାତିର କାନନେ ଭରା ବାସ ଆମ ପାଖେ ସୁରଭିର ସୋପାନେ  I ଆମେ ଭରିବୁ ହସ ପସରା ଆମେ ହାରିବୁ ଦୁଃଖର ଧାରା ଆମେ ରଖିବୁ ମାଆର  

Loading

Nov
2022
18

*ଶିଶିର – ନଳିନୀ ପ୍ରଭା ମିଶ୍ର *

ଶିଶିର ******** ନଳିନୀ ପ୍ରଭା ମିଶ୍ର ********** କ ଅ୰ଳ ଖରାରେ ଚିକିମିକି କରି ଘାସର ଦେହରେ ମାଖି ସକାଳର ଶୋଭା ଦେଇଛି ସଜାଇ ପ୍ରକୃତି କୁ ମନ ଲାଖି। ଅଳସେଇ ତନୁ କାକର ଭିଜେଇ ଶିଶିର ସ୍ନାତା ଏ ମହୀ ଗେଣ୍ଡୁଫୁଲ ହାର ସଜାଇ ଗଳାରେ ଆବାହନୀ ଉଠେ ଗାଇ। ପହିଲି ଶୀତଟା ଯାଉଅଛି ଛୁଇଁ ନିଆରା

Loading

Nov
2022
18

*ଉଜୁଡା ବସନ୍ତ -ବନଲକ୍ଷ୍ମୀ ମହାନ୍ତି*

ଉଜୁଡା ବସନ୍ତ ********* ଉଜୁଡା ବସନ୍ତ ଉଜାଡି ଦେଇଛି କଦମ୍ବର କୁଞ୍ଜବନ ମଥୁରାକୁ ଗଲେ କ୍ରୁର ସାଥିରେ କଳାକାହ୍ନୁ ଯେଉଁ ଦିନ।।   କୁଞ୍ଜବନ ପତ୍ରଝଡି ପଡିଲାଣି ଶୁଭୁନି କୋଇଲି ସ୍ବନ ଲତାକୁଞ୍ଜ ସବୁ ଶ୍ରୀହୀନ ହୋଇଛି ଝୁରେ ରାଧାରାଣୀ ମନ।।   ଗୋପାଙ୍ଗନାମାନେ ବିରଷ ମନରେ ଭାଳନ୍ତି କହ୍ନାଇ କଥା କାହ୍ନୁ ବିନା ସବୁ ଉଜୁଡି ଯାଇଛି

Loading

Nov
2022
18

*ମାଆଗୋ ବିରଜା- ଶକ୍ତିଦା ବିଷୋୟୀ*

ମାଆଗୋ ବିରଜା ***********   ଶକ୍ତିଦା ବିଷୋୟୀ ************ ମାଆଗୋ ବିରଜା ଉଡଇ ତୋ ଧ୍ବଜା ବୈତରଣୀ ତିରେ ବାସ ଜଗତ ଜନନୀ ଘେନମୋ ଦଇନି ଦିଅ ମା କୃପା ଆଶିଷ ।।   ତୋର ରୂପ କାନ୍ତି ଭକ୍ତ ଜନ ଆସି ନେତ୍ର ପୁରାଇ ଦର୍ଶନ କେତେ ଯେ ଗୁହାରି ମନେ ସୁମରନ୍ତି କର କାମନା ପୂରଣ।।

Loading

Nov
2022
17

हक़ तो नहीं है–सुब्रत कुमार विश्वाल

*हक़ तो नहीं है* हक़ तो नहीं है, किस हक़ से तुझे अपना कहूँ।। हक़ तो नहीं है, किस हक़ से तुझे प्यार जताऊँ।। हक़ तो नहीं है, फिर किस हक़ से तेरे पास मैं जाऊँ।। हक़ तो नहीं है, फिर किस

Loading

Nov
2022
17

समय मिले तो–सुब्रत कुमार विश्वाल

*समय मिले तो* समय मिले तो, रोज़ थोड़ा थोड़ा, मिलने आया करो न! हकीकत में न सही, सपनों में ही सही; तड़पता है दिल तुम्हारे बिना। रोज़ थोड़ा थोड़ा, मिलने आया करो न! आज भी दिल है, सुना सुना तुम्हारे बिना। रोज़

Loading

Nov
2022
17

ସନେଟ – ପ୍ରେମ — ରିନା ପରିଡ଼ା

ସନେଟ -ପ୍ରେମ    ହୃଦ ପ୍ରେମ ସରେ / ପ୍ରେମ ତାମରସ /ପୂର୍ଣ୍ଣ ପୀରତି ରସେ ଢାଳି ଅହରହ /ପ୍ରୀତିର ଫଲଗୁ /ମହମହ ମଧୁ ବାସେ । ପ୍ରେମ ମଧୁବନେ / ହରିତ ବନାନୀ /ଚୀର ସବୁଜିମା ଦିଶେ କାବ୍ୟ ଉପବନେ /କିରତୀ ମଣ୍ଡିତା /ଝଟକେ ଝଲସେ ହସେ ।   ମନ ମନ୍ଦିରରେ /ପ୍ରୀତି ଆରାଧନା /ସପନ

Loading

Nov
2022
17

ସନେଟ – ସପନର ନୀଳ ପରୀ — ରିନା ପରିଡ଼ା

ସନେଟ – ସପନର ନୀଳ ପରୀ   ନିର୍ଜନ ନିଶୀଥ ସମୟ ପରେ ପ୍ରୀତିର ପିଆଲା ଧରି ବିଜନେ ଆସଇ ଚିର ଚାରୁମୟୀ ପ୍ରୀତି ପୁଷ୍ପକୁ ବରି । ଥିରି ଥିରି ଆସି ଅଙ୍କେ ଯାଏ ବସି ଗାଏ ସେ ମିଳନ ଗୀତ ଗୀତ ଗାଇ ଗାଇ ରୋମାଞ୍ଚିତ ତନୁ ପ୍ରେମ ଭରେ ଅପ୍ରମିତ ।   ନୀରବ

Loading

Nov
2022
17

ସନେଟ୍ – ବିରହିଣୀ ରାଧିକା — ରିନା ପରିଡ଼ା

ସନେଟ୍ – ବିରହିଣୀ ରାଧିକା    ନିର୍ଜନ ନିଶୀଥେ କୁଞ୍ଜ ଉପବନେ ପ୍ରେମିକ ଶ୍ୟାମଘନ ହୃଦ ଚିତ୍ରପଟ୍ଟେ କାନ୍ତ ମୋ ଶ୍ରୀକୃଷ୍ଣ କହ୍ନେଇ ଚକାଜହ୍ନ । ବିଜନ ବେଳାରେ ବିରହିଣୀ ସାଜି ସ୍ମରେ ସେହି ମୁହୂର୍ତ୍ତ ମନେପଡେ ସେ ପ୍ରୀତି ଭରା ରାତି କିଛି ପ୍ରତିଶ୍ରୁତି ସର୍ତ୍ତ ।   ପିପାସୀ-ଚାତକୀ ଚିତ୍ତ ମୋ ନିତି ଲୋଡ଼େ ତୁମ

Loading

Nov
2022
17

ସନେଟ୍ – ମା’ — ରିନା ପରିଡା

ସନେଟ୍ – ମା’   ଚିର ପୂଜନୀୟା ମମତାମୟୀ ହୃଦେ କର ଅବସ୍ଥାନ, ସର୍ବସଂହା ତୁମେ ଧରିତ୍ରୀ ସମ ଅନ୍ତରୁ ତୁମକୁ ମାନ । ଗଗନ ଭେଦି ଦିଗବଳୟ ଛୁଏଁ ମମତା ବାରି ଧାରା, ବକ୍ଷ ଚିରି ଦେଇ ଅମୃତ ଝରାଏ ମା’ ଆମ ସିଏ ପରା ।   ବନ୍ଦନୀୟା ସେ ସାରା ବିଶ୍ୱେ ପ୍ରତି ସନ୍ତାନ

Loading

Nov
2022
17

ସନେଟ୍ – ଜୀବନ — ରିନା ପରିଡା

ସନେଟ୍ – ଜୀବନ   ମରୁ ମରୀଚିକା /ଏ ଜୀବନ ପଥ /ସଂଘର୍ଷର ଯୁଦ୍ଧଭୂମି ସମୁଦ୍ର କୂଳରେ /ବାଲିଘର ଟିଏ /ଢ଼େଉକୁ ନ ପାରେ ଦମି । ଭୟ ବିଭୀଷିକା /ଜୀବନ ଜୀଇଁବା /କରିଦିଏ କ୍ଲାନ୍ତ, ଶ୍ରାନ୍ତ ମୋହ, ମାୟା, ପ୍ରେମେ /ଜର୍ଜରିତ ତନୁ /ଯନ୍ତ୍ରଣା ଜ୍ୱାଳାରେ ହତ ।   ଅକାତ ପାଣିରେ /ଆହୁଲା ଧରି ମୁଁ

Loading

Nov
2022
17

ସନେଟ୍ – କବିତା — ରିନା ପରିଡା

ସନେଟ୍ – କବିତା    କବିତା ଗୋ ତୁମେ /ନୀରବ ରାତିରେ / ଜହ୍ନ ରୂପେ ଦେଖା ଦିଅ କବି ଭାବନାରେ / କବି କଳ୍ପନାରେ / ଶବ୍ଦ ପରିଚିତି ଆଙ୍କ ଅଳସୀ ଆଖିରେ / ନିଦ ଭରିଦେଇ / ସପନ ଦେଶରେ ହଜ ପଶ୍ଚିମ ଆକାଶେ / ଲାଲ୍ ରଙ୍ଗ ଭରି / ବିରହୀ କବିଟେ ସାଜ

Loading

Nov
2022
17

घर — स्नेहलता नंद

घर   कुछ बोलता नहीं है पर सबको बांध कर रखता है सुख दुख की हर एक पल में सबके साथ मिलकर रहता है।।   रोता है वो भी हमारे अनुपस्थिति में भाबनाएँ भी है उसकी बीते हुए कल की लम्होंमें।।  

Loading

Nov
2022
17

हम बोझ नहीं है — स्नेहलता नंद

हम बोझ नहीं है   हम अलक्ष्मी नहीं हैं हम अनमोल हैं!! हम सबको प्राप्त नहीं होते हैं हम किस्मत वालों के घर जन्म होते हैं!!   हम गंदे नहीं हैं हम माँ-बाबा के गर्व हैं!! हम वर्तमान की कचरा नहीं होते

Loading

Nov
2022
17

ଶୀତୁଆ ସକାଳ — ଦେବାଶିଷ ଗୌଡ

ଶୀତୁଆ ସକାଳ   କାକର କାକର ଶିଶିର ଢାଳି ଆସିଛି ଶୀତୁଆ ସକାଳ, ପୂର୍ବ ଆକାଶେ ରବି ଆସେ ଉଇଁ ଶିଶିର ଦିଶେ ବିନ୍ଦୁ ବର୍ଷା ଜଳ ।   ଗାଁ ରୁ ସହର ସବୁରି ସ୍ଥାନରେ କୁହୁଡି ଯାଏ ଖେଳି, ଚତୁର୍ଦ୍ଦିଗ ଦିଶେ ଶ୍ଵେତ ଧୂଆଁମୟ ମନ ଯାଏ ସେଇଠି ହଜି ।   ଅନଳ ପାଖେ

Loading

Nov
2022
16

ମୋ କୃଷ୍ଣ — କବିତା ଖୁଣ୍ଟିଆ

ମୋ କୃଷ୍ଣ   ଭାବ ବିନୋଦିଆ ନଟନାଗର ତୁମକୁ ଭଜୁଛି ମୁଁ ନିରନ୍ତର ।।   ସୁଖେ ହେଉ ଅବା ଦୁଃଖେ ତୁମକୁ ନିରନ୍ତରେ ଭଜେ ତୁମ୍ଭ ନାମକୁ ।।   ତବ ଶ୍ରୀ ଚରଣେ ପ୍ରଭୁ ଦାସୀ ଟିଏ ପରି ନୀତି ସେବା କରୁଥିବିି ତୁମ ନାମ ସ୍ମରି ।।   ବାସ କରୁଥାଅ ସଦା ମୋ

Loading

Nov
2022
16

ବୃକ୍ଷ — କବିତା ଖୁଣ୍ଟିଆ

ବୃକ୍ଷ   ବୀଜ ଟିଏ ସେତ ଭାରି ଛୋଟିଆ ଭୂଇଁରେ ପୋତିଲେ ହୁଅଇ ଠିଆ ।।   ଜଳ, ବାୟୁ, ରଶ୍ମୀ ଆହାର କରି ବଢ଼ି ଚାଲୁଥିାଏ ଆନନ୍ଦେ ଭାରି ।।   ପତ୍ର ଫୁଲ ଫଳ ଧାରଣ କରେ ପୃଥିବୀ ରାଣୀର ଶୋଭା ବଢାଏ ।।   ନାନା ରୂପେ ଦ୍ରବ୍ୟ ପ୍ରଦାନ କରି ଜଗତର ପ୍ରିୟ

Loading

Nov
2022
16

ବୋଉ — କବିତା ଖୁଣ୍ଟିଆ

ବୋଉ   ଦଶ ମାସ ଦଶ ଦିନ ଗର୍ଭରେ ରଖି, ସନ୍ତାନ ଜନମ ଦେଇ ହୁଏ ସେ ସୁଖୀ ।   ପାଳି ପୋଷି ସିଏ ବଡ଼ କରାଏ, ବୋଉ ଡାକ ଶୁଣି ଧନ୍ୟ ଯେ ହୁଏ ।   ବୋଉ ବୋଲି ପଦେ ଡାକିଲେ ଥରେ, ମମତାର ସ୍ନେହ ଅଜାଡ଼ି ପାରେ ।   ହାତ ଧରି

Loading

Nov
2022
16

ପ୍ରିୟ ପ୍ରତି — କବିତା ଖୁଣ୍ଟିଆ

ପ୍ରିୟ ପ୍ରତି   ରହିଛି ରହିବି ରହିଥିବି ଏକା ତୁମରି ପଥକୁ ଚାହିଁ, କେଜାଣି କେମିତି ତୁମେ ଚାଲିଯିବ କେବେ ଏହି ବାଟ ଦେଇ ।   ଆଖିରେ ଆଖିଏ ସପନ ଭରିଣ ଚାଲିଛି ଜୀବନ ବାଟ, ସେ ବାଟରେ କାଳେ ତୁମ ସହ ଦିନେ ହୋଇଯିବ ମୋର ଭେଟ ।   କଥା ଦେଇଥିଲ ସାଥିରେ ରହିବ

Loading