Nov
2023
24
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
“ପକ୍ଷୀ ଟିଏ ଆଜି ଗୀତ ଗାଇବାକୁ ଗଛଟେ ପାଉନି ଖୋଜି କଂକ୍ରିଟ ସଭ୍ୟତା ସବୁରି ଉପରେ ରାଜୁତି କରୁଛି ଆଜି” ପକ୍ଷୀଟିଏ_ _ _ _ _ _ _ଆଜି ଉପକ୍ରମ –ଶଂଶିତ ପଦ୍ୟାଶଂ ଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ଙ୍କ ରଚିତ “ଉଷ୍ଣ ଅପରାହ୍ନ” କବିତାରୁ ଆନିତ।