September 29, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ସ୍ଵାଧୀନତା ତୁମେ କେଉଁଠି – ପ୍ରେମଲତା ସାହୁ*

**ସ୍ଵାଧୀନତା ତୁମେ କେଉଁଠି**

ପ୍ରେମଲତା ସାହୁ

———————————————–

ସ୍ୱାଧୀନ ଦେଶରେ ଜନତା ଏବେ ବି

ପରାଧୀନ ହୋଇ ବଞ୍ଚିଛି,

ଗରିବ ଦଳିତ ଶୋଷଣ ବଢ଼ଇ

ବେକାରୀ ଦାଦନ ଖଟୁଛି।।

 

ବିନା ଲାଞ୍ଚେ କିଛି କାମ ହୁଏ ନାହିଁ

ନାରୀ ଜାତି ବଳି ପଡେ,

ବଳାତ୍କାର ହୁଏ ଦିନ ଦି” ପହରେ

ଅପରାଧ ଖାଲି ବଢ଼େ।।

 

ନ୍ୟାୟ ମିଳେ ନାହିଁ ନିର୍ଦ୍ଧୋଷୀ କୁ ଜମା

ଦୋଷୀ ରୁହେ ଆନନ୍ଦ ରେ,

ନାରୀ ଜାତି ନିଜ ସୁରକ୍ଷା ପାଇଁ କି

ଏବେ ବି ଲଢେଇ କରେ।।

 

ଭୁଆଁ ବୁଲାଅନ୍ତି ଜନତା ଙ୍କୁ ଆମ

(ଦେଶ)ମଙ୍ଗ ଧରିଥିବା ଲୋକେ,

ଶାସନ ନାଁ ରେ ଶୋଷଣ କରନ୍ତି

ଗରିବ ରୁହନ୍ତି ଭୋକେ।।

 

ସ୍ୱାଧୀନ ଦେଶ ଟା ପରାଧୀନ ପରା

ଦେଶ କାନ୍ଦୁଅଛି ଏଠି,

ମୁଣ୍ଡ ବିକେ ଲୋକ ଅନ୍ୟାୟ ଆଗରେ

ସ୍ୱାଧୀନତା ତୁମେ କେଉଁଠି???

 

Premalata Sahoo (khukuni)

 

Loading

4 thoughts on “*ସ୍ଵାଧୀନତା ତୁମେ କେଉଁଠି – ପ୍ରେମଲତା ସାହୁ*

  1. I’m amazed, I must say. Seldom do I come across a blog that’s equally educative and interesting, and without a doubt, you’ve hit the nail on the
    head. The issue is something too few folks are speaking intelligently
    about. I am very happy I came across this in my hunt for something regarding this.

  2. Greetings from Carolina! I’m bored to tears at work so I decided to browse your site on my iphone during
    lunch break. I really like the information you present
    here and can’t wait to take a look when I get home. I’m shocked at how
    quick your blog loaded on my mobile .. I’m not even using WIFI, just 3G
    .. Anyways, superb blog!

  3. Nice blog here! Also your site loads up fast! What web
    host are you using? Can I get your affiliate
    link to your host? I wish my site loaded up as quickly as yours lol

  4. Hello! I know this is kinda off topic however ,
    I’d figured I’d ask. Would you be interested in exchanging links or maybe guest
    authoring a blog post or vice-versa? My blog covers a lot of the same topics
    as yours and I think we could greatly benefit from each other.
    If you might be interested feel free to send me
    an e-mail. I look forward to hearing from you! Excellent blog by
    the way!

Leave a Reply

Your email address will not be published. Required fields are marked *