September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଅଭଙ୍ଗୁର ମନ – ମମତା ବାରିକ*

🌹ଅଭଙ୍ଗୁର ମନ🌹

 

ମମତା ବାରିକ

***********************************

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର,

ନା ଦେବ ସେ ଅସହ୍ୟ କଷ୍ଟ ର ଯନ୍ତ୍ରଣା,

ସେ ପରିଧି ର କୂଳେ ଯେତକ ଯାତନା,

ପାଲଟିବ ସେ ଖରସ୍ରୋତ ନଦୀ ର ଅବବାହିକା,,

ଧକେଇ ଧକେଇ କାନ୍ଦିବ ଯାତନା!

ମନ ର ଏ!କି ଗୁପ୍ତ ସଂରଚନା।।

 

କରିଦିଅ ନା ମନ କୁ ଅଭଙ୍ଗୁର!

ଆସୁ ଯେତେ ପ୍ରଳୟଙ୍କରୀ ସୁନାମୀ,

ବନ୍ୟା,,,

କରିବ ତାକୁ ସେ ସାମ୍ନା ,

ନ ହୋଇବ ଆଉ ସେ ଗ୍ରୀଷ୍ମ ଋତୁ ରେ

ତରଳି ତରଳି ଯାଉଥିବା ପିଚୁ ର ଗାଲିଚା,,,।

 

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର!

ଅତୀତ ର ସେଇ ସିକତା ତଳେ ଲୁଚିରହିଥିବା?

ଧିକ ଧିକ ଜଳି ଉଠୁଥିବା,,

ସୌଦାମିନୀ ସମ ଜର୍ଜରିତ କ୍ଷତାକ୍ତ

ଛୁରା କୁ ,

ହୃଦୟ ଗହ୍ବର ର ଶୀତଳ ଭଣ୍ଡାର ମଧ୍ୟରେ,,

ତା’ର ସୌଧ କୁ ଅଭିସିକ୍ତ ।।

 

କରିଦିଅ ନା ସାଥି ଗଣ ମନ କୁ ଅଭଙ୍ଗୁର,

ଦେଖିବ ମନ ଟି ଆମର,,

ଯେତେ ବାର !

ସମୟର କରାଳ ଗର୍ଭ ରେ?

ମନ ନାମକ ସ୍ଲେଟ୍ ରେ ଧକ୍କା ହେଇ!

ଚୂର୍ଣ୍ଣ ବିଚ୍ଛିନ୍ନ ହେଇଯାଇଛି,

ତାହା ଏକ ଶକ୍ତ ବିଶାଳକାୟ ଏଭରେଷ୍ଟ ଶୃଙ୍ଗ ରେ ପରିଣତ

ହେଇଯିବ,,,,!

 

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର,

ଗଢି ଦିଅ ନା ମନରେ ସୌରଜଗତ

ସେ ଜଗତ ରେ ରହିଥିବେ?

ଗ୍ରହ,ଉପଗ୍ରହ,ଅସଂଖ୍ୟ ଉଲକା,

ସହ ଗ୍ରହପୁଞ୍ଜ,,,,

ପ୍ରବେଶିଲେ ଯେତେ!

ଉତ୍ତପ୍ତ ଗ୍ୟାସୀୟ ପଦାର୍ଥ;

ନା ଘଟିବ କିଛି ଧ୍ୱଂସ ତାଣ୍ଡବ,

ନା ରହିବ କିଛି ମନରେ ଅବଶୋଷ?

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର।।

 

🙏🙏🙏

ମମତା ବାରିକ

 86 total views,  2 views today

One thought on “*ଅଭଙ୍ଗୁର ମନ – ମମତା ବାରିକ*

Leave a Reply

Your email address will not be published. Required fields are marked *