Nov
2023
24
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
ଗାଁ ରେ ସଢ଼ନ୍ତି ବୁଢ଼ା ବାପା ମା ପୁଅ ଚାହୁଁନାହିଁ ମୁହଁ ସହର ସୁନ୍ଦରୀ ଅବିବେକି ବୋହୂ କାମନା ର ଅଗ୍ନି ସୁଅ। ଗାଁ ରେ —————- ଅଗ୍ନି ସୁଅ ଆଲୋଚ୍ୟ କବିତାଂଶ ଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମ୍ମାନସ୍ପଦ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ଙ୍କ ରଚିତ ‘ ଉଷ୍ଣ ଅପରାହ୍ନ