March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ସ୍ୱାଧୀନତା ତୁମେ କେଉଁଠି -ପ୍ରତାପ କିଶୋର ରାଉତ*

 

 

ସ୍ୱାଧୀନତା ତୁମେ କେଉଁଠି

——————————–

ପ୍ରତାପ କିଶୋର ରାଉତ

************************

ଶୃଙ୍ଖଳ ଛିଣ୍ଡାଇ ଆଜି ମୁକତି ଲଭିଛି

ମୋ ଦେଶ ଜନନୀ ଆଜି ସ୍ୱାଧୀନ ହୋଇଛି

କେତେ ସହିଦ ରକତେ ଏ ମାଟି ଭିଜିଛି

ସମୟ ସ୍ରୋତରେ କେତେ ଘଟଣା ଘଟିଛି ।

 

ଲାଗୁଛି ଏ ସ୍ୱାଧୀନତା କେଉଁ ଅନ୍ତରାଳେ

ଗୁମୁରି ଗୁମୁରି କାନ୍ଦେ ଅବା କର୍ମ ଫଳେ

ଅଧର୍ମ ଅନ୍ୟାୟ ଆଜି ବଢିଛି ଜଗତେ

ସତ୍ୟ ଶାନ୍ତି ଦୟା କ୍ଷମା ହଜିଛି ନିରତେ ।

 

ନିଷ୍ପେସିତ ହେଉଅଛି ନାରୀ ଏ ସମାଜେ

ଆଇନ କାନୁନ ଆଜି ଦୁର୍ବଳ ବିରାଜେ ।

ସ୍ୱାର୍ଥ ରେ ମଣିଷ ସତେ ହୋଇଛି ପାଗଳ

ମଧୁର ସମ୍ପର୍କ ଆଜି ହୋଇଛି ବିଫଳ ।

 

ସ୍ୱାଧୀନତା ତୁମେ ଆଜି କେଉଁଠି ରହିଛ

ନିରବ ନିଶ୍ଚଳେ ରହି ସ୍ଥାଣୁ ପାଲଟିଛି।

 

—————-◆●◆—————-

 

ପ୍ରତାପ କିଶୋର ରାଉତ

 

 720 total views,  1 views today

4 thoughts on “*ସ୍ୱାଧୀନତା ତୁମେ କେଉଁଠି -ପ୍ରତାପ କିଶୋର ରାଉତ*

  1. I was suggested this web site by my cousin. I am now
    not positive whether this publish is written through him as no one else recognize such specific about my trouble.
    You’re wonderful! Thanks!

  2. hey there and thank you for your information – I have definitely picked up something new from right here.
    I did however expertise some technical issues using this web site,
    since I experienced to reload the web site a lot of
    times previous to I could get it to load properly.
    I had been wondering if your web hosting is OK? Not that I’m complaining, but sluggish loading instances
    times will very frequently affect your placement in google and can damage your quality score if advertising and
    marketing with Adwords. Anyway I’m adding this RSS to my
    email and can look out for much more of your respective fascinating content.
    Ensure that you update this again soon.

Leave a Reply

Your email address will not be published. Required fields are marked *