Nov
2023
24
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
“ଗାଁ ରେ ସଢ଼ନ୍ତି ବୁଢା ବାପା ମା ‘ ପୁଅ ଚାହୁଁ ନାହିଁ ମୁହଁ ସହର ସୁନ୍ଦରୀ ଅବିବେକି ବୋହୂ କାମନାର ଅଗ୍ନିସୁଅ। “ଗାଁ ରେ ସଢ଼ନ୍ତି………. ଅଗ୍ନିସୁଅ” । ଆଲୋଚ୍ୟ କବିତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମ୍ମାନସ୍ପଦ ସଭାପତି ମହୋଦୟ ଶ୍ରୀ ପ୍ରଶାନ୍ତ କୁମାର ସେଠୀ ଙ୍କ ରଚିତ ” ଉଷ୍ଣ ଅପରାହ୍ନ”