March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଜୟ ଜଗନ୍ନାଥ–ଦୀପିକା ଦାଶ*

ଜୟ ଜଗନ୍ନାଥ

ହେ ଜଗନ୍ନାଥ,
ତୁମେ ନିରାକାର ପରମବ୍ରହ୍ମ
ସଗୁଣ, ନିର୍ଗୁଣ, ସବୁର ଆଧାର
ସ୍ବଇଛାରେ ଘଟ ପରିବର୍ତ୍ତନ କରୁଥିବା
ତୁମେ ସେହି ପରମେଶ୍ୱର ।

ଅବିଚଳ, ନିତ୍ୟ, ସନାତନ ତୁମେ
ଅଣୁଠାରୁ ଅଣୀୟାନ
ମହାନ ଠାରୁ ମହୀୟାନ
ତୁମେ ହି ଭୂମା, ତୁମେ ବିରାଟ
ନାହିଁ ଆଦି, ନା ଅଛି ଅନ୍ତ ।

ତୁମେ ଯଜ୍ଞ ପୁରୁଷ, ଯୋଗେଶ୍ୱର
ସତ୍ୱ, ରଜ, ତମ
ଅଧିକାରୀ ତିନି ଗୁଣର
‘ଅ’ ‘ଉ’ ‘ମ’ ର ସମାହାର
ତୁମେ ହିଁ ସେ ଓଁ କାର ।

କର୍ଣ୍ଣ ନାହିଁ ତୁମ, ନାସା ନାହିଁ
ଖଣ୍ଡିତ ହାତ ତବ, ପାଦ କାହିଁ ?
ଅଧର ଅଛି, ପାଟି ନାହିଁ
ବସିବା ପାଈଁ ତବ କଟି କାହିଁ ?
ଅଭୁତ ଏକ ରୂପ
ତଥାପି ତୁମେ ବିଶ୍ୱ ସ୍ଵରୂପ ।

ମନରୁ ଜା ଜାତ ଚନ୍ଦ୍ର
ଚକ୍ଷୁରୁ ସୂର୍ଯ୍ୟ
ମୁଖରୁ ଅଗ୍ନି , ଇନ୍ଦ୍ର
ପ୍ରାଣରୁ ବାୟୁ ,
ନାଭିରୁ ଅନ୍ତରୀକ୍ଷ
ମସ୍ତକରୁ ପୁଣି ସ୍ୱର୍ଗ
ଚରଣୁ ପୃଥିବୀ
ଶ୍ରୋତ୍ରରୁ ଦିଗ ମାନ ଜାତ ।

ହେ ଜନାର୍ଦ୍ଦନ,ତୁମେ ହିଁ
ମାନବ, ମାଧବ ସତ୍ତାର ମିଳନ
ବେଦରେ ତୁମେ ପରମବ୍ରହ୍ମ
ମଚ୍ଛ୍ୟ ପୁରାଣେ ପୁରୁଷୋତ୍ତମ
ଭଗବତ୍ ଗୀତା ରେ ଯୋଗେଶ୍ୱର
ପଦ୍ମପୁରାଣେ ନୀଳପର୍ବତ ବିହାରୀ ଶ୍ରୀରାମ ।

ହେ ମହାକରୁଣ୍ୟ, ମହାଶୂନ୍ୟ
ଶ୍ରୀମନ୍ଦିରେ ଅଧର କୁସୁମି
କରି ପରିଧାନ
ଅଦା ପାଚେଡି,ଅଧାମ ଖାଇଣ
ଆଡ଼ ଚାହାଣୀରେ ଭୂଖଣ୍ଡ ଉଦ୍ଧାରିଣ
ଅଷ୍ଟଦିଗେ ଅଷ୍ଟନାଗକୁ କରିଛ ଯୋଗାଣ ।

{ଦୀପିକା ଦାଶ} {ବ୍ରହ୍ମପୁର ଗଂଞ୍ଜାମ}

 724 total views,  1 views today

Leave a Reply

Your email address will not be published. Required fields are marked *