ଛଦ୍ମବେଶୀ ସାଥୀ ◆◆◆◆◆◆◆◆◆ ଛଦ୍ମବେଶୀ ସାଥୀ ମୋର, କେବେ ଷୋଳଟି ଫଗୁଣର ଜହ୍ନ ରାତି ଆଣି ମନରେ ମୋର ପୁଲକ ଭରିଦିଅ ତ ପୁଣି କେବେ ମେଘମେଦୁର ମନ ଆକାଶରେ ବର୍ଷା ସାଜି , ଅଶ୍ରୁ ରୂପେ ଝରିଯାଇଛ ଆଖିରୁ ମୋର । କେବେ ମିଠା ମିଠା ସ୍ୱପ୍ନ ବୁଣିଦିଅ ଆଶାର କିଆରୀରେ କେବେ ପୁଣି ଦୁଃସ୍ୱପ୍ନ ହୋଇ
Read More
*#ଅପରିଚିତ – ୩*- ଇତସ୍ତତଃ ★★★★★★★★★★★★ ହେଇତ ପ୍ଲାଟଫର୍ମର ଆଗ ମୁଣ୍ଡରୁ ଡ଼ାକବାଜି ଯନ୍ତ୍ରର ସ୍ୱର ଶୁଭିଲାଣି ” କୋଣାର୍କ ଏକ୍ସପ୍ରେସ ଆଉ କିଛି ସମୟ ମଧ୍ୟରେ ଦୁଇ ନମ୍ବର ପ୍ଲାଟଫର୍ମ ରେ ପହଁଚିଯିବ ” ; ମୋତେ ଲାଗୁଥାଏ ସତେ ଯେମିତି ଘଣ୍ଟା କଣ୍ଟା ମିନିଟ କଣ୍ଟା ମାନେ ପହଂଚି ଯାଇଛନ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ନିଜ ଆୟୁଷର
Read More
*ଅନ୍ଧାରର ଲୁହ* ******** ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି ମନ୍ଥି ସିଏ ଡ୍ର’ ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା ଦେଖି ତାଙ୍କ
Read More
#ଅପରିଚିତ-୨ – ସ୍ବୀକାରୋକ୍ତି ◆◆◆◆◆◆◆◆◆◆◆◆◆ ଅପବାଦର ବିସ୍ତାରିତ କାୟାକୁ ତିଳେ ଭ୍ରୁକ୍ଷେପ ନ’ କରି ଖାସ ସେଇ କୁହୁକିନୀ ରାତ୍ରିର ଏକମାତ୍ର ସ୍ବୀକାରୋକ୍ତି ପାଇଁ କିଛି ମୁହୂର୍ତ୍ତ ଭିତରେ ତୁମେ ଆଉ ମୁଁ ରୁ ପାଲଟିଗଲେ ଆମେ…..। ଆଜି ବି ମନେ ଅଛି ମୋର କେମିତି ଭୁଲିଥାନ୍ତି ତୁମ କମ୍ପିତ ଓଠରେ ଫିସ୍ ଫିସ୍ ସ୍ୱର ଆଉ ତୁମ
Read More
ଭାଙ୍ଗିଦିଅ ଅଭିମାନ ପ୍ରିୟ ******************* ଏଇ ଶୁଣୁଛ ଶୁଣ ତୁମେ ଶୋଇଗଲ ନା ଜାଣିଶୁଣି ଅଭିମାନରେ ଶୋଇଛ ? ମୁଁ ଜାଣେ ଠିକ୍ ଜାଣେ ମୋତେ ଅପେକ୍ଷାରତ ନାୟକଟି ଆଜି ମିଛିମିଛିକା ଶୋଇଯାଇଛି । କେବଳ ମୋତେ ଚିଡାଇବାକୁ ଗୋଟିଏ ଆଖି ଖୋଲି ଆଉ ଗୋଟିଏ କୁ ବନ୍ଦ କରି ମିଟି ମିଟି କରୁଛି । କଣ ଯେ
Read More
*ଶେଷ ନିଷ୍ପତ୍ତି* ◆◆◆◆◆◆◆ ~ ଦୀପିକା ଦାଶ ରାତ୍ରୀ ପ୍ରାୟ ବାରଟା ବାଜିଲାଣି । ସବୁଦିନ ପରି ସେଦିନ ବି ଦୀପ୍ତି ଘରର ନିତିଦିନିଆ କାମ ସାରି, ବାଲକୋନୀର ଝରକା, କବାଟ ବନ୍ଦ କରି ନିଜ ରୁମକୁ ଆସିଲା । ସାରାଦିନ ସଂସାରିକ ଜଞ୍ଜାଳରେ ଜୁଝି ହୋଇ ସେ ଯେମିତି ଗୋଟିଏ ଶବ ପାଲଟି ଯାଇଥିଲା ।
Read More
*ଅପରିଚିତ* —————– ହଠାତ ଦୁଇଟି ଅଜଣା ଆଖି ବେଶ୍ ଜଣାଶୁଣା ହେବାକୁ ଲାଗିଲା ମୁହୂର୍ତ୍ତଟିଏ ପୂର୍ବର ଅଚିହ୍ନା ମୁହଁଟି ଜନ୍ମଜନ୍ମାନ୍ତର ସାଥିଟିଏ ପରି ଲାଗିବାକୁ ଲାଗିଲା କେଉଁ ଏକ ଅଦେଖା ରାଇଜରୁ ଆସିଥିବା ଅପରିଚିତ ନାୟକଟି ଦେଖୁ ଦେଖୁ ହୃଦୟର ଏକ ସୂକ୍ଷ୍ମକୋଣକୁ ଆବୋରିବାକୁ ଲାଗିଲା । ପ୍ରଥମ କରି ଶୁଣିବା ଆରମ୍ଭ କଲି ଅଦୃଶ୍ୟ ଇଙ୍ଗିତଭରା
Read More
ଜୟ ଜଗନ୍ନାଥ ହେ ଜଗନ୍ନାଥ, ତୁମେ ନିରାକାର ପରମବ୍ରହ୍ମ ସଗୁଣ, ନିର୍ଗୁଣ, ସବୁର ଆଧାର ସ୍ବଇଛାରେ ଘଟ ପରିବର୍ତ୍ତନ କରୁଥିବା ତୁମେ ସେହି ପରମେଶ୍ୱର । ଅବିଚଳ, ନିତ୍ୟ, ସନାତନ ତୁମେ ଅଣୁଠାରୁ ଅଣୀୟାନ ମହାନ ଠାରୁ ମହୀୟାନ ତୁମେ ହି ଭୂମା, ତୁମେ ବିରାଟ ନାହିଁ ଆଦି, ନା ଅଛି ଅନ୍ତ । ତୁମେ ଯଜ୍ଞ ପୁରୁଷ,
Read More
*ପିତୃଋଣ* ••••••••••••• ବାବା !! ତୁମେ ମୋ ପାଇଁ ମୋ ସୁପର ହିରୋ ଆକାଶଠାରୁ ଅଧିକ ଉଚ୍ଚତର ସୂର୍ଯ୍ୟଠାରୁ ଅଧିକ ତେଜୋତ୍ତର ଧୈର୍ଯ୍ୟ, ନ୍ୟାୟ, ତ୍ୟାଗର ଗନ୍ତାଘର । ପ୍ରତି ମୁହୂର୍ତ୍ତରେ ଜୀବନ ସହ ସଂଘର୍ଷ କରି କରି ସମସ୍ତ ଭୋଗ ବିଳାସକୁ ଗୋଡ଼ରେ ଆଡ଼େଇ ଦେଇ ଅଗ୍ରସର ହୋଇଅଛ କର୍ମକ୍ଷେତ୍ରକୁ କେବଳ ନିଜ ସନ୍ତାନ ସନ୍ତତିଙ୍କୁ ନିଜ
Read More
*ଚେନାଏ ହସ* ——–/–/——– ଆକାଶର ନୀଳିମାରେ, ବନାନୀର ସବୁଜିମା ରେ, ବାଳାରୁଣ ର ଲାଲିମାରେ, ଗାଈ ଗୋଠର ହମ୍ବା ରଡି ଡାକରେ, ବିଲୁଆର ହୁକେ ହୋ ଶବ୍ଦରେ, ଶିଶୁଟିର କୁଆଁ କୁଆଁ କାନ୍ଦ ରେ, ସୁମନର ସୁରଭିରେ, ମନ୍ଦିରର ଘଣ୍ଟଘଣ୍ଟି ନାଦରେ, ଧୂପର ମହକରେ, ଦୀପର ଜ୍ୟୋତିରେ, କୁଆଁତାରା ଦୃଶ୍ୟର ମାଧୁରୀମାରେ, ଲୁଚି ରହିଥାଏ ଚେନାଏ ହସ ।
Read More