Nov
2023
24
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
ସମ୍ପର୍କର ମାନେ କିଛି ଏଠି ନାହିଁ ସବୁ ଲାଗେ ମୂଲ୍ୟହୀନ ମଣିଷର ତଣ୍ଟି କାଟୁଛି ମଣିଷ ମିଛେ ମୁଖେ ହରିନାମ । ସମ୍ପର୍କର ମାନେ……… ମୁଖେ ହରିନାମ। ଆଲୋଚ୍ୟ କବିତାଂଶ ଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମ୍ମାନାସ୍ପଦ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ କଲମ ନିଃସୃତ ‘ଉଷ୍ଣ ଅପରାହ୍ନ’ କବିତାରୁ ସଂଗୃହିତ। ଏଠାରେ କବି