January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ରକ୍ତାକ୍ତ ରାଜମୁକୁଟ– ଦୀପିକା ଦାଶ*

*ରକ୍ତାକ୍ତ ରାଜମୁକୁଟ*
◆◆◆◆◆◆◆◆◆◆◆
ସେଇ ବାଘୁଣୀର ମୁହଁରେ
ଲାଗି ସାରିଥିଲା ମଣିଷ ମାଂସର ସ୍ୱାଦ
କ୍ଷମତାର ନିଶା ଏମିତି ଗ୍ରାସ କରିସାରିଥିଲା ତାକୁ ଯେ
ନିରୀହ ଜନତାଙ୍କ ଶବ ର
ଚାଦର ବିଛାଇ
କରିଚାଲିଲା ତା ଉପରେ
ସିଂହାସନ ଆରୋହଣ ।

ବିରାଡ଼ି କଣ ସବୁଦିନ ଲୁଚିଲୁଚି
ଏମିତି କ୍ଷୀର ପିଉଥିବ ?
ଧରା ପଡିଗଲା ବିରାଡ଼ି ବୈଷ୍ଣବ
ଦିନେ ସେ ପିନ୍ଧିଥିବା ଶୁଭ୍ର ବସ୍ତ୍ରରେ
ପ୍ରାଞ୍ଜଳ ଭାବେ ଦିଶିଗଲା ଛିଟା ଛିଟା ରକ୍ତ।

ରାଜମୁକୁଟର ଅପପ୍ରୟୋଗରେ ବାଘୁଣୀ
ଲଗାଇଦେଲା ଶୃଗାଳ ପଲକୁ
ଆଖି ବୁଜିଦେଲା ଚିରକାଳ ପାଇଁ
ଏକ କୁନି ହରିଣୀ ।

“ୟେ ନ ଚଲ୍ ବେ…”

ଏବେ ସମୟ ଆସିଯାଇଛି,
ଚାଲ
ଆମ କ୍ଷେତକୁ ଆମେ ଚଷିବା
ଧାନ ବିଲରୁ ଅଗାଡ଼ି ବାଳୁଙ୍ଗା
ଗୋଟି ଗୋଟି କାଢି ଫିଙ୍ଗିଦେବା ।
★★★★★★★★
©ଦୀପିକା ଦାଶ

 688 total views,  1 views today

15 thoughts on “*ରକ୍ତାକ୍ତ ରାଜମୁକୁଟ– ଦୀପିକା ଦାଶ*

  1. Thanks for another magnificent post. Where else could anyone get that kind of information in such a perfect way of writing? I have a presentation next week, and I’m on the look for such information.

  2. Aw, this was an incredibly nice post. Finding the time and actual effort to make a good articleÖ but what can I sayÖ I procrastinate a lot and never seem to get nearly anything done.

Leave a Reply

Your email address will not be published. Required fields are marked *