Nov
2023
24
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
* ସମୟ ସାଥୀରେ ବର୍ଷ ଗଡିଯାଏ ବଢିଯାଏ ମାସ ଦିନ ଚାହିଁଲେ ହିସାବ ରଖିପାରେ ନାହିଁ ଡାକିନିଏ କାଳ ଯମ । “ସମୟ ସାଥୀରେ……….. କାଳ ଯମ।” ଆଲୋଚ୍ୟ କବିତାଂଶଟି ଆମ୍ଭ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନର ସମ୍ମାନନୀୟ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ ବିରଚିତ “ଉଷ୍ଣ ଅପରାହ୍ନ” କବିତାର ଦ୍ଵିତୀୟ ପଦରୁ ଉଦ୍ଧୃତ। ଆଲୋଚ୍ୟ ପ୍ରସଙ୍ଗରେ