February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ସ୍ୱାଧୀନତା ତୁମେ କେଉଁଠି – ନିତ୍ୟାନନ୍ଦ ସିଂହ*

ସ୍ୱାଧୀନତା ତୁମେ କେଉଁଠି

 

ନିତ୍ୟାନନ୍ଦ ସିଂହ

   ~~~~~~~~~~~~~~~~~

ପୁରୁଣା ଦିବସ ହେଲା ଇତିହାସ

ଅମରତ୍ୱେ ଲେଖା ହେଲା ,

ସେ ପୂର୍ବ ପୁରୁଷ ପାଇଁ ଆମ୍ଭ ଦେଶ

ସ୍ୱାଧୀନତା ଲାଭ କଲା ।।

 

ଲୁହ ରକ୍ତ କାଢ଼ି ଶତ୍ରୁ ସାଙ୍ଗେ ଲଢ଼ି

ଦେଲେ କେତେ ବୀର ପ୍ରାଣ ,

ସେମାନଙ୍କ ପାଇଁ ଏ ଭାରତ ଭୂଇଁ

ହୋଇଲା ଆଜ ସ୍ୱାଧୀନ ।।

 

କିନ୍ତୁ ବର୍ତ୍ତମାନ ସବୁ ଛିନ୍ନ ଭିନ୍ନ

ଓଲଟାରେ ପରିଣତ ,

ସ୍ୱାଧୀନତା ଦେଶ ଭୋଗେ ଆଜି କ୍ଳେଶ

ହୋଇଲେ ସବୁ ଅଚେତ ।।

 

ହୁଏ ଅତ୍ୟାଚାର ଲାଞ୍ଛ କାରବାର

କେହି ନୁହଁ ସୁରକ୍ଷିତ ,

ଭୁଲି ଧର୍ମ କର୍ମ ହେଲେ ପଶୁ ସମ

କାନ୍ଦୁଛି ଆଜି ଭାରତ ।।

 

ଆଜି ହିନ୍ଦୁସ୍ଥାନ ହୋଇବି ସ୍ୱାଧୀନ

ପିଠିରେ ପଡଇ ଲାଠି ,

ପୁଣି ଆଉ ଥରେ ସ୍ୱାଧୀନକୁ ଝୁରେ

ସ୍ୱାଧୀନତା ତୁମେ କେଉଁଠି ? ।।

 

ନିତ୍ୟାନନ୍ଦ ସିଂହ

    

 637 total views,  2 views today

Leave a Reply

Your email address will not be published. Required fields are marked *