April 30, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jun
2021
4

*ଜୀବନ ଦୋଳି–ବିକ୍ରମ ବେହେରା*

ଜୀବନ ଦୋଳି ************* ସମୀର ସୌନ୍ଦର୍ଯ୍ୟ କାନ୍ତି ଗଗନ ଦୁଇ ବୃକ୍ଷ ଡାଳେ ଦୋଳି ଝୁଲିଣ ଦୋଳନ ଗତିରେ ହୁଏ ଦୃଶ୍ୟମାନ ଆନନ୍ଦ ର ସୀମା ପାରେ ସେ ଜାଣ ମନୁଷ୍ୟ ଜୀବନ ଝୁଲନ୍ତା ଦୋଳି ଆଗକୁ ପଛକୁ ହୁଏ ସେ ଝୁଲି ସୁଖ ର ଦୁଃଖ ର ଅନନ୍ତ ଧାର ରେ ବିହିବ ସିଏ ଏ ଦୁନିଆ

Loading

Jun
2021
4

*ଜୀବନ ଦୁଲି– ଡିଲେଶ୍ୱର ମେହେର*

ସୂର୍ଯ୍ୟୋଦୟ ପାକ୍ଷିକ – ପ୍ରତିଯୋଗିତା-କ୍ରମାଙ୍କ,୧୦. ———————————- ଜୀବନ-ଦୁଲି **************** ଦିନ୍ ସରିଗଲେ ବେଲ୍ ବୁଡ଼ିଗଲେ ରାଏତ୍ ଆଏସି ମାଡ଼ି ଜୀବନ୍ ଦୁଳି ଟା ଛିଡିଜିବା କେତେବେଲେ ଧରିଥା ବର୍କସ୍ କରି ।। ଚେଁରେ ନାଇଁଡରେ ଧୁକା କି ପବନ୍ ଡାଲେ କରିନେସି ଗୁଡା ଧୁକାଗରେଲ୍ ହେଲା କେତେନିକେତେ ଭାଙ୍ଗିଦେଲା ଚେଁରେ ଗୁଡା ।। ଆଏଜ୍ କା ଜିଏ ରଜା

Loading

Jun
2021
4

*ଜୀବନ ଦୋଳି– ଜଗମୋହନ ପ୍ରଧାନ*

*ଜୀବନ ଦୋଳି* ——————- ମାୟା ସଂସାରରେ ଜୀବନର ଦୋଳି କେତେ ଦିନ ତୁ ଖେଳିବୁ, ପାପ,ଲୋଭ,ମୋହ ସ୍ୱାର୍ଥ,ଅହଂକାରେ କେତେ ଦିନ ତୁ ବଞ୍ଚିବୁ। ପାପ କର୍ମ ଭାର ଯେବେ ବଢି ଜିବ ଦୋଳି ତୋର ଯିବ ଛିଡି, ତ୍ରାହି ତ୍ରାହି ବୋଲି ଡାକ ଛାଡ଼ୁ ଥିବୁ କେହି ନ ପାରିବେ ତରି। ଜୀବନର ସତ୍ୟ କେମିତି ଜାଣିବୁ ତୁ

Loading

Jun
2021
4

*ଜୀବନ ଦୋଳି–ଶକୁନ୍ତଳା ପରିଡ଼ା*

ଜୀବନ ଦୋଳି ¡¡!!!!!!!!!!!!¡¡!!!!!!!!!!¡¡ ଜୀବନ ଦୋଳିରେ ଝୁଲି ଝୁଲି ଆଜି ପଡ଼ିଅଛି ମୁହଁ ମାଡ଼ି ହସ ଲୁହ ଭରା ଏ ଜୀବନ ପରା ଏଇ ଅଛି ଯିବ ଛାଡ଼ି ଏ ସାରା ଦୁନିଆ ସୁଖରେ ନିଜର ଦୁଃଖରେ ଦିଅନ୍ତି ଛାଡ଼ି ଦି ଦିନ ର ସ୍ନେହ ଆଦର ସବୁ ତ ଅଦିନରେ ଯାଏ ଝଡ଼ି ଏଣେ ତେଣେ ଘୂରି

Loading

Jun
2021
4

*ଜୀବନ ଦୋଳି-ହରିହର ଭୂକ୍ତା*

– ଜୀବନ ଦୋଳି ଜୀବନର ଦୋଳି ଅଦୃଶ୍ୟ ଜୀବନେ ଅନୁଭବ ହୁଏ ମାତ୍ର ଦୋଳିର ଏ’ ଡୋରୀ ବିଧାତା ହାତରେ ସଞ୍ଚାରିତ ଯେ’ ସର୍ବତ୍ର । ଯେହ୍ନେ ମିନ ଜଳେ ବିଚରେ ସର୍ବତ୍ର ଜାଲ ରୂପେ ଏ’ ସଂସାର କୈବର୍ତ୍ତ ରୂପରେ ପ୍ରଭୁ ନାରାୟଣ ସଂସାରୁ କରେ ଉଦ୍ଧାର । ମିନ ସମ ଆମ୍ଭେ ବସିଛେ ଦୋଳିରେ ସମୀରେ

Loading

Jun
2021
1

*Lets talk with Binaya Kumar Mohanty for Suryodaya_Sambhranta_Saraswat_Samman – 2021*

Lets talk with Binaya Kumar Mohanty for Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା

Loading

Jun
2021
1

*ସ୍ମୃତି ସେତ ଜନ୍ମଭୁମିର– ସବିତା ତ୍ରିପାଠୀ*

🙏❤ସ୍ମୃତି ସେତ ଜନ୍ମଭୁମିର ❤🙏 ସମୟ ସୁଅ ରେ ଭାସି ମୁଁ ଯାଉଛି କେମିତି କହିବି ତତେ, କେତେ ମୁଁ ହଜିଛି କେତେ ମୁଁ ଖୋଜିଛି ଜୁଆର ଆଉ ଭଟ୍ଟା ରେ……….. ଅନେକ ସ୍ମୃତି ସାଇତି ରଖିଛି ଏଇ ହୃଦୟ ଭିତରେ, ପାଖକୁ ଆସିଲେ କହିବି ଭାବୁଛି ସବୁ ଏକାନ୍ତ ନିର୍ଜନରେ…….. ବୋଧ ହୁଏ କୁନି ପ୍ରତିବିମ୍ବ ମୋର

Loading

May
2021
31

*ଖଣ୍ଡଗିରିରେ ସନ୍ଧ୍ୟା–ଖଣ୍ଡଗିରିରେ ସନ୍ଧ୍ୟା*

ଖଣ୍ଡଗିରିରେ ସନ୍ଧ୍ୟା ……………………………………….. ଆହା କି ସୁଷମା ! ଦେବି କି ଉପମା ଖଣ୍ଡଗିରିର ସେ ରୂପ ବିଭବ ନେତ୍ର ଭରି କରି ଦେଖିଲି ତା ଶିରୀ ଗୁମ୍ଫାରେ ବସି ଯା ଶୋଭା ଅପୂର୍ବ ାା ଦିନେହେଁ ସନ୍ଧ୍ୟାରେ ଆଳତୀ ଲଗ୍ନରେ କଲି ସଂଦର୍ଶନ ରୂପ ତାହାର ଭାଳିଲି ନେତ୍ରରେ ନାନା ଚିତ୍ରରାଜୀ ଐର ଖାରବେଳ ସୃଷ୍ଟି ସମ୍ଭାର

Loading

May
2021
25

*ହାଇକୁ– ପ୍ରଦୀପ କୁମାର ଦାଶ*

ହାଇକୁ —0— ପୁନେଇଁ ଜହ୍ନ ନଦୀର କୁଳୁ କୁଳୁ ଦେଖାଏ ସ୍ୱପ୍ନ ।……(୦୧)   ତୃଷ୍ଣା ବିସ୍ତୃତ  କିନ୍ତୁ କର୍ମର ଫଳ ମିଳେ ସମ୍ଭାର ।……..(୦୨) ଗଛ ଫାଙ୍କରେ ସେ ଫାଳିକିଆ ଜହ୍ନ ହେଳା ମଗନ ।…….(୦୩) ତମ କୁନ୍ତଳ ଚମକାଏ ବିଜୁଳି  କଳା ବାଦଲ ।…….(୦୪) ବଉଳ ଫୁଲ ହୃଦୟ ହଜିଯାଏ ଗାଁ ନଇ କୂଳ ।……..(୦୫) ଲୁହର

Loading