Nov
2023
24
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
ସମୟ ସାଥୀରେ ବର୍ଷ ଗଡ଼ିଯାଏ ବଢ଼ିଯାଏ ମାସ ଦିନ, ଚାହିଁଲେ ହିସାବ ରଖିପାରେ ନାହିଁ ଡାକିନିଏ କାଳ ଯମ ll ” ସମୟ ସାଥୀରେ…………… କାଳ ଯମ “ ଉକ୍ତ ହୃଦୟସ୍ପର୍ଶୀ ପଦଟି ଆମ ଶ୍ରେଷ୍ଠସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟଦୟ ଭାଷା ସାହିତ୍ୟ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ ରଚିତ ” ଉଷ୍ଣ ଅପରାହ୍ନ ”