Nov
2023
24
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମୟ ସାଥିରେ ବର୍ଷ ଗଡିଯାଏ ବଢିଯାଏ ମାସ ଦିନ ଚାହିଁଲେ ହିସାବ ରଖିପାରେ ନାହିଁ ଡାକିନିଏ କାଳ ଯମ। ଉଦ୍ଧୃତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରିୟ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ କଲମରୁ ନିଃସୃତ “ଉଷ୍ଣ ଅପରାହ୍ନ” କବିତା ରୁ ଆନୀତ।ଏଠାରେ ଶ୍ରୀ ସେଠୀ ସମୟର ଅଙ୍କାବଙ୍କା ଗତି ଭିତରେ କିଭଳି ଭାବରେ ଦିନ,