December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

Dec
2021
3

*Calm clouds–Gayatri mishra*

Calm clouds.. 🌹🌹🌹🌹🌹 The blue sky Looks so beautiful.. Its beacause of you.. Lovely silvery calm clouds in view. Just descended from heaven.. The beautiful maidens. Roaming in different forms.. Sometimes giants sometimes foams. Glittering and giggling.. Whispering and singing. You merge

 1,169 total views,  3 views today

Dec
2021
3

*ଭସାମେଘ–ମୁକ୍ତିରାଣୀ ଦେବତା*

*ଭସାମେଘ* (କବିତା)🌻🌹🌼 (୧) ଦୂର ଆକାଶର ଭସାମେଘ ତୁ ଲୋ ବରଷିଗଲୁ ମୋ ଜୀବନେ ଆସି ହୃଦୟ ରାଇଜେ ଘରଟେ ତୋଳିଲୁ ମନ ପୁରିଗଲେ ଯାଉରେ ଋଷି ।। (୨) ଅଦିନ ମେଘ ତୁ ପିପାସୀ ମାଟି ମୁଁ ଝରି ତୁ ଯାଆଲୋ ସରଗ ପରୀ ତୋ ପ୍ରେମ ସ୍ପର୍ଶରେ ପାଇବି ଜୀବନ ତୁମ ବିନା ସାଥୀ ଯିବି

 175 total views,  5 views today

Dec
2021
3

*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*

“ଭସା ମେଘ” *************** ପ୍ରକୃତି ଅଙ୍ଗନେ ଦୃଶ୍ୟ ଘନକାଳ ଦୂରାଇ ରୌଦ୍ର ପ୍ରଚଣ୍ଡ। ବ୍ୟାପ୍ତ ନୀଳାମ୍ବର ଅଙ୍ଗେ ଘନକୃଷ୍ଣ ଭାସମାନ ମେଘଖଣ୍ଡ।। ସୃଜିଦିଏ ସପ୍ତବର୍ଣ୍ଣି ଶକ୍ରଚାପ ରମଣୀୟ ରଙ୍ଗଖେଳେ। ସଞ୍ଚରିଯାଏ ମାଟିରେ ମହକ ବର୍ଷିତ ଜଳପାତରେ।। ଘନ ଆସ୍ତରଣେ ଭସା ଭସା ମେଘ ଘଡଘଡିର ବାଇଦ। ମୁହୂର୍ତ୍ତରେ ତୋଳେ ପ୍ରଳୟ ତାଣ୍ଡବ ସୂରୁଜ ଗଣେ ପ୍ରମାଦ।। ହୃଦୟ ଆକାଶେ

 500 total views,  4 views today

Dec
2021
3

*ଭସା ମେଘ–ନିତ୍ୟାନନ୍ଦ ସିଂହ*

ଭସା ମେଘ ~~~~~~~~ ଈଶ୍ୱରଙ୍କ ଦାନ ଅଟଇ ମହାନ ଧନ୍ୟବାଦ ହେ ବିଧାତା ,, ପ୍ରକୃତି କୁ କେତେ ସୁନ୍ଦରେ ରଚିଲ ତୁମ୍ଭ ପୟେ ମୋର ମଥା ……..।। କି ସୁନ୍ଦର ଦିସେ ମହା ଶୂନ୍ୟ ବ୍ୟୋମ ଭସା ମେଘ ଯେବେ ଭାସେ ,, ମନରେ ଉଦାସ ରୁହେନାହିଁ ଜମା ଭସା ମେଘ ଦେଖି ହସେ ………..।। ମନ

 187 total views,  3 views today

Dec
2021
3

*ଭସାମେଘ–ଜାନକୀ ମହାନ୍ତ*

**ଭସାମେଘ** ।।ଜାନକୀ ମହାନ୍ତ।। ନୀଳ ଅମ୍ବରର ଭସାମେଘ ମୋର ଶୁଭ୍ରକାନ୍ତି ସ୍ୱଳ୍ପାୟୁଷ ଯିବୁ ଭାସିଭାସି ଗୋଲାପ ଯେ ହସି ପ୍ରିୟକୁ ଦେବୁ ସନ୍ଦେଶ । ଆହେଭସାମେଘ ଅମୂଲ୍ୟଅମୋଘ ତୋଆଗମନେକାନନେ ପାଦପ ପଲ୍ଲବ ତରୁଲତା ଦୁବ ପଶୁପକ୍ଷୀ ନାଚେ ବନେ, ତୋତେଦେଖି ଶିଖି ନାଚେପୁଚ୍ଛଟେକି ହୋଇ ପୁଲକିତ ମନେ ଚାଷୀଭାଇ ପ୍ରୀତେ ଧାଏଁ ଶସ୍ୟକ୍ଷେତେ ପାଇଁ ଯେ’ ବୀଜବପନେ। ସୀମାରୁ

 191 total views,  7 views today

Dec
2021
3

*ଭସା ମେଘ–ଅଞ୍ଜଳି ଗିରି*

ଭସା ମେଘ ରାଗ : ରସକୁଲ୍ୟା —————————— ମେଦୁର ମୁଦିର କୁଜ୍ଝଟି କାୟା, ମେଚକ ବଳକ୍ଷ କୁହେଳି ମାୟା, ମାରୁତ ସଙ୍ଗତେ ନୀଳ ଗଗନେ, ମୁରୁଜ ଆଙ୍କିଣ ଉଡଇ ଘନେ ..ସେ ମୋହିତ କରଇ ସର୍ବେ..ହେ ମଞ୍ଜୁଳ ବଦନ ମୃଦୁଳ ଶୋଭନ ମୃଷା ଆଶା ଦେଇ ଭବେ .. ହେ ।। ମଦିର ଅଧିର ଶୀକର ହୀନ ମତ୍ତ

 167 total views,  3 views today

Dec
2021
3

*ଭସାମେଘ–ସନ୍ଧ୍ୟାରାଣୀ ହୋତା*

**ଭସାମେଘ** ମେଘାଗମେ ନୀଳନଭେ ଭସା ମେଘ ସମ ମୋ ଜୀବନେ ଆସିଥିଲ ଆହେ ପ୍ରିୟତମ ପୁଲକିତ କରିଥିଲ ତନୁ ମନ ମୋର ଆଜି କିମ୍ପା ଦୂରେଇଲ ଦେବ କି ଉତ୍ତର? ସାଗରବେଳା ରେ କେତେ ବିନିଦ୍ର ରଜନୀ ସାଥୀ ହୋଇ କାଟିଥିଲେ ଭୁଲି କି ଗଲଣି ଜ୍ୟୋତ୍ସ୍ନା ବିଧୌତ ରଜନୀ କେଡ଼େ ମନୋହର ଭସାମେଘ ସାକ୍ଷୀ ଆମ ପ୍ରେମ

 292 total views,  6 views today

Dec
2021
3

*ଭସା ମେଘ–ପ୍ରତିମା ବାରିକ*

ଭସା ମେଘ “”””””””””””””””””””””””” ଲେଖୁଛି ଚିଠି ମୋ ହୃଦ ଭାଷ୍ୟ ବାଣୀ ପ୍ରୀତି ଝର କୁଳୁ ନାଦିନୀ ରାଗିଣୀ । ବିରହ ବ୍ୟଥାର ସଜ ଫୁଟା ଫୁଲ ସ୍ମୃତିର ପୃଷ୍ଠାର ରୋମନ୍ଥନ ଫାଲ । ଅକୁହା ବେଦନା ନିଃଶବ୍ଦ ଝଙ୍କାର ନିଶିଥ ନିର୍ଜନେ ଆଖି ଲୁହ ଧାର । ସାକ୍ଷୀ ବେଳାଭୂମି ସମୁଦ୍ର କଣିକା ଜହ୍ନ ଆଲୁଅରେ ବସୁଥିଲେ

 152 total views,  2 views today

Dec
2021
2

*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*

*** *ଟିପେ ପୃଥିବୀର ମୋହ* ***                          ସୀମାଞ୍ଚଳ ପଣ୍ଡା                             ***********   ଟିପେ  ପୃଥିବୀର   ମୋହର  ବିକାର ମାନବିକ   ପଣ  କରେ  ହରଣ,

 19 total views,  2 views today

Dec
2021
2

*ମରିଚିକା – ମନୋଜ କୁମାର ଦାସ*

                  ♣ମରୀଚିକା♣             ♣ ମନୋଜ କୁମାର ଦାସ♣ ସ୍ବପ୍ନରେ ଭାବିଥିଲି ଯାହା ପ୍ରତିଫଳନ ହେବ ସାମ୍ନାରେ ଶୀତୁଆ ପାଗରେ ଧାଇଁ ଧାଇଁ ଅପେକ୍ଷାର ଅନ୍ତ ଘଟିଲା ନାହିଁ l କଥା ଦେଇଥିଲ ଭେଟ ପାଇଁ ଆସିବ ଆସିବ ବୋଲି

 18 total views,  2 views today

Dec
2021
2

*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*

😕 ଅପେକ୍ଷା ର ମୁହୂର୍ତ୍ତ 😕 ___________________ ଉପହାସ କରେ ଆଜି ସମୟ ମୋ ସାଥେ କି ଦୋଷ ର ନିଏ ପ୍ରତିଶୋଧ, ଦ୍ରୁତଗତି ତାର ହୋଇଲାକି ଅଚଞ୍ଚଳ କିବା କେହି କଲା ଗତିରୋଧ l ଦ୍ରୁତ ହେଉଛି ସ୍ପନ୍ଦନ, ବିଚଳିତ ମନ, ଅଟ୍ଟହାସ୍ୟେ ପୁରିଛି ଭବନ ll ପ୍ରାପ୍ତି ଅପ୍ରାପ୍ତି ର ଆଶଙ୍କା ର ଜାଗରଣ ମନେ

 21 total views,  2 views today

Dec
2021
2

*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*

*ତୁ ଥାଆ ମୁଁ ଯାଉଛି ଋଷି*✍️   ନାଲି ଓଠେ ତୋର ଦେଏଲୋ ହସି ମୁହଁ ଫୁଲାଇ କିଆଁ ବସିଛୁ ଋଷି ତୁ ମୋ ଜୀବନ ଅଟୁରେ ଧନ ତୋ ବିନା ଲାଗେନି କେଉଁଠି ମନ ।।   ଜୀବନକୁ ମୋର କରିଛୁ ଧନ୍ୟ ତୋ ବିନା ହୁଏନି କେଉଁଠି ଗଣ୍ୟ ମୋ ଲାଗି ତୁହି ସରଗ ଚାନ୍ଦ

 19 total views,  3 views today

Nov
2021
21

*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

କବିଟିଏ ମୁଁ କବିଟିଏ ଜିତେନ୍ଦ୍ର ଗିରି   କବିଟିଏ ମୁଁ କବିଟିଏ ଭାବନା କୁ ମୁଁ କରି ଆପଣାର ସାହିତ୍ୟ ରାଇଜେ କରିଛି ଘର କଲମ ମୁନକୁ କରିଛି ମୂନିଆ କୁଖ୍ୟାତ ଦେଖି ହୁଅନ୍ତି ଛାନିଆ ତାଙ୍କୁ କିବା ଜଣା କବିଙ୍କର ମୂଲ ତତଲା ମରୁରେ ମୁଁ ଫୁଟାଏ ଫୁଲ।   କବିଟିଏ ମୁଁ କବିଟିଏ ଅକୁହା କଥାକୁ

 72 total views,  1 views today