May 21, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jun
2021
23

*ନିସ୍ତବ୍ଧ ନିଶାର ନିଶାଚରୀ–ଦୀପିକା ଦାଶ*

#ନିସ୍ତବ୍ଧ_ନିଶାର_ନିଶାଚରୀ ********************** ଅମାବାସ୍ୟାର କିଟିକିଟି ଅନ୍ଧାର ଅଥଚ ଆକାଶର କଳା ବକ୍ଷ ଚିରି ଅଜବ ଏକ ତୋଫା ଜହ୍ନର ମୁହଁ ଆସୁଛି ବାହାରି । ଚଉଦିଗ ଶୁନଶାନ୍ କେବଳ ଶ୍ମଶାନର ସେହି ସ୍ଥାନରେ ହିଁ ପ୍ରବଳ ଝଡ ତୋଫାନ। ଗୋଟିକ ପରେ ଗୋଟିଏ ଗଛର ଶାଖା ଭାଙ୍ଗିବାର କଡ୍ ମଡ ଶବ୍ଦ ଅଦୃଶ୍ୟ ପାଦରେ ପାଉଁଜିର ଝୁମ୍ ଝୁମ୍

Loading

Jun
2021
23

*ମୃତ ଶୈଶବ–ଦୀପିକା ଦାଶ*

#ମୃତ ଶୈଶବ ◆◆◆◆◆◆◆ ଅତୀତ ସ୍ୱପ୍ନର ଅସୁମାରୀ ବନ୍ଧ ବର୍ତ୍ତମାନର ସୁନାମୀରେ ଭାଙ୍ଗିରୁଜି ଧରାଶାୟୀ ହୁଏ ଭବିଷ୍ୟତ ଏବେ ଏବେ ଅନୁଭବ ହୁଏ ଉଚ୍ଚ ହେବାର ଆକାଂକ୍ଷା ଯେମିତି ଜଳିପୋଡି ମୁଠାଏ ଅଙ୍ଗାର ହେବାକୁ ପ୍ରସ୍ତୁତ ମୋ ଭୋକିଲା ପେଟର ଜ୍ୱାଳାରେ । ଶୈଶବର ପୁଲକତା ସହପାଠୀଙ୍କ ମିତ୍ରତା ହଜିଗଲା ଅନାୟାସେ ଆତ୍ମୀୟ ପରିଜନ ଅଭାବୀ ଏଇ ବିଶାଳ

Loading

Jun
2021
23

*ଦାରିଙ୍ଗିବାଡ଼ି : ଅତୀତର ଏକ ପୃଷ୍ଠା–ଦୀପିକା_ଦାଶ*

#ଦାରିଙ୍ଗିବାଡ଼ି : ଅତୀତର_ଏକ_ପୃଷ୍ଠା ★★★★★★★★★★★★★ ଛାତି ମୋର ରକ୍ତାକ୍ତ କରି ଦାରିଙ୍ଗିବାଡ଼ି ବକ୍ଷ ଚିରି ଆଗକୁ ମାଡ଼ିଚାଲିଛି ଗାଡ଼ି, ଦୁଇପାଖର ଧାଡ଼ି ଧାଡି ଅର୍କିଡ଼ ଫୁଲ ଓ ତହିଁର ମାଦକତା ଅଚିରେ ପ୍ରକୃତିର ସେଇ ଅପୂର୍ବ ସବୁଜ ଶାଢ଼ୀକୁ ଉଡାଇନେଲା ଧୂମ୍ରାଭ ଅତୀତର ଖଣ୍ଡିଆଭୁତ ! ଟିକିଏ ସାହସ ସଂଚରି ଯଦି ସେହି ଦିନ ବାପାଙ୍କୁ ଦେଇ ପାରିଥାନ୍ତି

Loading

Jun
2021
23

*ହାକୁମ୍ ଢାବଲ୍–ଦୀପିକା ଦାଶ*

#ହାକୁମ୍_ଢାବଲ୍ ◆◆◆◆◆◆◆◆ ଅଦୂରରୁ ସୂକ୍ଷ୍ମ ଶ୍ରୁତିପଟରେ ବାଜିଲା ଅଜବ ଏକ ଶୃଙ୍ଖଳିତ କୋଳାହଳ ଏକାଗ୍ର ଚିତ୍ତରେ ଚେଷ୍ଟାକଲି ଶୁଣିବାକୁ ଓଃ ଏ ତ କାହାର ଅନ୍ତର କାନ୍ଦଣା ସଠିକ ଭାବେ ଠଉରାଇ ପାରିନଥିଲି କିନ୍ତୁ ବେଶ ଆତ୍ମୀୟତା ଥିଲା ସେ ସ୍ୱରରେ । ଆଖି ଦ୍ବୟ ମୋର ମଧ୍ୟ ବତୁରିଗଲା ବତୁରା ଆଖିରୁ ଗଜୁରି ଉଠିଲା ଅନେକ ଅନ୍ତହୀନ

Loading

Jun
2021
23

*ଅତଳସ୍ପର୍ଶୀ କଳଙ୍କର ପ୍ରତୀକ୍ଷା–ଦୀପିକା ଦାଶ*

#ଅତଳସ୍ପର୍ଶୀ_କଳଙ୍କର_ପ୍ରତୀକ୍ଷା ************************** ପୁନଶ୍ଚ ଆକାଶେ ଘୋଟି ଆସିଲାଣି ଘନକୃଷ୍ଣ ରଙ୍ଗର ମେଘ ଗାଭିମାନଙ୍କ ଅସ୍ବାଭାବିକ ହମ୍ବାରଡ଼ିରେ ସମଗ୍ର ଦିଗ୍ ଵିଦିଗ ଚକିତ ପ୍ରକମ୍ପିତ ସୁଗନ୍ଧିତ ପୁଷ୍ପରାଜି ଏବେ ପୂତି ଗନ୍ଧମୟ । ଯମୁନାର ଅପ୍ରାକୃତିକ ଅବିଶ୍ବସନୀୟ ଜୁଆର ମୁଣ୍ତ ଟେକି ଚତୁଃପାର୍ଶ୍ୱ ଖୋଜୁଛି ସତେ ଯେମିତି , କେଉଁ ଅନାଦି କାଳରୁ ତା’ ବକ୍ଷ କାହା ପଦ୍ମଯୁଗଳକୁ ଚାହିଁ

Loading

Jun
2021
23

*ରକ୍ତାକ୍ତ ରାଜମୁକୁଟ– ଦୀପିକା ଦାଶ*

*ରକ୍ତାକ୍ତ ରାଜମୁକୁଟ* ◆◆◆◆◆◆◆◆◆◆◆ ସେଇ ବାଘୁଣୀର ମୁହଁରେ ଲାଗି ସାରିଥିଲା ମଣିଷ ମାଂସର ସ୍ୱାଦ କ୍ଷମତାର ନିଶା ଏମିତି ଗ୍ରାସ କରିସାରିଥିଲା ତାକୁ ଯେ ନିରୀହ ଜନତାଙ୍କ ଶବ ର ଚାଦର ବିଛାଇ କରିଚାଲିଲା ତା ଉପରେ ସିଂହାସନ ଆରୋହଣ । ବିରାଡ଼ି କଣ ସବୁଦିନ ଲୁଚିଲୁଚି ଏମିତି କ୍ଷୀର ପିଉଥିବ ? ଧରା ପଡିଗଲା ବିରାଡ଼ି ବୈଷ୍ଣବ

Loading

Jun
2021
23

*ମୃତ୍ୟୁକୁ ଆରୋପ–ଦୀପିକା ଦାଶ*

#ମୃତ୍ୟୁକୁ ଆରୋପ ××××××××××××× କେବେ ରକ୍ତିମ ପ୍ରଭାତେ କେବେ ଅସ୍ତମିତ ସୂର୍ଯ୍ୟର ଗୋଧୂଳିରେ ତ’ କେବେ ପୁଣି ଧୁ ଧୁ ଖରାବେଳେ ବିନା ନିମନ୍ତ୍ରଣ ପତ୍ରରେ ବିନା ଆବାହନ ମନ୍ତ୍ରରେ, ବିନା ପୂର୍ବାଭାଷରେ ଅବାଧେ ପ୍ରବେଶି ଆସ ତୁମେ । କବାଟ କୁ କରାଘାତ ନ’କରି ଘରର କଲିଂବେଲକୁ ନ’ ବଜାଇ ସମ୍ବର୍ଦ୍ଧନା ବିନା ଅଲାଜୁକ ପରି ମାଡ଼ିଆସ

Loading

Jun
2021
23

*ଧୂସର ସ୍ମୃତିରେ ସନି ମହାନ୍ତି–ଦୀପିକା ଦାଶ*

ଧୂସର ସ୍ମୃତିରେ ସନି ମହାନ୍ତି ■●■●■●■●■●■●■ ସେଇ ଝିପିଝିପି ବର୍ଷା ଶିରିଶିରି ପବନର ରହସ୍ୟମୟୀ ସନ୍ଧ୍ୟାରେ ବେଲଗାମ ଉଡ଼ି ବୁଲୁଥିଲା ମୋ ଶାଢ଼ୀ କାନି ସହ ଧୂସର ଅତୀତ । ଶାଢ଼ୀ କାନିର ସଂଯତପଣରେ ଆବିଷ୍କାର ହେଲା ମୋ ସ୍ମୃତିର ଭଗ୍ନାବଶେଷ ସନି ମହାନ୍ତି ! ମୋ ଯନ୍ତ୍ରଣାରେ ସହଭାଗୀ ହୋଇ ଆକାଶ ବୋଧେ ଖୁବ ଯୋରରେ କାନ୍ଦିବାକୁ

Loading

Jun
2021
23

*ସ୍ମୃତି ଗୋ ତୁମେ–ହୃଦୟ ରଂଜନ ପରିଡ଼ା*

: ସ୍ମୃତି ଗୋ ତୁମେ : ସ୍ମୃତି ଗୋ ତୁମେ ଫେରିବକି ଏ ହତାଶା ରାଇଜର ପ୍ରବାସୀକୁ, ତୁମେ ଦେହେ ତଲ୍ଲିନ ସେ ମୁହୂର୍ତ୍ତ ତୁମ ଗର୍ଭେ ପୂରିତ ଚିତ୍ର ସମସ୍ତ ଫେରାଇ ଦେବାକୁ ଆଶାଟିଏ ଦେବକି || ସ୍ମୃତି ଗୋ ତୁମେ ରହିବକି ଏ ଦରିଦ୍ର ରାଇଜର ପ୍ରବାସୀକୁ, ଅସୁମାରୀ ପ୍ରେମର ସେ ପରସ ଅମୃତ ବାରିଧି

Loading

Jun
2021
23

*ରାଧା–ସଚ୍ଚିଦାନନ୍ଦ ବେହେରା*

~*ରାଧା*~ ପ୍ରକୃତ ପ୍ରେମର ଯଦି ସଂଜ୍ଞା ଚାହଁ ତେବେ ପଚାର ଯାଇ ଥରେ ରାଧାକୁ ଜର୍ଜରିତ ପ୍ରେମର ବେଦନା ଆଉ ପ୍ରେମର ଗଭୀରତା ସେ ହିଁ କହିବ ମୀରା ତ ଜାଣିଛି କେବଳ ମଧୁରତାକୁ ।। ଜୀବନ ଯାକ କେବଳ ଦୁଃଖର ଚମଡ଼ାକୁ ଦେହରେ ଲଦି ସେ ବାଟ ଚାଲିଲା…, ବିନା ଇଚ୍ଛାରେ ମଧ୍ୟ ଏ ସମାଜ ତାକୁ

Loading

Jun
2021
23

*ପ୍ରେମ ନୁହଁ ପସନ୍ଦ– ଦୀପିକା ପେରେଇ*

**ପ୍ରେମ ନୁହଁ ପସନ୍ଦ…. ଗୋଲାପ! ସେ ଦିନ ପରା ତୋ ଆଖି ସାମ୍ନାରେ ନିଜ ଭୁଲ୍ ବୁଝି ପାରି ତୋ ବନ୍ଧୁ କହିଥିଲା_ ମୋ ପରି କଷ୍ଟ ଆଉ କାହାକୁ ନ ମିଳୁ ସେ ବି ତୋ ପରି ଟିକେ ପ୍ରୀତି ସ୍ପର୍ଶ ପାଇଁ ନିଜ ସାରା ଜୀବନ କୁ ଉତ୍ସର୍ଗ କରି ଦେଇ ଥିଲା କାହା ହାତ

Loading

Jun
2021
23

*सवाल– बालिका सेनगुप्त*

**सवाल ** ********** रात दिन के रंग.. धूप और परछाई की पहने परिधान.. मुहब्बत और रूसवाई की..! तन्हा कतरनें धड़कनों के चंद दिल के किसी कोमल से कोने में दुबके..! सहमे ओढ़े लिहाफ़… ठिठुरते…! ठंडक और गर्माहट की प्रतिबिंबों को… करते प्रतिबिंबित

Loading