April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Aug
2023
16

*ସମୀକ୍ଷାତ୍ମକ ଆଲେଖ୍ୟ- ଉର୍ମିଳା ଗଉଡ଼*

କ ସ୍ତମ୍ଭ କବିତା ସମୀକ୍ଷା:- କବିତାର ଶୀର୍ଷକ :- ଦେଶପ୍ରେମ ଏହି କବିତାର କବି ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ସେ ଅକ୍ଟୋବର ୯ ତାରିଖ ୧୮୭୭ ମସିହାରେ ଓଡ଼ିଶାର ପୁରୀ ନିକଟସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଦୈତାରୀ ଦାସ ଓ ମାତା ସ୍ଵର୍ଣ୍ଣମୟୀ ଦେବୀ। ସେ ଜୁନ ୧୭ ତାରିଖ

Loading

Feb
2023
23

ମମତାମୟ ମୃଗତୃଷ୍ଣା – ଉର୍ମିଳା ଗଉଡ଼

 ମମତାମୟ ମୃଗତୃଷ୍ଣା   ମୁଁ ସ୍କୁଲରେ ପଢୁଥିବା ସମୟରେ ମୋତେ ମୋ ମାମୁଁ ଘରକୁ ଯିବା ପାଇଁ ଭାରି ଇଚ୍ଛା ହେଉଥାଏ କିନ୍ତୁ, ଯିବାପାଇଁ ସୁଯୋଗ ମିଳୁନଥାଏ । ବଣ ଜଙ୍ଗଲ ଘେରା ଗାଆଁ, ପ୍ରାକୃତିକ ପରିବେଶ ଖୁବ୍ ସୁନ୍ଦର । ଚାରିଆଡ଼େ ପକ୍ଷୀ କାକଳିର ତାନ ପ୍ରତିଧ୍ୱନିତ ହେଉଥାଏ । ଥରେ ସେଠିକି ଗଲେ ଆଉ ଫେରିବା

Loading

Jan
2023
29

ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼

ବାକ୍ୟ ଦେବୀ ସରସ୍ଵତୀ _________________ ଶ୍ୱେତ ପଦ୍ମାସନା ସୁରମ୍ୟ ଆନନା ବାକ୍ୟ ଦେବୀ ସରସ୍ଵତୀ, ହଂସବାହିନୀ ହେ ବୀଣାବାଦିନୀ ତୁମ ପାଦେ ମୋ ପ୍ରଣତି ।। ତୁମ ଦୟାବଳେ ଅଧମ ମୂରୁଖ ପାଇଥାଏ ହିତ ଜ୍ଞାନ, ତୁମରି ବୀଣା ଝଙ୍କାରେ ପାଇଥାଏ ଜଡ ଜଗତ ଚେତନ ।। ଧବଳ ବସନେ ତୁମେ ସୁଶୋଭିତା କୁଞ୍ଚିତ କୃଷ୍ଣ କୁନ୍ତଳ, ଗଳାରେ

Loading

Jan
2023
9

ନିଶାସକ୍ତ ଜୀବନ–ଉର୍ମିଳା ଗଉଡ଼

ନିଶାସକ୍ତ ଜୀବନ ____________ ବାହ୍ୟ ଜଗତକୁ ଭ୍ରମି ଆସ ବାରେ ଭ୍ରାମ୍ୟମାଣ ପ୍ରେମେ ନରୁହ ଭ୍ରମି, ଆହେ ବିଶ୍ୱବାସୀ କହୁଛି ଆଶ୍ଵାସି ପ୍ରକୃତିର ପ୍ରେମେ ହୁଅ ହେ ପ୍ରେମି ।। ମୋବାଇଲ ଦୁନିଆରେ ମାୟା ଆବର୍ତ୍ତରେ ମିଥ୍ୟା ନିଶାସକ୍ତେ ନଯାଅ ଫଶି, ନୁହଁଇ ବାସ୍ତବ ତାହା ଅବାସ୍ତବ ଯାଏ ଧିରେ ଧିରେ ମସ୍ତିଷ୍କ ଗ୍ରାସି ।। ବାଳୁତ ରୁ

Loading

Dec
2022
15

Lets talk with a young and dynamic poetess, “Urmila Gouda” hails from Kalahandi, district of Odisha for SLF Literary Youth Icon Award contest-. 2023

Lets talk with a young and dynamic poetess, “Urmila Gouda” hails from Kalahandi, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ-ଉର୍ମିଳା ଗଉଡ଼ ପିତାଙ୍କ ନାମ-ଶ୍ରୀଯୁକ୍ତ ବସୁ ଗଉଡ଼ ମାତାଙ୍କ

Loading

Nov
2022
28

ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼

ଏରୁଣ୍ଡିବନ୍ଧର ମୋହ _____________ ତୁଟାଇ ପାରୁନାହିଁ ଏରୁଣ୍ଡିବନ୍ଧର ମୋହ ଲାଗୁଛି ଯେମିତି ତା’ ଉଷ୍ମ ଆଲିଙ୍ଗନେ କୋଳେଇ ନେବାକୁ ନେହୁରା ହେଉଛି ମନରେ ଉଙ୍କି ମାରୁଛି କେତେ ଯେ ପ୍ରଶ୍ନର ଜୁଆର ଅଗଣିତ ସ୍ବପ୍ନର ହରଣ ଭାଗଶେଷ ଶୂନ ହେବାକୁ ବସିଲାଣି… କେତେ ଶୋଷ ଧିରେ ଧିରେ ବଦଳି ନାମିତ ହେଉଛି ଅବଶୋଷରେ ଲାଗୁଛି ସତେ ଯେମିତି ଖୁସି

Loading

Nov
2022
4

ମଣିଷ ଜୀବନ — ଉର୍ମିଳା ଗଉଡ଼

ମଣିଷ ଜୀବନ __________   ସମୟ ଚାଲିଛି ବର୍ତ୍ତମାନ ଓ ଭବିଷ୍ୟତର ସଂକୀର୍ଣ୍ଣ ଗଳି ଦେଇ ଅତୀତକୁ ପକେଇ ଦେଇ କେଉଁ ଏକ ଅପନ୍ତରା ଇଲାକାରେ ମଣିଷ ଜୀବନ କେବେ ଉଦବେଳିତ ସିନ୍ଧୁର ଉଚ୍ଛ୍ୱାସ କେବେ କ୍ଲେଦାନ୍ତ କାରୁଣ୍ୟର ଶୁଷ୍କ ମରୁଭୂମି…!!   ଅତୀତ ତ ସ୍ମୃତିର ଗନ୍ତାଘର ଝରକା ଫାଙ୍କରୁ ମୁଠାଏ ସ୍ମୃତିକୁ ଚୋରେଇ ଆଣି ଭର୍ତ୍ତି

Loading

Sep
2022
29

ବୋଉ ଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି — ଉର୍ମିଳା ଗଉଡ଼

ବୋଉ ଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ________________________   ସଂସାର ସରରେ କାମନାର ପଦ୍ମ ଟାଣି ଟାଣି ସେ ତ ନେଉଛି, ମାୟା ମରୀଚିକା ବାଇ କରିଲାଣି ବୋଉ ଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ।।   ଶୈଶବ ଚଞ୍ଚଳତା ଯୁବା ଉଦ୍ଦମତା ସମୟ ତ ସରି ଯାଇଛି, ବୃଦ୍ଧତ୍ୱ ରୋଗରେ କବଳିତ ପ୍ରାଣ ବୋଉ

Loading

Mar
2022
26

*ମଲା ନଈ–ଉର୍ମିଳା ଗଉଡ଼*

ମଲା ନଈ _______ ମୁକ୍ତ ତଟିନୀର ମୁକ୍ତ ସ୍ବପ୍ନ, ଯୌବନର ଉଦ୍ଦାମତାରେ ଥିଲି କଳକଳ ଛଳଛଳ.. ଅରଣ୍ୟ କାନନେ ବୋଳି ଦେଇ ସବୁଜିମା ରଙ୍ଗ ଧାଉଁଥିଲି ଅତି ବେଗେ.. ନାଉରିଆର ସଙ୍ଗୀତକୁ ସାଥିରେ ନେଇ, ହଂସ-ହଂସରାଳିର ଡାକରେ ବିମୁଗ୍ଧ ହୋଇ… ଦିନେ ସାକ୍ଷାତକାର ହେଲା ସାଗର ସହ ଯୌବନର ଖସଡ଼ା ପଥେ, ପଡ଼ିଗଲି ତା’ ପ୍ରେମରେ.. ଧାଇଁଚାଲିଲି ଉଛୁଳା

Loading