ବିସ୍କୁଟ ବିସ୍କୁଟ – ବୁଲୁ ବିଷୋୟୀ ବୁଲୁବବି ବିଷୋୟୀବିସ୍କୁଟବ – ବୁଲୁ ବିଷୋୟୀ ••••••••••••••••••••••••••• ବିସ୍କୁଟ ବୁଲୁ ବିଷୋୟୀ ********************************************** ନୁହେଁ ମୁଁ ସୀମିତ ଜନ୍ମରୁ ବିସ୍ତୃତ ଗାଆଁରୁ ସହର ଯାଏଁ ଯେଉଁଠି ଖୋଜିବ ସେଇଠି ପାଇବ ଚାହିଦା ସବୁଠି ଥାଏ || ଧନୀ ଓ ଗରିବ ସମସ୍ତଙ୍କ ସାଥି ପାତର,ଅନ୍ତର ନାହିଁ ସଭିଏଁ ସାଦରେ ଗ୍ରହଣ
Read More
ନିଦାଘ ସଙ୍ଗୀତ ************ ଜୀବନ ବାଲିର ମରୁଭୂମିରେ ମୁଁ ହେଉଅଛି ଛଟପଟ ପାଣିଟୋପେ ନାହିଁ ଖରା ଝାଇଁ ଝାଇଁ ବଞ୍ଚିବାଟା ଏଠି କଷ୍ଟ !! ହଜିଯାଇଛି ମୋ ଶସ୍ୟର ଶ୍ୟାମଳ ସବୁଜ ରଙ୍ଗର କ୍ଷେତ ଦେହେ ବାଜୁନାହିଁ ବସନ୍ତ ପବନ ହୋଇଛି କି ମୋର ମୃତ !! ବରଷା ଦିନର ଶୀତଳ ପବନ କୁଆଡ଼େ ଯାଇଛି ହଜି ବ୍ୟାକୁଳ
Read More
ସ୍ବାଧୀନତା ତୁମେ କେଉଁଠି – ବୁଲୁ ବିଷୋୟୀ …………………………………… ଗରିବ ଲୋକଟେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛି ଗାଁଆ ସାଉକାର ପେଟେ ଖାଇଦେଇ ଦିନରେ ଘୁଂଘୁଂଡି ମାରୁଛି !! ଯୋଜନା ଉପରେ ଯୋଜନା ଆସୁଛି ଅଧାରୁ ହଡପ ହେଉଛି ବଡବଡିଆଙ୍କୁ ସବୁତ ନିୟଣ୍ଟ ଗରିବକୁ କିଏ ଦେଉଛି !! ଅର୍ଣ୍ଣଦାତା ଏଠି ଅର୍ଣ୍ଣକୁ ଯୋଗାଇ ଅର୍ଣ୍ଣ
Read More