September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ସ୍ୱାଧୀନତା ତୁମେ କେଉଁଠି – ଶିବ ପ୍ରସାଦ ହାତୀ*

ସ୍ୱାଧୀନତା ତୁମେ କେଉଁଠି

 

ଶିବ ପ୍ରସାଦ ହାତୀ

***********************

ସତ୍ଯ ଅହିଂସାର ତ୍ଯାଗ ତିତିକ୍ଷାର

ଫଳଶ୍ରୁତି ସ୍ୱାଧୀନତା

ପଞ୍ଚସ୍ତରୀ ସାଲ ନେତା ମାଲାମାଲ

ବେହାଲ ଦେଶ ଜନତା।୧।

ଲଭି ସ୍ୱାଧୀନତା ଆନନ୍ଦ ଜନତା

ପାହିବ କାଳ ରଜନୀ

ମନେ ଯେତେ ଆଶା ମନେ କଲା ବସା

ଦୁଃଖର ଦିନ ସରୁନି।୨।

ଅନ୍ଧାରି ଶାସନ ହୋଇନି ଉଚ୍ଛନ୍ନ

ତେଲିଆର ମୁଣ୍ଡେ ତେଲ

ଅପରାଧୀ ବୁଲେ ମୁକ୍ତ ନଭ ତଳେ

ନିର୍ଦ୍ଦୋଷ ଭୋଗଇ ଜେଲ।୩।

ନେତା ଚାଟୁକାର ହେଲେ ସାହୁକାର

ଜନତା ଖଟୁଛି ବେଠି

ଭାଷଣ ଯାହାର ସରସ ସୁନ୍ଦର

ରାଜଭୋଗ କରେ ଏଠି।୪।

ନେତା ଅଫିସର ହେଲେ ଏକାକାର

ଅପହୃତ ସ୍ୱାଧୀନତା

ହୋଇ ହୀନିମାନ ଦୁଃଖେ କଟେ ଦିନ

ସ୍ୱାଧୀନ ନୁହେଁ ଜନତା ।୫।***********************************

Shiva Prasad Hati

 92 total views,  2 views today

One thought on “*ସ୍ୱାଧୀନତା ତୁମେ କେଉଁଠି – ଶିବ ପ୍ରସାଦ ହାତୀ*

Leave a Reply

Your email address will not be published. Required fields are marked *