April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Aug
2021
31

*ଅପ୍ରାପ୍ୟ ମୁଁ– ସଞ୍ଜିତା ପ୍ରଧାନ*

#ଅପ୍ରାପ୍ୟ_ମୁଁ ମତେ ଖୋଜିନେବ କାଣିଚାଏ ସ୍ମୃତିର ଅଭେଦ୍ୟ ଉଆସର ଅଦୃଶ୍ୟ ଅନୁକୋଣେ ସୁପ୍ତଥିବା ସେଇ ବିଗଳିତ ବରଫାଶ୍ରୁର ପ୍ରତି କଣିକାରେ ଜାଣିଯିବ ବରଫ ବି ଉଷ୍ମ ହୋଇପାରେ ।। ମୁଁ ମଲ୍ଲିକା ରହସ୍ୟମୟ ସାମ୍ରାଜ୍ୟର ତୁମେ ବାଦଶାହା, ରହସ୍ୟକୁ ଚାଲ ସମାଧି ଦେଇଦେବା ଇତିହାସର ବେନାମୀ ଶ୍ମଶାନରେ, ବିଗତ ଆବେଗର ମୁହୂର୍ତ୍ତରେ ପରିସମାପ୍ତିର ପୂର୍ଣ୍ଣଛେଦ ଟାଣିଦେବା ।। କ୍ଷଣଭଙ୍ଗୁର

Loading

Aug
2021
28

*କୋରୋନା–ଶୁଭଶ୍ରୀ ସୁଚରିତା ଇନ୍ଦୁରେଖା ନାୟକ*

କୋରୋନା ————– ବସନ୍ତ ଆସିଛି ମଳୟ ଆଣିକି ନୁହଁ ବିଷର ବଳୟ ଆଣି କୁଢକୁଢ ଶବ ନିଅଣ୍ଟ ପଡୁଛି ମଶାଣି ସତେ ଯେମିତି ଶୋକାକୁଳ ଆତ୍ମୀୟଙ୍କ ଆଖିରେ ସାତ ସାଗରର ପାଣି ଏଇ ଗତକାଲିର ବସନ୍ତ ଆଜି ସାଜିଛି କାଳବୈଶାଖୀ ଆଂଜୁଳା ଆଞ୍ଜୁଳା କରି ଭରିଥିବା ସୁଖର ସରସୀ ଆଜି ହଠାତ ଶୁଖି ଯାଇଛି ପାଦରୁ ଅଳତା ଲିଭିନି

Loading

Aug
2021
28

*ବାରଣକୁ ବରଣ–ଶୁଭଶ୍ରୀ ସୁଚରିତା ଇନ୍ଦୁରେଖା ନାୟକ*

ବାରଣକୁ ବରଣ ——————— ଆଶା ଜିଜ୍ଞାସାର ଅନ୍ତରାଳେ ଅନେକ ସ୍ବପ୍ନ ଆଜି ହୃଦୟ ସହର ଛାଡି ପଳାତକ ସାଜିଛନ୍ତି ଅନେକ ଅସମାହିତ ପ୍ରଶ୍ନ ଉତ୍ତର ଖୋଜିଖୋଜି କ୍ଲାନ୍ତ,ନୟାନ୍ତ ଓ ବିଶ୍ରାମରତ ନିରବତାର ପାହାଡତଳେ ଚାପିହୋଇ ବିଶ୍ୱାସ ଆଜି ବିଧ୍ୱସ୍ତ ଓ ବିପର୍ଯ୍ୟସ୍ତ ଅନେକ ସମୟର ଅପେକ୍ଷା ଉପେକ୍ଷାରେ ଉପନୀତ ହେଲାପରେ ଏ ଭରଷା ଭର୍ଚ୍ଛନାର ରୂପ ନେଇଛି ଆଉ

Loading

Aug
2021
25

*ଅଭଙ୍ଗୁର ମନ – ମମତା ବାରିକ*

🌹ଅଭଙ୍ଗୁର ମନ🌹   ମମତା ବାରିକ *********************************** କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର, ନା ଦେବ ସେ ଅସହ୍ୟ କଷ୍ଟ ର ଯନ୍ତ୍ରଣା, ସେ ପରିଧି ର କୂଳେ ଯେତକ ଯାତନା, ପାଲଟିବ ସେ ଖରସ୍ରୋତ ନଦୀ ର ଅବବାହିକା,, ଧକେଇ ଧକେଇ କାନ୍ଦିବ ଯାତନା! ମନ ର ଏ!କି ଗୁପ୍ତ ସଂରଚନା।।   କରିଦିଅ

Loading

Aug
2021
25

*ସ୍ୱାଧୀନତା ତୁମେ କେଉଁଠି -ପ୍ରତାପ କିଶୋର ରାଉତ*

    ସ୍ୱାଧୀନତା ତୁମେ କେଉଁଠି ——————————– ପ୍ରତାପ କିଶୋର ରାଉତ ************************ ଶୃଙ୍ଖଳ ଛିଣ୍ଡାଇ ଆଜି ମୁକତି ଲଭିଛି ମୋ ଦେଶ ଜନନୀ ଆଜି ସ୍ୱାଧୀନ ହୋଇଛି କେତେ ସହିଦ ରକତେ ଏ ମାଟି ଭିଜିଛି ସମୟ ସ୍ରୋତରେ କେତେ ଘଟଣା ଘଟିଛି ।   ଲାଗୁଛି ଏ ସ୍ୱାଧୀନତା କେଉଁ ଅନ୍ତରାଳେ ଗୁମୁରି ଗୁମୁରି କାନ୍ଦେ

Loading

Aug
2021
25

*ସ୍ୱାଧୀନତା ତୁମେ କେଉଁଠି – ଶିବ ପ୍ରସାଦ ହାତୀ*

ସ୍ୱାଧୀନତା ତୁମେ କେଉଁଠି   – ଶିବ ପ୍ରସାଦ ହାତୀ *********************** ସତ୍ଯ ଅହିଂସାର ତ୍ଯାଗ ତିତିକ୍ଷାର ଫଳଶ୍ରୁତି ସ୍ୱାଧୀନତା ପଞ୍ଚସ୍ତରୀ ସାଲ ନେତା ମାଲାମାଲ ବେହାଲ ଦେଶ ଜନତା।୧। ଲଭି ସ୍ୱାଧୀନତା ଆନନ୍ଦ ଜନତା ପାହିବ କାଳ ରଜନୀ ମନେ ଯେତେ ଆଶା ମନେ କଲା ବସା ଦୁଃଖର ଦିନ ସରୁନି।୨। ଅନ୍ଧାରି ଶାସନ ହୋଇନି ଉଚ୍ଛନ୍ନ

Loading

Aug
2021
25

*ସ୍ୱାଧୀନତା ତୁମେ କେଉଁଠି – ଚୁନିଲ କୁମାର ଗଙ୍ଗ ଦେବ*

ସ୍ୱାଧୀନତା ତୁମେ କେଉଁଠି….???   ଚୁନିଲ କୁମାର ଗଙ୍ଗ ଦେବ **************************** ସ୍ୱାଧୀନ ଭାରତ ସତେ କି ସ୍ୱାଧୀନ ବୁଝି ତ ହୁଅଇ ନାହିଁ ତେଲିଆ ମୁଣ୍ଡରେ ତେଲ ପଡୁଅଛି ଗରିବ ମୁଣ୍ଡରେ ନାହିଁ ।।   ନାରୀଟିଏ ଆଜି ସୁରକ୍ଷିତ ନୁହେଁ ଆମ ଏ ଭାରତ ଭୂଇଁ ଅସୁର ଆଖି ଯେ ଛକି ବସି ଅଛି ଦେହର

Loading

Aug
2021
25

*ସ୍ୱାଧୀନତା ତୁମେ କେଉଁଠି – ନିତ୍ୟାନନ୍ଦ ସିଂହ*

ସ୍ୱାଧୀନତା ତୁମେ କେଉଁଠି   ନିତ୍ୟାନନ୍ଦ ସିଂହ    ~~~~~~~~~~~~~~~~~ ପୁରୁଣା ଦିବସ ହେଲା ଇତିହାସ ଅମରତ୍ୱେ ଲେଖା ହେଲା , ସେ ପୂର୍ବ ପୁରୁଷ ପାଇଁ ଆମ୍ଭ ଦେଶ ସ୍ୱାଧୀନତା ଲାଭ କଲା ।।   ଲୁହ ରକ୍ତ କାଢ଼ି ଶତ୍ରୁ ସାଙ୍ଗେ ଲଢ଼ି ଦେଲେ କେତେ ବୀର ପ୍ରାଣ , ସେମାନଙ୍କ ପାଇଁ ଏ ଭାରତ

Loading

Aug
2021
25

*ସ୍ବାଧୀନତା ତୁମେ କେଉଁଠି – ସୁଦର୍ଶନ ମହାପାତ୍ର*

ସ୍ବାଧୀନତା ତୁମେ କେଉଁଠି   ସୁଦର୍ଶନ ମହାପାତ୍ର *******************   ସ୍ବାଧୀନତା ଥିଲା ପରା କୋଟି ଚିରକାମ୍ୟ କେତେ ଥିଲା କୋଳାହଳ କେତେ ପ୍ରକମ୍ପନ ସ୍ନିଗ୍ଧ ସମ୍ମୋହନ ଭରା ମଧୁର ପାର୍ବଣ ଅୟୁତ ସ୍ବପ୍ନର ଖୁସି ଏବେ ମୁହ୍ୟମାନ ।।   ସ୍ବାଧୀନତାର ଉଚ୍ଛ୍ୱାସ ନୀରବ ନିସ୍ପନ୍ଦ ବଞ୍ଚିବାର ପଥ ଆଜି ସତେ ଅବରୁଦ୍ଧ ଏ ଜାତିର ଶୌର୍ଯ୍ୟ

Loading

Aug
2021
25

*ସ୍ଵାଧୀନତା ତୁମେ କେଉଁଠି – ପ୍ରେମଲତା ସାହୁ*

– **ସ୍ଵାଧୀନତା ତୁମେ କେଉଁଠି** ପ୍ରେମଲତା ସାହୁ ———————————————– ସ୍ୱାଧୀନ ଦେଶରେ ଜନତା ଏବେ ବି ପରାଧୀନ ହୋଇ ବଞ୍ଚିଛି, ଗରିବ ଦଳିତ ଶୋଷଣ ବଢ଼ଇ ବେକାରୀ ଦାଦନ ଖଟୁଛି।।   ବିନା ଲାଞ୍ଚେ କିଛି କାମ ହୁଏ ନାହିଁ ନାରୀ ଜାତି ବଳି ପଡେ, ବଳାତ୍କାର ହୁଏ ଦିନ ଦି” ପହରେ ଅପରାଧ ଖାଲି ବଢ଼େ।।  

Loading

Aug
2021
25

*ସ୍ବାଧୀନତା ତୁମେ କେଉଁଠି – ବୁଲୁ ବିଷୋୟୀ*

ସ୍ବାଧୀନତା ତୁମେ କେଉଁଠି – ବୁଲୁ ବିଷୋୟୀ ……………………………………   ଗରିବ ଲୋକଟେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛି ଗାଁଆ ସାଉକାର ପେଟେ ଖାଇଦେଇ ଦିନରେ ଘୁଂଘୁଂଡି ମାରୁଛି !! ଯୋଜନା ଉପରେ ଯୋଜନା ଆସୁଛି ଅଧାରୁ ହଡପ ହେଉଛି ବଡବଡିଆଙ୍କୁ ସବୁତ ନିୟଣ୍ଟ ଗରିବକୁ କିଏ ଦେଉଛି !! ଅର୍ଣ୍ଣଦାତା ଏଠି ଅର୍ଣ୍ଣକୁ ଯୋଗାଇ ଅର୍ଣ୍ଣ

Loading

Aug
2021
24

*ଗଣମାଧ୍ୟମ-ଏକ ଭିନ୍ନ ଦୃଷ୍ଟିଭଙ୍ଗୀ—ସୋନାଲି ଓଝା*

ଗଣମାଧ୍ୟମ: ଏକ ଭିନ୍ନ ଦୃଷ୍ଟିଭଙ୍ଗୀ ◆●◆●◆●◆●◆●◆ ବଦଳିଛି ସମୟ । ତା ସହ ତାଳ ଦେଇ ବଦଳିଛି ସାମ୍ବାଦିକତା ଓ ସମ୍ବାଦ ପରିବେଷଣର ଶୈଳୀ। ଖବରକଗଜ ହେଉ କି ବୈଦ୍ୟୁତିକ ଗଣମାଧ୍ୟମ ଉଭୟ ଖବର ଦୌଡରେ ନିଜକୁ ସାମିଲ କରି ନିଜନିଜର ପ୍ରଚାର ପ୍ରସାରରେ ବ୍ୟସ୍ତ । ଗଣତନ୍ତ୍ରର ସଫଳତା ଓ ବିଫଳତା ପଛରେ ଗଣମାଧ୍ୟମର ଭୂମିକା ବେଶ

Loading