Nov
2023
24
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
“ଗାଁରେ ସଢନ୍ତି ବୁଢା ବାପା ମା’ ପୁଅ ଚାହୁଁନାହିଁ ସହର ସୁନ୍ଦରୀ ଅବିବେକି ବୋହୁ କାମନାର ଅଗ୍ନିସୁଅ ।” *”ଗାଁରେ ସଢନ୍ତି_ _ _ _ _ କାମନାର ଅଗ୍ନିସୁଅ।”* ଉକ୍ତ ଉଦ୍ଧୃତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମ୍ମାନାସ୍ପଦ ଯୁବ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସେଠୀଙ୍କ ରଚିତ *’ ଉଷ୍ଣ ଅପରାହ୍ନ ‘* କବିତାରୁ