September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ସ୍ୱାଧୀନତା ତୁମେ କେଉଁଠି -ପ୍ରତାପ କିଶୋର ରାଉତ*

 

 

ସ୍ୱାଧୀନତା ତୁମେ କେଉଁଠି

——————————–

ପ୍ରତାପ କିଶୋର ରାଉତ

************************

ଶୃଙ୍ଖଳ ଛିଣ୍ଡାଇ ଆଜି ମୁକତି ଲଭିଛି

ମୋ ଦେଶ ଜନନୀ ଆଜି ସ୍ୱାଧୀନ ହୋଇଛି

କେତେ ସହିଦ ରକତେ ଏ ମାଟି ଭିଜିଛି

ସମୟ ସ୍ରୋତରେ କେତେ ଘଟଣା ଘଟିଛି ।

 

ଲାଗୁଛି ଏ ସ୍ୱାଧୀନତା କେଉଁ ଅନ୍ତରାଳେ

ଗୁମୁରି ଗୁମୁରି କାନ୍ଦେ ଅବା କର୍ମ ଫଳେ

ଅଧର୍ମ ଅନ୍ୟାୟ ଆଜି ବଢିଛି ଜଗତେ

ସତ୍ୟ ଶାନ୍ତି ଦୟା କ୍ଷମା ହଜିଛି ନିରତେ ।

 

ନିଷ୍ପେସିତ ହେଉଅଛି ନାରୀ ଏ ସମାଜେ

ଆଇନ କାନୁନ ଆଜି ଦୁର୍ବଳ ବିରାଜେ ।

ସ୍ୱାର୍ଥ ରେ ମଣିଷ ସତେ ହୋଇଛି ପାଗଳ

ମଧୁର ସମ୍ପର୍କ ଆଜି ହୋଇଛି ବିଫଳ ।

 

ସ୍ୱାଧୀନତା ତୁମେ ଆଜି କେଉଁଠି ରହିଛ

ନିରବ ନିଶ୍ଚଳେ ରହି ସ୍ଥାଣୁ ପାଲଟିଛି।

 

—————-◆●◆—————-

 

ପ୍ରତାପ କିଶୋର ରାଉତ

 

 86 total views,  2 views today

Leave a Reply

Your email address will not be published. Required fields are marked *