February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ପ୍ରେମ ନୁହଁ ପସନ୍ଦ– ଦୀପିକା ପେରେଇ*

**ପ୍ରେମ ନୁହଁ ପସନ୍ଦ….

ଗୋଲାପ!
ସେ ଦିନ ପରା ତୋ ଆଖି ସାମ୍ନାରେ
ନିଜ ଭୁଲ୍ ବୁଝି ପାରି ତୋ ବନ୍ଧୁ କହିଥିଲା_
ମୋ ପରି କଷ୍ଟ ଆଉ କାହାକୁ ନ ମିଳୁ

ସେ ବି ତୋ ପରି ଟିକେ ପ୍ରୀତି ସ୍ପର୍ଶ ପାଇଁ
ନିଜ ସାରା ଜୀବନ କୁ ଉତ୍ସର୍ଗ କରି ଦେଇ ଥିଲା
କାହା ହାତ ପାପୁଲି ରେ…

ଶେଷରେ ତାର ସବୁ ପ୍ରୀତି ରସ କୁ
ସୁଖେଇ ଦେଇ,ପ୍ରତ୍ୟେକ ଅଙ୍ଗ କୁ
ଛୋଟ ଛୋଟ କରି ଫିଙ୍ଗି ଦିଆଗଲା
ମ୍ୟୁନିସପାଲିଟି ର ଅଳିଆ ଗଦା ଡବାରେ

ଗୋଲାପ!ତୁ ଭାବୁ ତତେ ସବୁ ପ୍ରେମ କରନ୍ତି,
ହେଲେ ତୁ ଭୁଲ୍…
ତତେ ପ୍ରେମ ନୁହେଁ,ପସନ୍ଦ କରନ୍ତି…
ସେଥିପାଇଁ ତ ତତେ ଛିଡେଇ ଆଣି
ସବୁ ଦିନ ହସିବା ରୁ ମୁକ୍ତ କରିଦିଅନ୍ତି…

ଶେଷରେ ନିଜ ଆଖି ର ଭୋକ ମେଣ୍ଟାଇ
ଗୋଟି ଗୋଟି କରି ସବୁ ଅଙ୍ଗକୁ
ନିପାତ କରନ୍ତି ତୋ ଶରୀର ରୁ..,ହେଲେ
ତୁ ଭାବୁ ସେ ତତେ କଣ୍ଟା ମୁକ୍ତ କରୁଛନ୍ତି..

ଗୋଲାପ!…

 

ଦୀପିକା ପେରେଇ

 404 total views,  1 views today

2 thoughts on “*ପ୍ରେମ ନୁହଁ ପସନ୍ଦ– ଦୀପିକା ପେରେଇ*

  1. I do agree with all of the ideas you’ve presented in your post. They are really convincing and will definitely work. Still, the posts are very short for starters. Could you please extend them a bit from next time? Thanks for the post.

Leave a Reply

Your email address will not be published. Required fields are marked *