Nov
2023
24
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ଗାଁରେ ସଢ଼ନ୍ତି ବୁଢ଼ା ବାପା ମା ‘ ପୁଅ ଚାହୁଁ ନାହିଁ ମୁହଁ ସହର ସୁନ୍ଦରୀ ଅବିବେକୀ ବୋହୁ କାମନାର ଅଗ୍ନିସୁଅ ।। “ଗାଁରେ ………….. ଅଗ୍ନିସୁଅ “ ଉକ୍ତ ଆଲୋଚ୍ୟ କବିତାଂଶ ଟି ଆମର ଶ୍ରେଷ୍ଠ ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ର ସମ୍ମାନସ୍ପଦ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସେଠୀ ଙ୍କ ଦ୍ଵାରା ରଚିତ