Apr
2024
4
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
ମୁଁ ସହର ତଳିର ଝିଅ “”””””””””””””””””” ମୁଁ ଏମିତି ନା ! ତୁମ ହସ ତୁମ କ୍ରୋଧର ମନ୍ତ୍ର ତୁମେ କୁହ କେବେ ବାରବୁଲି ଝିଅ କେବେ କୁହ ମୋତେ ଅସନା ହଁ ମୁଁ ତ ଖରାପ। ତୁମେ ତ ରହୁଛ ଝଲମଲ କୋଠରୀରେ ରଙ୍ଗ ବେରଙ୍ଗ ଅଟ୍ଟାଳିକାର ହେଲେ ଶାନ୍ତି କଣ ଜାଣ କି ?