April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
May
2022
21

ସନ୍ଥକବି ଦେଖ ତବ ଭୂଇଁ — ଦିଲ୍ଲୀପ କୁମାର ନନ୍ଦୀ

ସନ୍ଥକବି ଦେଖ ତବ ଭୂଇଁ   ଆଉଥରେ ତୁମେ ଆସନ୍ତକି ଫେରି ଦେଖନ୍ତ ସନ୍ଥ ମଣିମା କେମନ୍ତେ ଚାଲିଛି ଜଗତଟା ଏବେ ସତେ କି ଦେବା ଉପମା??   ବଖାଣି ମହିମା ଧ୍ୱନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ ସପ୍ତ ପୁରୁଷ ମୋ’ଉଦ୍ଧାର ହେଉ ହେ କିଯାଏ କେ ମଲେ ଗଲେ।।   ତାତ ମାତ କରୁଛନ୍ତି ଯେ

Loading

May
2022
11

ହଜିଲା ଦରବ:–୫ — ଦିଲ୍ଲୀପ କୁମାର ନନ୍ଦୀ

ହଜିଲା ଦରବ:—–୫     ଜିନିସ୍ ଟପ୍ ତ ଘର ଠୁ ମନ୍ଦିର ଶାଢ଼ୀ ଓଢ଼ଣୀ ଉଠିଲାଣି ସ୍ତନ୍ୟପାନ କାଳେ ସୌନ୍ଦର୍ଯ୍ୟ ତ ହାନୀ ଡବା କ୍ଷୀର ଜମି ଗଲାଣି।୧।   ପ୍ରଣାମ କରିଲେ ଅଣ୍ଟା ବ୍ୟଥା ହୁଏ ନମସ୍କାର ଠିଆ ଠିଆରେ ଯୋଡ଼ା ବେଣିକୁ ତ ରିବନ ସାଜୁନି ଚ଼ିବୁକେ ସୁନେଲି ଆହାଃରେ।୨।   କଜ୍ଜଳ ନାସିକା

Loading

May
2022
11

ଲଲାଟ ଲିଖନ — ଦିଲ୍ଲୀପ କୁମାର ନନ୍ଦୀ

ଲଲାଟ ଲିଖନ     ଲଲାଟ ଲିଖନ କେ କରିବ ଆନ ଯାହା ଲେଖିଅଛି ବିହି ଲେଖନୀ ଧରିଛି ସେ ଅଦୃଶ୍ୟ ଶକ୍ତି ଜଠରେ ଥିଲି ମୁଁ ରହି।।   ଭୂମିଷ୍ଠ ହୋଇଲି କୁଆଁ ରାବଦେଲି ନଅମାସ ଦଶଦିନ ଯେବେ ସଂଚରିଲି ମାତୃ ଗର୍ଭେ ମୁଁ ହିଁ ଯେସନେ ଜଳରେ ମୀନ।।   ଜନମ ଦେଇଛି ମାତା ସିନା

Loading

May
2022
2

ଗୁହାରୀ କାଳିଆ ପାଦେ — ଦିଲ୍ଲୀପ କୁମାର ନନ୍ଦୀ

ଗୁହାରୀ କାଳିଆ ପାଦେ   ପା’ ପୋଛ ମୋତେ କରିଦେ କାଳିଆ ବାଇଶି ପାହାଚ ତଳେ ଥିବି ତୋ ଭକ୍ତ ପାଦର ରେଣୁ ପାଇଁ ସଦା ଛାତି ପ୍ରସାରି ମୁଁ ଶୋଇଥିବି।।   ଅପଲକ ନେତ୍ରେ ଚାହିଁ ରହିଥିବି ନୀଳଚକ୍ର ତୋର ଦେଖୁଥିବି ତୋର ଶ୍ରୀମୁଖକୁ ମୋ’ପାପ ନୟନେ ନିଶି ଦିନ ପ୍ରଭୁ ଆଙ୍କୁଥିବି।।   ତୋ ଭକତ

Loading

May
2022
2

ଗ୍ରୀଷ୍ମ ଗୋଧୂଳି — ଦିଲ୍ଲୀପ କୁମାର ନନ୍ଦୀ

ଗ୍ରୀଷ୍ମ ଗୋଧୂଳି   ଗ୍ରୀଷ୍ମର ଗୋଧୂଳି ଚନ୍ଦନ ପରାଏ ଗୋଳି ଅଙ୍ଗେ ବୋଳି ପ୍ରାୟ ଅନ୍ଧର ଲଉଡ଼ି ବିସିକେଶନକୁ ବିଳମ୍ବେ ପ୍ରାଣ ଅଥୟ।।   ବସନ୍ତ ମଳୟ ଗଲାଣି ତ ହଜି ଚଇତି ଯାଇଛି ଭାଜି ଭଗ୍ନ ହୃଦ ନେଇ ଖୋଜୁଛି ଧରଣୀ କେବେ ସେ ଭିଜିବ ଛାତି।।   ଗୋଧୂଳି ଲଗନ ମୋହେ ଜନ ମନ ଅପ

Loading

May
2022
2

ବନ୍ଧୁ — ଦିଲ୍ଲୀପ କୁମାର ନନ୍ଦୀ

ବନ୍ଧୁ     ବଧୁଟିଏ ସିନା ହୋଇ ପାରିଲିନି ପାରିବିତ ହୋଇ ବନ୍ଧୁ ତତଲା ମରୂର ଚ଼ଲାପଥେ ତୁମ ସାଜିବି ଶିଶିର ବିନ୍ଦୁ।।   ନଦୀ ନୁହେଁ ମୁଁ ଜଙ୍ଗଲି ଝରଣା ଲଙ୍ଘି ପାରିବିକି ରେଖା ତଥାପି ଅପେକ୍ଷା ଶହେ ଜନମକୁ ତୁମ ସାଥେ ହେବ ଦେଖା।।   ଜହ୍ନର ଶୀତଳ ପରଶ ପାଇବା ମୋ’ପାଇଁ ସାତ ସପନ

Loading

May
2022
2

ଛନ୍ଦା ଚରଣରେ ବନ୍ଧା ଏ ପରାଣ — ଦିଲ୍ଲୀପ କୁମାର ନନ୍ଦୀ

ଛନ୍ଦା ଚରଣରେ ବନ୍ଧା ଏ ପରାଣ     ତୋ ଛନ୍ଦାଚରଣେ ବନ୍ଧା ମୋ’ପରାଣ ଆଉଵା କିସ ମାଗିବି ଦୁର୍ଲ୍ଲଭ ଜନମ ଦେଇଛହେ ନାଥ ଅନାଥ କିଆଁ ଭାବିବି।।   ଜୀବନ ଦେଇଛ ମରଣ ଲେଖିଛ ବିନ୍ଧାଣି ସାଜି ଗଢ଼ିଛ ଛନ୍ଦା ଚରଣରେ ପଶିଲି ଶରଣ ରଖିବ ଅବା ମାରିବ।।   ସଂସାର ନାଆରେ ତୁମେତ ନାଉରୀ ମୁଁ

Loading

May
2022
2

ବିଧବା — ଦିଲ୍ଲୀପ କୁମାର ନନ୍ଦୀ

ବିଧବା       ଫୁଙ୍ଗୁଳା ହାତକୁ ଫୁଙ୍ଗୁଳା ପାଦ ଗଳାରେତ ନାହିଁ ମଙ୍ଗଳସୂତ୍ର ସିନ୍ଥିର ସିନ୍ଦୂର ଗଲ ଲିଭେଇ ଦୁଃଖର ସଂସାରେ ଦେଇ ଭସେଇ ।।   ମଙ୍ଗଳ କୃତରେ ଅଶୁଭ ମୁହିଁ କାନ୍ଦୁଅଛି ଝୁରି ମୁହଁ ଲୁଚେଇ ନାଲି ଶାଢ଼ୀ ନାଲି ଅଳତା ନାହିଁ କି ଦୋଷ କରିଲି ନେଲ ଛଡ଼େଇ।।   ବିଧବା ବୋଲିତ

Loading